ଉତ୍ତର ପତ୍ର ଯାଞ୍ଚ୍ ପାଇଁ ସିବିଏସ୍ଇ ଟଙ୍କା ନେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଉତ୍ତର ପତ୍ର ଯାଞ୍ଚ୍ ପାଇଁ ସିବିଏସ୍ଇ ଟଙ୍କା ନେଉଥିବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏହି ପ୍ରସଙ୍ଗରେ ସେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ନିଜର ଅସନ୍ତୋଷ ପ୍ରକାଶ କରି ସିବିଏସ୍ଇକୁ ପକେଟମାର କହିବା ସହିତ ଏହାକୁ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି। ସେ କହିଛନ୍ତି, ଯେତେବେଳେ ଫୋନ୍ ମାଧ୍ୟମରେ ସ୍କାନିଂ କରାଯାଉଛି ଭୁଲ୍ ମାର୍କିଂ ହୋଇଥିବା ଚିଶ୍ଚିତ। ଏହାକୁ ସଂଶୋଧନ […]
ସଂପୂର୍ଣ୍ଣ ପଢନ୍ତୁ