ପରଫ୍ୟୁମ ପକାଇ ୪ ମାସ ଧରି ଝିଅର ମୃତଦେହକୁ ଲୁଚାଇ ରଖିଥିଲେ ବାପା

ଝିଅର ମୃତ୍ୟୁ ପରେ ବି ଶେଷକୃତ୍ୟ ନ କରି ମୃତଦେହକୁ ଘରେ ଲୁଚାଇ ରଖିଥିଲେ ବାପା। ଦିନେ କି ଦୁଇ ଦିନ ନୁହେଁ, ବରଂ ୪ ମାସ ଧରି ଝିଅର ମୃତଦେହକୁ ଲୁଚାଇ ରଖିଥିଲେ। ଆଉ ଦୁର୍ଗନ୍ଧ ନ ହେବା ପାଇଁ ଘର ଭିତରେ ପରଫ୍ୟୁମ ପକାଇ ରହୁଥିଲେ। ଉତ୍ତର ପ୍ରଦେଶର ମେରଠର ସଦର ବଜାର ଅଞ୍ଚଳର ତେଲି ମୋହଲ୍ଲା ଅଞ୍ଚଳରେ ଘଟିଥିବା ଏଭଳି ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଛି। ୭୨ ବର୍ଷୀୟ ଉଦୟଭାନୁ ବିଶ୍ୱାସଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

“ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ” ଅନୁଷ୍ଠିତ

୫୫୫ ପୋଲିସ ଥାନାରେ ଅଂଶଗ୍ରହଣ କଲେ ୧୫,୦୦୦ରୁ ଅଧିକ କିଶୋର-କିଶୋରୀ ଭୁବନେଶ୍ଵର : ଆଜି ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ ପ୍ରୟାସରେ “ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା […]

ସଂପୂର୍ଣ୍ଣ ପଢନ୍ତୁ
783249 Mamata Sad S

ମମତା ଇସ୍ତଫା ନ ଦେବାରୁ ରାଜ୍ୟପାଳଙ୍କ ଆକ୍ସନ, ଭଙ୍ଗ କଲେ ପଶ୍ଚିମବଙ୍ଗ ବିଧାନସଭା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ମଧ୍ୟ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିବାରୁ, ରାଜ୍ୟପାଳ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରିଛନ୍ତି। ନୂଆ ବିଧାନସଭା ଗଠନ ପ୍ରକ୍ରିୟା ଶେଷ ହୋଇଥିବାରୁ ପୁରୁଣା ବିଧାନସଭାକୁ ଭଙ୍ଗ କରାଯାଇଛି। ମେ ୪ରେ ନିର୍ବାଚନୀ ଫଳାଫଳରେ କେବଳ ଟିଏମସି ପରାଜୟ ଭୋଗିନାହିଁ ବରଂ ମମତା ବାନାର୍ଜୀ ଭବାନୀପୁରରୁ ନିଜ ସିଟ୍ ବି ବଞ୍ଚାଇ ପାରି ନାହାନ୍ତି। ୧୫ ବର୍ଷ ପର୍ଯ୍ୟନ୍ତ ଶାସନରେ ଥିବା ମମତା ବାନାର୍ଜୀଙ୍କ ଅଭେଦ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦନଯାତ୍ରା ମହୋତ୍ସବ ଷଷ୍ଠସନ୍ଧ୍ୟା ରେ ପୁଷ୍ପାଞ୍ଜଳି ଭଜନମଞ୍ଚ

ଝଙ୍କଡ଼ : ଗତ ଦୁଇତାରିଖ ଠାରୁ ଆରମ୍ଭ ହୋଇଥିବା ଚନ୍ଦନଯାତ୍ରା ମହୋତ୍ସବ 2026 ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ର ଷଷ୍ଠସଂଧ୍ୟାରେ, କଟକ ପୁଷ୍ପାଞ୍ଜଳି ଭଜନ ମଞ୍ଚ ର ଖ୍ୟାତନାମା କଳାକାର ମାନଙ୍କ ଦ୍ୱାରା ଏକ ମନୋଜ୍ଞ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଯାଇଛି l ପ୍ରଯୋଜକ ମନୋଜକୁମାର ସାହୁ ( ବାପି ) ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଆସର ରେ ପଣ୍ଡିତ ଯତୀନ କୁମାର ପାଢ଼ୀ ଉପସ୍ଥାପନା କରିଥିବାବେଳେ, ସୁବ୍ରତ ତ୍ରିପାଠୀ, ସୁଭଦ୍ରା […]

