ଚନ୍ଦନଯାତ୍ରା ମହୋତ୍ସବର ଉଦଯାପିତ ସନ୍ଧ୍ୟାରେ, ଶୁଭଲକ୍ଷ୍ମୀ ଭଜନ ସନ୍ଧ୍ୟା
ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ରେ ଗତ ଦୁଇତାରିଖ ରୁ ଆରମ୍ଭ ହୋଇଥିବା, ଚନ୍ଦନଯାତ୍ରା ମହୋତ୍ସବ 2026 ଗତ ସୋମବାର ଦିନ ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଭକ୍ତିସଙ୍ଗୀତ ଆସର ର ପ୍ରଯୋଜକ ପ୍ରଦୀପ କୁମାର ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ, ଉପସ୍ଥାପକ ଭାବେ କ୍ଷୀରୋଦ କୁମାର ଦଳାଇ ଅଂଶଗ୍ରହଣ କରିଥିଲେ l ଏଥିରେ କୁମାର ବାପି, ଲିପି ପରିଡା, କୁମାର ଚିଣ୍ଟୁ […]
ସଂପୂର୍ଣ୍ଣ ପଢନ୍ତୁ