ବାଘୁଣୀ ଜୟଶ୍ରୀର ୩ ଶାବକଙ୍କ ମଧ୍ୟରୁ ଗୋଟିଏ ଜୀବିତ

ଭୁବନେଶ୍ୱର, ୨୮/୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୟଶ୍ରୀ ନାମକ ଏକ ତିନି ବର୍ଷ ବୟସ୍କା ବାଘୁଣୀଶନିବାର ତିନୋଟି ଶାବକଙ୍କୁ ଜନ୍ମ ଦେଇଥିଲା, କିନ୍ତୁ ଶାବକଙ୍କ ମଧ୍ୟରୁ କେବଳ ଗୋଟିଏ ବଞ୍ଚିଛି ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ ରବିବାର ସୂଚନା ପ୍ରଦାନ କରିଛନ୍ତି। ୧୦୧ ଦିନର ଗର୍ଭଧାରଣ ପରେ ଏହି ଜନ୍ମ ଜୟଶ୍ରୀଙ୍କ ପ୍ରଥମ ଶାବକ। ଜୟଶ୍ରୀ ସେପ୍ଟେମ୍ବର ୧୫ ରୁ ୧୭, ୨୦୨୫ ମଧ୍ୟରେ ବାଘ ଅମିତ ସହିତ ମିଳନ କରିଥିଲା। ପ୍ରଥମ ପ୍ରସବ ହୋଇଥିବାରୁ, ବାଘୁଣୀ ପାଖରେ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେଇ ଯୁବକ ଗିରଫ

ଖୋର୍ଦ୍ଧା, ୨୮/୧୨: ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମରେ ଗାଳି ଦେଇଥିବା ଜଣେ ଯୁବକଙ୍କୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍। ସେ ପିତା ସନାୱାଲ୍ଲାଙ୍କ ସହ ଗତ ୫ ବର୍ଷ ହେବ ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦପ୍ରସାଦରେ ଭଡାରେ ରହୁଥିଲା। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଆଇଆଇସି ଉମେଶ ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ସଦର ଥାନା ଅଞ୍ଚଳରେ ବିପ୍ଲବୀ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଆଇଏନ୍‌ଏସ୍‌ ବାଘସୀରରେ ମହାମହିମ

ନୂଆଦିଲ୍ଲୀ, ୨୮/୧୨: ରାଷ୍ଟ୍ରପତି ତଥା ତିନି ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କରୱାର ନୌସେନା ବେସ୍ ଠାରେ ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଛନ୍ତି । ଭାରତୀୟ ନୌସେନାର କାଲଭାରୀ ଶ୍ରେଣୀର ବୁଡ଼ା ଜାହାଜ ‘ଆଇଏନଏସ୍ ବାଘସୀରରେ ପ୍ରାୟ ତିନି ଘଣ୍ଟା ସମୟ ବିତାଇଥିଲେ ମହାମହିମ । ଏହା ଭାରତୀୟ ନୌସେନାର ସାମରିକ ଦକ୍ଷତା ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନର ଏକ ବଡ଼ ସଫଳତା । ଯାତ୍ରା ସମୟରେ ବୁଡ଼ା ଜାହାଜଟି […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପଙ୍କୁ ଭାରି ପଡୁଛି ଟାରିଫ ମାଡ଼: ଆମେରିକାର ୭୧୭ କମ୍ପାନୀ ଦେବାଳିଆ

ୱାଶିଂଟନ, ୨୮/୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଉପରେ ଟାରିଫ ଲାଗୁ କରି ନିଜ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଟାରିଫ ଲାଗୁ କରି ସେ ଠିକ୍ କରିଛନ୍ତି ବୋଲି ଦାବି କରିଆସୁଛନ୍ତି। ଏହାଦ୍ବାରା ଆମେରିକାକୁ ବହୁ ମାତ୍ରାରେ ରାଜସ୍ବ ମିଳୁଛି ବୋଲି ଟ୍ରମ୍ପ କହୁଛନ୍ତି। କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଗଲାଣି। ରିପୋର୍ଟ ଅନୁସାରେ, ଆମେରିକାର କମ୍ପାନୀଗୁଡ଼ିକ ଏବେ ଦେବାଳିଆ ସ୍ଥିତିକୁ ଚାଲିଆସିଲେଣି। ୨୦୨୫ରେ ଦେଶର ୭୧୭ […]

