ଆରପାରିରେ ବର୍ଷୀୟାନ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ : କଟକ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ଆରପାରିରେ ବର୍ଷୀୟାନ ସଙ୍ଗୀତଜ୍ଞପ୍ରଣବ ପଟ୍ଟନାୟକ । ୮୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ୧୯୩୮ ମସିହା ଜାନୁଆରି ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ।ପିଲାଟିଦିନରୁ ତାଙ୍କର ସଂଗୀତ ପ୍ରତି ରୁଚି ରହିଥିଲା। ପ୍ରଥମେ ସେ କଟକ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ମା’ ଚଳଚ୍ଚିତ୍ରରୁ ସେ ପ୍ରଛଦପଟ୍ଟ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ଅବକାରୀ ବିଭାଗର ଚଢ଼ାଉ: ୬୨ ଗ୍ରାମ ବ୍ରାଉନସୁଗାର ସହ ଅଭିଯୁକ୍ତ ଗିରଫ

କଟକ   : କଟକ  ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ  ତା ୨୧.୦୮.୨୦୨୬ ରିଖରେ କଟକ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ବ୍ରାଉନସୁଗାର ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଅତର୍କିତ ଚଢ଼ାଉ କରିଥିଲା। ଏହି ସମୟରେ ଜିତନ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୨ ଗ୍ରାମ […]

ସଂପୂର୍ଣ୍ଣ ପଢନ୍ତୁ

ରାଜନୀତିର ପଶାପାଲିରେ ଗାଁର ସରକାରୀ ଜମି

ଝଙ୍କଡ଼  :  ଗାଁ ର ସରକାରୀ ଜମି ପାଇଁ ଥାନାର ଦ୍ୱାରସ୍ତ ହେଲେ ଗ୍ରାମବାସୀ ଙ୍କ ସମେତ ୱାର୍ଡମେମ୍ବର | ସୂଚନା ଅନୁସାରେ ତିର୍ତ୍ତୋଲ ବ୍ଲକ ସାମନ୍ତରାପୁର ପଞ୍ଚାୟତ ସିରସ୍ତା ଗ୍ରାମର ରବୀନ୍ଦ୍ରନାଥ ଦାସଙ୍କ ଘର କଡ଼କୁ ଲାଗି ଏକ ସରକାରୀ ଜମିରେ ଥିବା ଖାଲ କୁ ଗ୍ରାମବାସୀ ମାନେ ମାଟି ପକାଇ ପୋତି ଦେଇଥିଲେ, ସର୍ବ ସାଧାରଣ ସ୍ଥାନ ହେତୁ କିଛି ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଗ୍ରାମବାସୀ ମାନେ ଚିନ୍ତା କରୁଥିବା ବେଳେ ରବୀନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ରାଜନୀତିର ପଶାପାଲିରେ ଗାଁର ସରକାରୀ ଜମି

ଝଙ୍କଡ଼  : ଗାଁ ର ସରକାରୀ ଜମି ପାଇଁ ଥାନାର ଦ୍ୱାରସ୍ତ ହେଲେ ଗ୍ରାମବାସୀ ଙ୍କ ସମେତ ୱାର୍ଡମେମ୍ବର | ସୂଚନା ଅନୁସାରେ ତିର୍ତ୍ତୋଲ ବ୍ଲକ ସାମନ୍ତରାପୁର ପଞ୍ଚାୟତ ସିରସ୍ତା ଗ୍ରାମର ରବୀନ୍ଦ୍ରନାଥ ଦାସଙ୍କ ଘର କଡ଼କୁ ଲାଗି ଏକ ସରକାରୀ ଜମିରେ ଥିବା ଖାଲ କୁ ଗ୍ରାମବାସୀ ମାନେ ମାଟି ପକାଇ ପୋତି ଦେଇଥିଲେ, ସର୍ବ ସାଧାରଣ ସ୍ଥାନ ହେତୁ କିଛି ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଗ୍ରାମବାସୀ ମାନେ ଚିନ୍ତା କରୁଥିବା ବେଳେ ରବୀନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ମଦମୁକ୍ତ ରାଜ୍ୟ ଗୁଜରାଟରେ ବିଷାକ୍ତ ମଦ ପିଇ ୭ ମୃତ

