କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

ମାହାଙ୍ଗା  : ସାରା ଦେଶରେ ପାଳନ ହୋଇଛି ହୋଲି ଉତ୍ସବ l ଓଡ଼ିଶାର ପୁର ପଲ୍ଲୀରେ ମଧ୍ୟ ଆୟୋଜିତ ହୋଇଛି ଏହି ରଙ୍ଗର ପର୍ବ ହୋଲି l କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଠାରେ ରହୁଥିବା ଆଦିମ ଜନଜାତି ବସ୍ତିରେ ଏବର୍ଷ ବେଶ ଧୁମ ଧାମରେ ପାଳନ ହୋଇଥିଲା ହୋଲି ଉତ୍ସବ l ଏହି ଆଦିବାସୀ ବସ୍ତିରେ ଦୀର୍ଘ ୭0 ବର୍ଷରୁ ଉର୍ଦ୍ଧ୍ଵ ହେବ ସ୍ଥାୟୀଭାବେ ରହିଆସୁଥିବା ଆଦିମ ଜନଜାତିର ମଣିଷ ମାନେ […]

ସଂପୂର୍ଣ୍ଣ ପଢନ୍ତୁ

ମୁମ୍ବାଇ ବିମାନବନ୍ଦରରେ ନମାଜ ପଢ଼ିବା ପାଇଁ ଅନୁମତି ମନା; ଟ୍ୟାକ୍ସି ଚାଳକଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ମୁମ୍ବାଇ : ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତାଧାରା ଧାର୍ମିକ ଅଧିକାର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବମ୍ବେ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ବିମାନବନ୍ଦର ପରିସର ନିକଟରେ ନମାଜ ପଢ଼ିବା ପାଇଁ ଏକ ସ୍ଥାନ (namaz shed) ପୁନଃସ୍ଥାପନ କରିବା କିମ୍ବା ଅନୁମତି ଦେବା ପାଇଁ ମୁସଲିମ୍ କ୍ୟାବ୍ ଓ ଟ୍ୟାକ୍ସି ଚାଳକଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ​ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ହାଇ-ସିକ୍ୟୁରିଟି […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଘର ୩୬ତମ ବାର୍ଷିକୋତ୍ସବ ୧୫ରେ

ଝଙ୍କଡ଼ :  ଜିଲ୍ଲାର ପୁରାତନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ତଥା ବାଲିଘର ଫାଉଣ୍ଡେସନ ର ୩୬ ତମ ବାର୍ଷିକୋତ୍ସବ ଓ ସାରସ୍ୱତ ସମାରୋହ ଚଳିତ ମାସ୧୫ ତାରିଖ ରେ ତିର୍ତ୍ତୋଲ ବ୍ଲକ୍ ତେନ୍ତୁଳିପଦା ସ୍ଥିତ ସାରଳା ଦାସଙ୍କ ସମାଧିପୀଠ ମୁନିଗୋସେଇଁ ମଠ ପରିସରରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଂପାଦକ କୈଳାସ ଚନ୍ଦ୍ର ସ୍ୱାଇଁ ଓ ସଭାପତି ଅଜୟ କୁମାର ବେହେରା ଜଣାଇଛନ୍ତି। ଏହି ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

.ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପାଖରେ ଆମପାଞ୍ଜି ର ସମର୍ପଣ

ଝଙ୍କଡ଼ : ଓଡ଼ିଆ ଭାଷା ସାହିତ୍ୟ ଓ କାବ୍ୟ କଳା ର ଆରାଧ୍ୟା ଦେବୀ, ଉତ୍କଳଭାରତୀ ମା ସାରଳା ଠାକୁରାଣୀ ଙ୍କ ନିକଟରେ, ବିଶିଷ୍ଟ ଜ୍ୟୋତିର୍ବିଜ୍ଞ୍l ନୀ ମାନଙ୍କ ଦ୍ୱାରା ପ୍ରସ୍ତୁତ, ସମ୍ବାଦ ଓ ଆମ ଓଡିଶା ଆନୁକୂଲ୍ୟରେ ପ୍ରକାଶିତ, ଚଳିତବର୍ଷ 2026-27 ର ନୂତନ ପାଞ୍ଜି, ” ଆମ ପାଞ୍ଜି ” ର ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗତ ବୁଧବାର ଅପରାହ୍ନରେ, ମାଆଙ୍କୁ ରଙ୍ଗଅବିର ଲାଗି ନୀତି ସମ୍ପନ୍ନ ହେବାପରେ, ସାରଳା ମନ୍ଦିରର […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପୀଠରେ ବୈଷ୍ଣବୀୟ ଦୋଳ ମେଳଣ ଯାତ୍ରା, ଏକ ନିଆରା ପରମ୍ପରା

ଝଙ୍କଡ଼ : ସାରାରାଜ୍ୟରେ ବୈଷ୍ଣବୀୟ ପୀଠ ମାନଙ୍କରେ ଦୋଳଯାତ୍ରା ଅନୁଷ୍ଠିତ ହେଉଥିବାବେଳେ, ଏକମାତ୍ର ପରମ ବୈଷ୍ଣବୀ ଝଙ୍କଡ଼ର ଅଧିଷ୍ଠାତ୍ରୀଦେବୀ ମା ସାରଳା ଙ୍କ ପୀଠରେ ଆବାହମାନକାଳରୁ ଏହି ଦୋଳମେଳଣ ପର୍ବ ପାଳିତ ହୋଇଆସୁଅଛି l ଚତୁର୍ଦ୍ଦଶୀ ସୋମବାର ଦିନ ସନ୍ଧ୍ୟାରେ ଏହି ଉପଲକ୍ଷେ ମାଆଙ୍କର ଚଳନ୍ତିପ୍ରତିନିଧି ବିଜେପ୍ରତିମା ଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ ବର୍ଣ୍ଣାଢ୍ୟ ପଟୁଆର ମଧ୍ୟରେ, ପ୍ରାଚୀନ ପୀଠସ୍ଥଳି ବଡ଼ସରୋଳ ( ହରିପୁର ) ଗ୍ରାମର ଲଣ୍ଡାଦେଉଳ ସ୍ଥିତ ମେଳଣପଡିଆ କୁ […]

ସଂପୂର୍ଣ୍ଣ ପଢନ୍ତୁ

ବାଘୁଆବାରିରେ ଦୋଳମହୋତ୍ସବ

ଝଙ୍କଡ଼  : ତିର୍ତ୍ତୋଲ ବ୍ଲକ ମୂଳିସିଂହ ପଞ୍ଚାୟତ ଅଧିନ କାବଲପୁର ବାଘୁଆବାରିରେ, କାଉମରା ବରଗଛ ସ୍ଥିତ, ଦୋଳଗୋବିନ୍ଦ ମେଳଣପଡିଆରେ, ଦୋଳ ମହୋତ୍ସବ 2026 ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ମାତୃ ମହାବୀର ସେବାସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗ୍ରହଣପଡୁଥିବାରୁ ଗତ ଦୁଇତାରିଖ ସୋମବାର ଦିନ ଗୋମାତା ଙ୍କ ସ୍ନାନ, ପୂଜନ ପରେ ଗୋପାଳ ବେହେରା ଭାଇ ଙ୍କ ନେତୃତ୍ୱରେ ତିରିଶଟି ସଜ ପୁଷ୍ପାଦି ରେ ସଜ୍ଜିତ କରାଯାଇ, କଳସପୂଜା ପରେ ବାଉଁଙ୍ଗି ରେ […]

