ODRAF ର ହେବ ନବକଳେବର : ଓଡ୍ରାଫର ଆଉ ୧୦ଟି ନୂଆ ୟୁନିଟ୍ ସହ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଏସଓପି

ଭୁବନେଶ୍ବର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ଜନଜୀବନର ସୁରକ୍ଷା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଓଡ୍ରାଫ)ର ନବକଳେବର କରାଯିବ। ଏଣିକି ଓଡ୍ରାଫକୁ ରାଜ୍ୟର ଏକ ପୂର୍ଣ୍ଣାଙ୍ଗ ଓ ସମ୍ପୂର୍ଣ୍ଣ ସମର୍ପିତ ଷ୍ଟେଟ ଡିଜାଷ୍ଟର ରେସପନ୍ସ ଫୋର୍ସ(SDRF) ଭାବେ ଉନ୍ନୀତ କରାଯାଇ ଏହାର ଦକ୍ଷତା ଓ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

କୃଷ୍ଣାନନ୍ଦପୁର ପଞ୍ଚାୟତରେ କଂଗ୍ରେସର ପଞ୍ଚାୟତସ୍ତରୀୟ ବୈଠକ

ଝଙ୍କଡ :  ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତରେ ଦେଖିବାକୁ ମିଳିଥିଲା କଂଗ୍ରେସ ର ପଞ୍ଚାୟତ ସ୍ତରୀୟ ସଂଗଠନ ର ଝଲକ | ମଧ୍ୟାନ୍ନ ୧୨ ଟାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଥିଲେ ଜିଲ୍ଲା ସଭାପତି ଦେବପ୍ରସାଦ ନାୟକ | ମୁଖ୍ୟବକ୍ତା ଥିଲେ ତିର୍ତ୍ତୋଲ ବ୍ଲକ ସଭାପତି ତଥା ମୂଳିସିଂ ପଞ୍ଚାୟତ ର ସରପଞ୍ଚ ମହମ୍ମଦ ସଫି ଆଜମ୍ | ସମ୍ମାନିତ ଅତିଥିଭାବେ ଜିଲ୍ଲାର ସାଧାରଣ ସମ୍ପାଦକ ଧନଞ୍ଜୟ ସୁତାର, ବ୍ଲକ […]

ସଂପୂର୍ଣ୍ଣ ପଢନ୍ତୁ

‘ତ୍ରିଷା’ଙ୍କୁ ନେଇ ଦ୍ୱିଅର୍ଥବୋଧକ କଟାକ୍ଷ, ଉଦୟନିଧିଙ୍କ ବୟାନକୁ ଭର୍ତ୍ସନା କଲା ବିଜୟଙ୍କ TVK, ଗିରଫ ଦାବି କଲା ବିଜେପି

ଚେନ୍ନାଇ: ତାମିଲନାଡ଼ୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ଦ୍ୱାରା ଅଭିନେତ୍ରୀ ତ୍ରିଷାଙ୍କୁ ନେଇ କରାଯାଇଥିବା ବୟାନକୁ ନେଇ ବିବାଦ ବଢିଛି । ଶାସକ ଦଳ ଟିଭିକେ ଉଦୟନିଧିଙ୍କ ମନ୍ତବ୍ୟକୁ “ଘୃଣ୍ୟ” ବୋଲି କହିଥିବା ବେଳେ ବିଜେପି ତାଙ୍କ ଗିରଫଦାରୀ ଦାବି କରିଛି । କାବେରୀ ନଦୀ ପ୍ରସଙ୍ଗକୁ ନେଇ ଏକ ସଭାରେ ଭାଷଣ ଦେବା ବେଳେ ସେ ମୁଖ୍ୟମନ୍ତ୍ରୀ ସି.ଜୋସେଫ୍ ବିଜୟଙ୍କୁ ଘେରିବାକୁ ଚେଷ୍ଟା କରୁଥିଲେ । ସଭା ମଧ୍ୟରୁ “ତ୍ରିଷା-ତ୍ରିଷା” ନାରା ଶୁଣାଯାଇଥିଲା । […]

ସଂପୂର୍ଣ୍ଣ ପଢନ୍ତୁ

OUAT ଛାତ୍ରଛାତ୍ରୀଙ୍କୁ ମାସିକ ଆର୍ଥିକ ସହାୟତା : ପିଜି ପାଇଁ ୧୦ ହଜାର ଓ ପିଏଚ୍.ଡି ପାଇଁ ୧୫ ହଜାର ଘୋଷଣା

ଭୁବନେଶ୍ୱର ୩।୮: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (ଷ୍ଟାଇପେଣ୍ଡ) ଘୋଷଣା କରାଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିଶେଷ ପ୍ରଚେଷ୍ଟା ଯୋଗୁଁ ସରକାର ଏହି ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Cm Mohan Majhi

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ; ବନ୍ୟା ପ୍ରଭାବିତଙ୍କ ପାଇଁ ୧୧୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର ୩।୮: ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା ପରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଏହା ସହିତ […]

ସଂପୂର୍ଣ୍ଣ ପଢନ୍ତୁ

ଝାରସୁଗୁଡ଼ାରେ ପୋଲିସକୁ ବଡ଼ ସଫଳତା: ୨୩ ହଜାରରୁ ଉର୍ଦ୍ଧ୍ଵ ସିରପ୍ ଜବତ, ଟ୍ରକ୍ ଓ କ୍ରେଟା କାର୍ ସହ ୨ ଗିରଫ

ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ନିଶାମୁକ୍ତ ଅଭିଯାନକୁ ଝାରସୁଗୁଡ଼ାରେ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲା ପୋଲିସ ଚଢ଼ଉ କରି ବିପୁଳ ପରିମାଣର ନିଶାକାରୀ କଫ୍ ସିରପ୍ ଜବତ କରିବା ସହ ଏକ ବେଆଇନ କାରବାରର ପର୍ଦ୍ଦାଫାଶ କରିଛି। ପୋଲିସ ଘଟଣାସ୍ଥଳରୁ ୨୩ ହଜାର ୪୬୦ ବୋତଲ କଫ୍ ସିରପ୍, ଗୋଟିଏ ଟ୍ରକ୍, ଗୋଟିଏ କ୍ରେଟା କାର୍, ନଗଦ ୨ ଲକ୍ଷ ୪୪ ହଜାର ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୨ ଜଣ […]

ସଂପୂର୍ଣ୍ଣ ପଢନ୍ତୁ

ଗୌଡ଼ପଡାରେ ନାଟ୍ୟ ନିର୍ଦ୍ଦେଶକ ସଚିକାନ୍ତଙ୍କ ସ୍ମୁତି ଉତ୍ସବ

ମାହାଙ୍ଗା  : ବିଶିଷ୍ଟ ମଞ୍ଚ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, ସଂସ୍କୃତିପ୍ରେମୀ ସଚ୍ଚିକାନ୍ତ ଦାସଙ୍କ ଷଷ୍ଠ ବାର୍ଷିକ ସ୍ମୁତି ଉତ୍ସବ ମାହାଙ୍ଗା ବ୍ଲକର ଗୌଡ଼ପଡା ଠାରେ ଅନୁଷ୍ଠିତ  ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ, କଳା ଓ ସଂସ୍କୃତିର ମହାର୍ଘ୍ୟ ଭୂମେରେ ଜନ୍ମିତ ସଚ୍ଚିକାନ୍ତଙ୍କ କାଳଜୟୀ ସାଧନାର ପଟ୍ଟାନ୍ତର ନାହିଁ l ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ବିବେକାନନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲରେ ବନ୍ୟାଞ୍ଚଳର ସ୍ଥିତି ଦେଖିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଝଙ୍କଡ଼  :  ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ର କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ଅଧିନ ଅତାମୂଳ, ହଁସୁଆନଦୀ ପୋଲ ର ଉଭୟପାର୍ଶ୍ଵରେ ଥିବା ନଦୀବନ୍ଧ ଓ ପ୍ରବଳବର୍ଷାଯୋଗୁଁ, ବୁଡ଼ିଯାଇଥିବା ଶହଶହ ହେକ୍ଟର ଚାଷଜମି ସହିତ ମହାନଦୀ ତଟବର୍ତ୍ତୀ ପୋରଗଦେଇ ପଞ୍ଚାୟତ ର ଉଜୁଡିଯାଇଥିବା ଫସଲକିଆରୀ ବୁଲି ଦେଖିଲେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସହିତ ଶିଳ୍ପ ଓ ଦକ୍ଷତାବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ l ଗତ ସୋମବାରଦିନ ଅପରାହ୍ନ ରେ ଏହି ବନ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲାପାଳ ଜେ […]

ସଂପୂର୍ଣ୍ଣ ପଢନ୍ତୁ

ଜେନ୍‌-ଜି ଭୋଟର ହୋଇପାରନ୍ତି ପରବର୍ତ୍ତୀ ଲୋକସଭା ନିର୍ବାଚନର ନିର୍ଣ୍ଣାୟକ ଶକ୍ତି

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଲୋକସଭା ନିର୍ବାଚନରେ ଜେନ୍‌-ଜି (୧୯୯୭ ପରେ ଜନ୍ମିତ ପିଢ଼ି) ଭୋଟରଙ୍କ ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇପାରେ। ବିଶେଷକରି ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ହିନ୍ଦୀଭାଷୀ ରାଜ୍ୟଗୁଡ଼ିକରେ ଏହି ଯୁବ ଭୋଟରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ରଣନୈତିକ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଜାତିସଂଘର ବିଶ୍ବ ଜନସଂଖ୍ୟା ସମ୍ଭାବନା ୨୦୨୪, ଭାରତ ସରକାରଙ୍କ ଭବିଷ୍ୟତ ଜନସଂଖ୍ୟା ଆକଳନ ଏବଂ ଦକ୍ଷିଣ କାଲିଫର୍ଣ୍ଣିଆ […]

ସଂପୂର୍ଣ୍ଣ ପଢନ୍ତୁ
Rahul 1

ମୋଦୀଙ୍କ ଯୁବ ସମ୍ପର୍କ ଯୋଗୁଁ ଅସୁରକ୍ଷିତ ମଣୁଛନ୍ତି ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ପିୟୂଷ ଗୋୟଲ ଆଜି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ଲୋକପ୍ରିୟତା ଯୋଗୁଁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗୋୟଲ କହିଛନ୍ତି, ରାହୁଲ ଗାନ୍ଧୀ ପୂର୍ବରୁ ଯୁବକମାନଙ୍କ ମଧ୍ୟରେ ନିଜର ଯେଉଁ ଆକର୍ଷଣ ଥିବା ଭାବୁଥିଲେ, ତାହା ବର୍ତ୍ତମାନ ଆଉ ନାହିଁ। ବିଜେପି ସର୍ବଦା ଯୁବ ମତଦାତାଙ୍କ ସମର୍ଥନ ହାସଲ କରିଆସିଛି ଏବଂ ନୂତନ ପିଢ଼ିର ‘ଜେନ […]

ସଂପୂର୍ଣ୍ଣ ପଢନ୍ତୁ