ସଂପୂର୍ଣ୍ଣ ପଢନ୍ତୁ

ବୀଣାପାଣି ଷ୍ଟଡି ସର୍କଲ ପକ୍ଷରୁ ଗୁରୁ ପବିତ୍ର ମୋହନ ଶିକ୍ଷା ସମ୍ମାନ – ୨୦୨୬ ପ୍ରଦାନ ଉତ୍ସବ

କଟକ : ଅଗ୍ରଣୀ ଶିକ୍ଷାନୁଷ୍ଠାନ ବୀଣାପାଣି ଷ୍ଟଡି ସର୍କଲ କୂଳସରିଚୁଆଁ ୪୨ ମୌଜା ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ବା ମାଟ୍ରିକ ଫଳାଫଳ ଶତ ପ୍ରତିଶତ ସଫଳତା ହାସଲ କରିଛି । ଷ୍ଟଡି ସର୍କଲର ୫୧ ଜଣ ବିଦ୍ୟାର୍ଥୀ ଶିକ୍ଷାଲାଭ କରୁଥିବା ବେଳେ ସମସ୍ତେ ସଫଲତା ଶୀର୍ଷରେ ପହଞ୍ଚି ଶିକ୍ଷାନୁଷ୍ଠାନର ନାମକୁ ଅଗ୍ରସର କରାଇଛନ୍ତି । ସଫଳ ବିଦ୍ୟାର୍ଥୀ ବର୍ଗ ହେଲେ ପ୍ରତ୍ୟୁଷ ଜେନା ୬୦୦ […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦନମହୋତ୍ସବ ପଞ୍ଚମସନ୍ଧ୍ୟା ରେ ମନମୋହିଲା ଅନମୁଲ ଭଜନସନ୍ଧ୍ୟା

ଝଙ୍କଡ଼ :   ମା ସାରଳା ଙ୍କ ଚନ୍ଦନଯାତ୍ରା, ଚପଖେଳ, ଉପଲକ୍ଷେ ଗତ ଦୁଇତାରିଖ ରୁ ଆରମ୍ଭ ହୋଇଥିବା, ଚନ୍ଦନଯାତ୍ରା ମହୋତ୍ସବ 2026 ର ପଞ୍ଚମସନ୍ଧ୍ୟା ରେ ଭୁବନେଶ୍ୱର ସ୍ଥିତ ଅନମୁଲ ଭଜନସନ୍ଧ୍ୟା ର କଳାକାର ମାନଙ୍କ ଦ୍ୱାରା ଗତ ବୁଧବାର ସଂଧ୍ୟାରେ, ପ୍ରଯୋଜକ ମିକୁନା ସାହାଣୀ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ପାରିବେଷିତ ଭକ୍ତିସଙ୍ଗୀତ ର ଆସର ଉପସ୍ଥିତ ଦର୍ଶକମାନଙ୍କୁ ଅଵିଭୂତ ଓ ଆନନ୍ଦିତ କରିଥିଲା l ଏଥିରେ ଉପସ୍ଥାପକ ଭାବେ ପ୍ରଭୁଦତ୍ତ ସ୍ୱାଇଁ (ବଣ୍ଟି ) […]

ସଂପୂର୍ଣ୍ଣ ପଢନ୍ତୁ

ଏସ.ୟୁ.ଜେର ମୁଖପତ୍ର “ସଂକଳ୍ପ” କଟକ ଜିଲ୍ଲାପାଳଙ୍କୁ ପ୍ରଦାନ

କଟକ : ଆଜି ରାଜ୍ୟ ସାମ୍ବାଦିକ ସଂଘ (ଏସ.ୟୁ.ଜେ) ଓଡ଼ିଶାର ମୁଖପତ୍ର ସଂକଳ୍ପ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଙ୍କୁ ପ୍ରଦାନ କରାଯାଇଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ମୁଖପତ୍ର ‘ସଂକଳ୍ପ’ ପ୍ରକାଶ ପାଇଥିଲା। ଏହି ଅବସରରେ (ଏସ.ୟୁ.ଜେ)ର ଯୋଗାଯୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶୀଭୂଷଣ ଷଡ଼ଙ୍ଗୀ, କଟକ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶିଶିର କୁମାର ଦାଶ, ସମ୍ପାଦକ ବସନ୍ତ କୁମାର ସାମଲ ପ୍ରମୁଖ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଦତ୍ତାତ୍ରେୟ […]

