ବିଜେଡ଼ିରୁ ୬ ବିଧାୟକ ନିଲମ୍ବିତ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ଜଣ ବିଜେଡି ବିଧାୟକଙ୍କ ଦଳରୁ ନିଲମ୍ବନ କରାଯାଇଛି। ଚିଠି ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ନିଲମ୍ବନ କରିଛନ୍ତି। ଶନିବାର ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଜେଡ଼ି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନିଲମ୍ବନ କରାଯାଇଛି। ଦଳବିରୋଧୀ କାର୍ଯ୍ୟକଳାପ ଓ ରାଜ୍ୟସଭା ନିର୍ବାଚନରେ […]

ସଂପୂର୍ଣ୍ଣ ପଢନ୍ତୁ

ସାଇ ପ୍ରଶାନ୍ତି ମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ ମାର୍ଚ୍ଚ ୨୫ ରୁ ୨୮

 ଜରିଆ ନଦୀ ଆଳତୀ, କଳସ ଶୋଭାଯାତ୍ରା, ଯଜ୍ଞ, ଚଭାଡ଼ି ଯାତ୍ରା ସହ ପ୍ରତ୍ୟହ ମଧ୍ୟାହ୍ନ ରେ ପ୍ରସାଦ ସେବନ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାହାଙ୍ଗା :  ମାହାଙ୍ଗା ଜରିଆ ନଦୀକୂଳ ଲଙ୍ଗଳେଶ୍ବର ମହାଦେବ ମନ୍ଦିର ନିକଟରେ ଅବସ୍ଥିତ ସାଇ ପ୍ରଶାନ୍ତି ମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ ଚଳିତ ମାର୍ଚ୍ଚ ମାସ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ବ୍ୟାପୀ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହେବାକୁ ଯାଉଅଛି । […]

ସଂପୂର୍ଣ୍ଣ ପଢନ୍ତୁ
Odisha Police Final Collage Make

ନିଶାଦ୍ରବ୍ୟ ବିରୋଧରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା; ୩,୦୦୦ କୋଟିରୁ ଅଧିକ ମୂଲ୍ୟର ନିଶାଦ୍ରବ୍ୟ ଜବତ

ଭୁବନେଶ୍ୱର: ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସ ଅଭୂତପୂର୍ବ ସଫଳତା ହାସଲ କରିଛି। ୦୧.୦୧.୨୦୨୫ ରୁ ୨୮.୦୨.୨୦୨୬ ମଧ୍ୟରେ ୧,୪୪୪ କୋଟି ଟଙ୍କା ମୂଲ୍ୟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ, ୧,୩୪୬ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ୨୦୦ କୋଟି ଟଙ୍କା ମୂଲ୍ୟର ୧,୮୬୨ ଲିଟର ଗଞ୍ଜେଇ ତେଲ ଜବତ, ୪୧.୭ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ ଏବଂ ୧୦.୧୭ କୋଟି ଟଙ୍କା ମୂଲ୍ୟର କଫ ସିରପ ଜବତ କରାଯାଇଛି। ଏହି ସମୟସୀମା ମଧ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରମିଳା ମଲ୍ଲିକଙ୍କ ନୋଟିସର ଜବାବ ଦେଲେ କ୍ରସ ଭୋଟିଂ ବିଧାୟକ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ଜଣ ବିଜେଡି ବିଧାୟକ ମୁଖ୍ୟ ସଚେତକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ଗତ ୧୭ତାରିଖରେ ଦଳର ୬ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ ଜାରି କରିଛନ୍ତି। ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଧାୟକ କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି। ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Mahanadi River

କଟକ ମହାନଦୀ ତଟ ସୌନ୍ଦର୍ଯ୍ୟକରଣରେ ଖର୍ଚ୍ଚ ହେବ ୨୧୦ କୋଟି ଟଙ୍କା

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୧୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ କୂଳର ୪୨୬ ଏକର ଅଞ୍ଚଳକୁ ଏହି ପ୍ରକଳ୍ପ ଜରିଆରେ ବିକଶିତ କରାଯିବ। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ୨୮୪ ଏକର ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯିବ ଏବଂ ଅବଶିଷ୍ଟ ୧୪୨ ଏକର ଅଞ୍ଚଳକୁ ପର୍ଯ୍ୟଟନ ଉପଯୋଗୀ କରାଯିବା ସହିତ […]

ସଂପୂର୍ଣ୍ଣ ପଢନ୍ତୁ

୧୧୨ ଜରୁରୀ ସହାୟତା ନମ୍ବର ବ୍ୟବହାର କରିବାକୁ ଅଗ୍ନିଶମ ସେବା ପକ୍ଷରୁ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଆଜି ଘଟିଥିବା ଅଗ୍ନିକାଣ୍ଡ ପରେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହକାରେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏ ସଂପର୍କରେ ବିଭିନ୍ନ ପଦକ୍ଷେପ ନେଇ ସଂପୃକ୍ତ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହିତ ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ପ୍ରସଙ୍ଗରେ ଯଥେଷ୍ଟ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ […]

ସଂପୂର୍ଣ୍ଣ ପଢନ୍ତୁ

ତାତିରେ ସିଝୁଛି ବାରଙ୍ଗ: ପ୍ରଶାସନ ନାକ ତଳେ ଜଳୁଛି ବେଆଇନ ଇଟାଭାଟି, କେବେ ବୁଲିବ ବୁଲଡୋଜର?

