ପ୍ରସିଦ୍ଧ ଶୈବପୀଠ ପରମହଂସନାଥ ମନ୍ଦିରରେ ବଜ୍ରପାତ: ଫାଟିଗଲା ଦଧିନଉତି, ପ୍ରତ୍ନତତ୍ତ୍ୱ ବିଭାଗର ଅବହେଳାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର କ୍ଷୋଭ
କଟକ ସଦର : କଟକ ପୂର୍ବାଞ୍ଚଳର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବପୀଠ ବାବା ପରମହଂସନାଥଙ୍କ ମନ୍ଦିର ଉପରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଗତକାଲି ରବିବାର ବିଳମ୍ବିତ ରାତିରେ ହୋଇଥିବା ପ୍ରବଳ ଘଡ଼ଘଡ଼ି ଓ ବଜ୍ରପାତ ଯୋଗୁଁ ମନ୍ଦିରର ଶୀର୍ଷ ଭାଗ ବା ଦଧିନଉତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଆଜି ସୋମବାର ସକାଳେ ମନ୍ଦିରର ସେବାୟତମାନେ ଦୈନନ୍ଦିନ ରୀତିନୀତି ପାଇଁ ମନ୍ଦିର ବେଢ଼ାରେ ପ୍ରବେଶ କରିବା ସମୟରେ ପଥର ଖଣ୍ଡ ସବୁ […]
ସଂପୂର୍ଣ୍ଣ ପଢନ୍ତୁ