ସଂପୂର୍ଣ୍ଣ ପଢନ୍ତୁ

ପାଟ୍ରୋଲିଂ ଭ୍ୟାନ୍‌କୁ ପଛରୁ ପିଟିଲା କାର୍

ପିପିଲି, ୨୮/୧୨: ପାଟ୍ରୋଲିଂ ଭ୍ୟାନ୍‌କୁ ପଛରୁ ପିଟିଲା କାର୍‌। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ-ଭୁବନେଶ୍ବର ସାତଶଙ୍ଖ ଫାଣ୍ଡି ବ୍ରିଜ୍ ନିକଟରେ। ଏକ ପିସିଆର୍‌ ଭ୍ୟାନ୍ କୁ ପଛରୁ ଏକ କାର୍‌ ଧକ୍କା ଦେଇଛି। ଦୁର୍ଘଟଣାରେ ୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପିସିଆର୍‌ ଭ୍ୟାନ୍‌ରେ ୩ ଜଣ କର୍ମଚାରୀ ଥିଲେ। ଯୁବକ ଜଣକ ମଦ ପିଇ ଡ୍ରାଇଭିଂ କରୁଥିଲେ। ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି। ପିସିଆର୍ ଭ୍ୟାନ୍ […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହ ହାଇସ୍କୁଲ ର 2002 ବ୍ୟାଚ ର ବନ୍ଧୁମିଳନ ଉତ୍ସବ

ଝଙ୍କଡ଼, ୨୮/୧୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାଙ୍କ ପାତାଳିକ୍ଷେତ୍ର ମୂଳିସିଂହ ସ୍ଥିତ ମୂଳିସିଂହ ସରକାରୀ ଉଚ୍ଚ ବିଦ୍ୟାଳୟ ର 2002 ମସିହା ମାଟ୍ରିକ ବ୍ୟାଚ ର ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ରବିବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ନିମନ୍ତ୍ରିତଅତିଥି ମାନେ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଶ୍ରୀଗଣେଶ ଓ ମା ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳି ପ୍ରଦାନ କରିବାପରେ ମଞ୍ଚାସିନ ହୋଇଥିଲେ l ଶିକ୍ଷକ […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମମାଟିରେ ଶିଳ୍ପୀ ଶୁକଦେବ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ମାହାଙ୍ଗା,୨୭/୧୨: କଳାର ପୂଜାରୀ, ସାହିତ୍ୟ ସଂଗୀତ ଓ ସଂସ୍କୃତି ଅନୁରାଗୀ ଶୁକଦେବ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ପ୍ରଥମ ବାର୍ଷିକ ସ୍ମୁତି ଉତ୍ସବ କୁସୁପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି lପୂର୍ବତନ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ lଏହି ଉତ୍ସବକୁ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ଶ୍ରୀନିବାସ […]

ସଂପୂର୍ଣ୍ଣ ପଢନ୍ତୁ

୩ ଦିନିଆ ଓଡ଼ିଶା ଗସ୍ତରେ ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର

ଭୁବନେଶ୍ବର ୨୭/୧୦: ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଗସ୍ତର ପ୍ରଥମ ଦିନ ସେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି। ସଂସ୍କୃତି ଓ ପରମ୍ପରା ପରିଚୟ ଗସ୍ତଆସନ୍ତାକାଲି କମିସନର ଜ୍ଞାନେଶ କୁମାର ଓଡ଼ିଶାର ପ୍ରସିଦ୍ଧ ଐତିହ୍ୟ ଓ ସଂସ୍କୃତିକ କ୍ଷେତ୍ର ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ବର ମନ୍ଦିର ପରିଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ

ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣା: ୧୫ ଗୁରୁତର

ଯୁଯୁମୁରା ୨୭/୧୨: ସମ୍ବଲପୁର(Sambalpur) ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ପର୍ଯ୍ୟଟକ ଗାଡ଼ି(Tourist Bus) ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଘଟଣାରେ ମୋଟ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ରାଜପଥରେ କିଛି ସମୟ ପର୍ଯ୍ୟନ୍ତ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଆହତମାନଙ୍କ ମଧ୍ୟରୁ ୮ ଜଣଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥିତ ଭିମସାର […]

ସଂପୂର୍ଣ୍ଣ ପଢନ୍ତୁ

ବନ୍ଧାହେଲେ କୋଟିପତି ବନପାଳ ନିରଞ୍ଜନ ଶତପଥୀ

ଭୁବନେଶ୍ବର, ୨୭/୧୨: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନପାଳ ନିରଞ୍ଜନ ଶତପଥୀଙ୍କ ବିରୋଧରେ ଭିଜିଲାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।ଗତକାଲି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫ଟି ଟିମ୍‌ ଏକାସାଥିରେ ଭୁବନେଶ୍ବର ଝାରପଡ଼ାସ୍ଥିତ ଆବାସିକ ଘର, କୋରାପୁଟରେ ସରକାରୀ କାର୍ଯ୍ୟାଳୟ ଏବଂ ଜଗତସିଂହପୁରରେ ଥିବା ପୈତୃକ ଘର ସହ ମୋଟ ୫ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ବନପାଳ ନିରଞ୍ଜନ ଶତପଥୀଙ୍କ ଝାରପଡ଼ାରେ […]

ସଂପୂର୍ଣ୍ଣ ପଢନ୍ତୁ