କଟକ, ୧୯/୩ (ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ସୂର୍ଯ୍ୟଙ୍କ ରୌଦ୍ରତାପ ଧୀରେ ଧୀରେ ବୃଦ୍ଧି ପାଇ ୩୯ ଡିଗ୍ରୀରେ ପହଞ୍ଚିଲାଣି। ସକାଳ ୧୧ଟା ବାଜିଲେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ବାରଙ୍ଗ ଅଞ୍ଚଳରେ ଜନବସତି ପାର୍ଶ୍ୱରେ ଗଢ଼ି ଉଠିଥିବା ମାଳ ମାଳ ବେଆଇନ ଇଟାଭାଟି ସାଧାରଣ ଲୋକଙ୍କ ଜୀବନକୁ ଅତିଷ୍ଠ କରିଦେଲାଣି। ପ୍ରଶାସନିକ କଟକଣାକୁ ବେଖାତିର କରି ଚାଲିଥିବା ଏହି ଇଟାଭାଟିରୁ ନିର୍ଗତ ଧୂଆଁ ଓ ତାତି ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଭାଗବତ ଟୁଙ୍ଗି ସ୍ଥାନାନ୍ତକରଣ ନକରିବାକୁ, ତିର୍ତ୍ତୋଲ ବିଡିଓ ଙ୍କୁ ଅଭିଯୋଗ

ଝଙ୍କଡ଼ ତା 19/3/2026 :  ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ର ଗୋବିନ୍ଦପୁର ଆଠନମ୍ବର ୱାର୍ଡ ରେ ଏକ ଭାଗବତ ଟୁଙ୍ଗି ନିର୍ମାଣ କରିବାନିମନ୍ତେ ଓଡିଶା ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡିଶା ପ୍ରକଳ୍ପ ପାଣ୍ଠିରୁ ଚାରିଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା l ମାତ୍ର ସମ୍ପ୍ରତି ଏହି ପ୍ରକଳ୍ପ କୁ ଗୋବିନ୍ଦପୁର ଚାରିନମ୍ବର ୱାର୍ଡ କୁ ସ୍ଥାନାନ୍ତକରଣ କରାଯାଇଥିବାରୁ, ଆଠନମ୍ବର ୱାର୍ଡ ର ଅଧିବାସୀ ମାନେ ଗତ 16/3/2026 ତାରିଖଦିନ ତିର୍ତ୍ତୋଲବ୍ଲକ ବିଡ଼ିଓ ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ବାବା ନାଗେଶ୍ୱର ଙ୍କ ପୀଠରେ, ବିଶ୍ଵଶାନ୍ତି ମହାଶୈବଯଜ୍ଞ

ଝଙ୍କଡ଼  :  ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ର କନକପୁର ଓ ମୂଳିସିଂହ ପଞ୍ଚାୟତ ର ସଙ୍ଗମସ୍ଥଳ ରେ ହରିପୁର ବାଗ ଠାରେ ଗତ 16 ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା ଅଷ୍ଟମବାର୍ଷିକ, ବିଶ୍ଵଶାନ୍ତି ଶୈବମହା ଯଜ୍ଞ 19 ତାରିଖ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି l ପଣ୍ଡିତ ଆଲୋକ ଦାଶ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଓ ସ୍ଥାନୀୟ ଗ୍ରାମବାସୀ ଙ୍କ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହାମନ୍ତନାମଯଜ୍ଞ, ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା, ଅଗ୍ନିସ୍ଥାପନ, […]

ସଂପୂର୍ଣ୍ଣ ପଢନ୍ତୁ

ରାହାମା ରେ ଆନ୍ତର୍ଜ୍l ତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦଯାପିତ

ଝଙ୍କଡ଼  : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲାର ବାଣିଜ୍ୟକେନ୍ଦ୍ର, ରାହାମା ସାରଳା କଲେଜ ପଡିଆରେ, ଗତ ମାର୍ଚ୍ଚ 11 ତାରିଖରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ, ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ମାର୍ଚ୍ଚ 18 ତାରିଖ ବୁଧବାର ଦିନ ବିଳମ୍ବିତ ରାତ୍ରୀ ରେ ଉଦଯାପିତ ହୋଇଯାଇଛି l ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଭାଗବତ ପ୍ରଚାରସମିତି ଆନୁକୂଲ୍ୟରେ ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶାରଦାପୀଠ ଶ୍ରୀଙ୍ଗେରୀ କର୍ଣ୍ଣାଟକ ର ଶ୍ରୀମଦ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ […]

ସଂପୂର୍ଣ୍ଣ ପଢନ୍ତୁ