ସଂପୂର୍ଣ୍ଣ ପଢନ୍ତୁ

‘ମମତାଙ୍କ ପରାଜୟର ପ୍ରତିଶୋଧ ନେବା ପାଇଁ ମୋ ପୁଅକୁ ହତ୍ୟା କରାଯାଇଛି’

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯିବାର ଗୋଟିଏ ଦିନ ପରେ ତାଙ୍କ ମାଆ ଏହି ହତ୍ୟାମାଣ୍ଡ ପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ପରାଜୟ ପରେ ଟିଏମ୍‌ସି ତାଙ୍କ ପୁଅକୁ ହତ୍ୟା କରି ଏହାର ପ୍ରତିଶୋଧ ନେଇଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ହାସିରାଣୀ ରଥ […]

ସଂପୂର୍ଣ୍ଣ ପଢନ୍ତୁ

ଜାରି ହେଲା ଓଡ଼ିଶା ନଗର ଗ୍ୟାସ୍ ଆବଣ୍ଟନ ନୀତି

ଭୁବନେଶ୍ୱର: ରାଜ୍ୟରେ ସ୍ୱଚ୍ଛ ଏବଂ ପରିବେଶବନ୍ଧବ ଜାଳେଣି ବ୍ୟବହାରକୁ ତ୍ୱରାନ୍ୱିତ କରିବା ସହ ପାଇପ୍ ପ୍ରାକୃତିକ ଗ୍ୟାସ୍  ଏବଂ ସଘନ ପ୍ରାକୃତିକ ଗ୍ୟାସ୍ (ସିଏନ୍‌ଜି) ଭିତ୍ତିଭୂମିର ଦ୍ରୁତ ବିକାଶ ପାଇଁ ଓଡ଼ିଶା ସରକାର ’ନଗର ଗ୍ୟାସ୍‌ ଆବଣ୍ଟନ ନୀତି ୨୦୨୬ (ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍  ନୀତି, ୨୦୨୬)କୁ ଅଧିସୂଚିତ କରିଛନ୍ତି। ଏହି ନୀତି ମାଧ୍ୟମରେ ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତିର ପ୍ରଚାର ସହିତ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟକୁ ଅଧିକ ଗତି ମିଳିବ। ମୁଖ୍ୟ ଶାସନ ସଚିବଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦାରେ ସମ୍ବର୍ଦ୍ଧନା ଉତ୍ସବ

ଗୁରୁ ହିଁ’ ଛାତ୍ର ଜୀବନର ଶ୍ରେଷ୍ଠ ମାର୍ଗ ଦର୍ଶକ ମାହାଙ୍ଗା :  ସମାଜକୁ ଶୃଙ୍ଖଳିତ, ସଶକ୍ତ ଏବଂ ବିକଶିତ କରିବା କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ l ବିଦ୍ୟାର୍ଥୀ ମାନଙ୍କ ଭିତରେ ଆତ୍ମବିଶ୍ୱାସ ଓ ସଫଳତାର ମୂଳଭିତ୍ତିକୁ ସୁଦୃଢ କରିବାର ଗୁରୁମନ୍ତ୍ର ଦେଉଥିବା ଶିକ୍ଷକମାନେ ଯୁଗେ ଯୁଗେ ପୂଜ୍ୟ ଓ ଚିର ନମସ୍ୟ ବୋଲି ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଛନ୍ତି l ରଘୁନାଥ ସରକାରୀ ଉଚ୍ଚ […]

ସଂପୂର୍ଣ୍ଣ ପଢନ୍ତୁ