ସଂପୂର୍ଣ୍ଣ ପଢନ୍ତୁ
Bhakta

ଭକ୍ତ-ଦିଲ୍ଲୀପ ବାର୍ତ୍ତାଳାପ

ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ। ଫୋନରେ କଥା ହୋଇ କହିଛନ୍ତି ‘ସେ ମୋର ବନ୍ଧୁ; ଶେଷ ମୁହୂର୍ତ୍ତରେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ  ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ କହିଥିଲି । କିନ୍ତୁ ସିଏ କିଛି ଉତ୍ତର ଦେଇନଥିଲେ । ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି। ଶେଷ ମୁହୂର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ’।ଏହା ବିଚାରଗତ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ, ଚୀନ୍ ଓ ରୁଷ ଭଳି ଉଦୀୟମାନ ଶକ୍ତିଙ୍କୁ ରୋକିବା ପାଇଁ ବିଶ୍ୱରେ ଯୁଦ୍ଧ ଉସୁକାଉଛି ଆମେରିକା

ତେହେରାନ: ଭାରତ, ଚୀନ୍ ଓ ରୁଷର ବିକାଶକୁ ବନ୍ଦ କରିବା ପାଇଁ ଆମେରିକା ଜାଣିଶୁଣି ବିଶ୍ୱ ବିବାଦକୁ ପ୍ରୋତ୍ସାହିତ କରୁଥିବା ଇରାନ ବଡ଼ ଅଭିଯୋଗ କରିଛି। ଶାନ୍ତି ପାଇଁ ନିଜର ଇଚ୍ଛା ପ୍ରକାଶ କରି, ତେହେରାନ ସମ୍ମାନଜନକ ଭାବରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି କିନ୍ତୁ ଭବିଷ୍ୟତର ବିପଦ ବିଷୟରେ ମଧ୍ୟ ଚେତାବନୀ ଦେଇଛି। ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧିଙ୍କ ଅନୁଯାୟୀ, ଆମେରିକା ଚାହୁଁନାହିଁ ଯେ ବିଶ୍ୱ ବହୁଧ୍ରୁବୀୟ ହେଉ ଅବା ଅନ୍ୟ କୌଣସି ଦେଶ ୱାସିଂଟନର […]

ସଂପୂର୍ଣ୍ଣ ପଢନ୍ତୁ

ଜେଏସଡବ୍ଲ୍ୟୁର ସମର୍ଥ ଯୁବକଯୁବତୀଙ୍କୁ କରୁଛି ସାମର୍ଥ୍ୟ

ବ୍ୟାଙ୍କରେ ଚାକିରି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧନା ପାରାଦୀପ : ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ ଢିଙ୍କିଆ ରେ ଖୋଲାଯାଇଥିବା ଅନୁଷ୍ଠାନ ସମର୍ଥ ସ୍ଥାନୀୟ ଯୁବକ ଯୁବତୀଙ୍କ ଚାକିରି କ୍ଷେତ୍ରରେ ନୂତନ ସମ୍ଭାବନା ଆଣି ଦେଇଛି। ବିଶେଷ କରି ଗ୍ରାମୀଣ ଯୁବକ ଯୁବତୀଙ୍କ ପାଇଁ ଵ୍ୟାଙ୍କିଂ ଏବଂ ସରକାରୀ ଚାକିରିରେ ପ୍ରବେଶ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ସମର୍ଥ ଯୁବ ବିକାଶ ଗ୍ରାମୀଣ ଛାତ୍ରମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବାରେ ସାହାଯ୍ୟ କରିଆସୁଛି। ଜଗତ୍ସିଂହପୁରର ଜିଲ୍ଲା […]

ସଂପୂର୍ଣ୍ଣ ପଢନ୍ତୁ

କଂଗ୍ରେସ ବୈଠକରେ ବିଜେଡ଼ି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉଷ୍ମ ହେଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦତ୍ତେଶ୍ୱର ହୋତା। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘନେଇଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଡ଼ଃ ଦତ୍ତେଶ୍ୱର ହୋତା। ଡ଼ଃ ହୋତାଙ୍କୁ ବିଜୁ ଜନତା ଦଳ ରାଜ୍ୟସଭା ପାଇଁ ଚତୁର୍ଥ ପ୍ରାର୍ଥୀ ରୂପେ ବାଛିଛି। ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ କମନ […]

ସଂପୂର୍ଣ୍ଣ ପଢନ୍ତୁ