ଅହମଦାବାଦ: ମଦ ବିକ୍ରି ଓ ପିଇବା ଉପରେ କଟକଣା ଥିବା ଗୁଜରାଟରେ ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ଓ ସରକାରଙ୍କ ପାଇଁ ନୂଆ ଚିନ୍ତା ସୃଷ୍ଟି ହୋଇଛି। ଘଟଣା ପରେ ନକଲି କିମ୍ବା ଅବୈଧ ମଦ ଯୋଗାଣ ରୋକିବା ଏବଂ ଏହାର ଉତ୍ସ ଚିହ୍ନଟ କରିବା ଉପରେ ଜୋର ଦିଆଯାଉଛି। ଗୁଜରାଟରେ ମଦ ନିଷେଧ ଆଇନ ଲାଗୁ ଥିବା ସତ୍ତ୍ୱେ ଏପରି ଘଟଣା ଘଟିବାକୁ ନେଇ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହେଉଛନ୍ତି ଆମ ସମାଜର ‘ଗୁରୁ, ଗ୍ରନ୍ଥ ଏବଂ ଗରିମା’ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହେଉଛନ୍ତି ଆମ ସମାଜର ‘ଗୁରୁ, ଗ୍ରନ୍ଥ ଏବଂ ଗରିମା’ ବୋଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅନୁଗୋଳ ଜିଲ୍ଲା ତାଳଚେର ନିକଟସ୍ଥ ଗୁରୁଜାଙ୍ଗଠାରେ ଆୟୋଜିତ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହାସହ ସ୍ୱାମୀଜୀଙ୍କ ସ୍ମୃତିପୂତ ପବିତ୍ର ଗୁରୁଜାଙ୍ଗ ଗ୍ରାମକୁ ‘ଐତିହ୍ୟ ଗ୍ରାମ’ ଭାବେ ଗଢ଼ିତୋଳାଯିବା ସହ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସଭାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ପୁଲିସରେ ବଡ଼ ଅଦଳବଦଳ: ହିମାଂଶୁ ଲାଲ ହେଲେ EOW- STF ଆଇଜି, ସତ୍ୟବ୍ରତ ଭୋଇ ଆଇଜି ଗୁଇନ୍ଦା

ଭୁବନେଶ୍ବର: ଆଜି (ଶୁକ୍ରବାର) ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ସ୍ତରରେ ଏକ ଗୁରତ୍ବପୂର୍ଣ୍ଣ ଅଦଳବଦଳ ହୋଇଛି। ଏକକାଳୀନ ୬ ଜଣ ବରିଷ୍ଠ ଅଧିକାରୀଙ୍କ ବିଭାଗ ବଦଳିଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି (୩୦୫୧୮/୨୦୨୬) ଅନୁସାରେ, ୨୦୦୩ ବ୍ୟାଚ୍‌ର ଆଇପିଏସ୍‌ ହିମାଂଶୁ ଲାଲ୍‌ଙ୍କୁ ଭୁବନେଶ୍ବର ବଦଳି କରାଯାଇଛି। ଏହାସହ ତାଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଓ ଏସ୍‌ଟିଏଫ୍‌ର ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ସତ୍ୟବ୍ରତ ଭୋଇଙ୍କୁ ଆଇଜି […]

ସଂପୂର୍ଣ୍ଣ ପଢନ୍ତୁ

ଅଗଷ୍ଟ ୨୮ରେ ସୁଭଦ୍ରା ଯୋଜନାର ୫ମ କିସ୍ତି: ୧.୦୩ କୋଟି ହିତାଧିକାରୀଙ୍କୁ ମିଳିବ ୫,୧୬୦ କୋଟିରୁ ଅଧିକ

ଭୁବନେଶ୍ୱର: ଆସନ୍ତା ୨୮ ଅଗଷ୍ଟ ୨୦୨୬, ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ୫ମ କିସ୍ତି ପ୍ରଦାନ ପାଇଁ ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି। ରାଖୀ ପୂର୍ଣ୍ଣିମା ଅବସରରେ ଏହି ହିତାଧିକାରୀମାନଙ୍କୁ ୫ମ କିସ୍ତି ବାବଦରେ ୫,୧୬୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ […]

ସଂପୂର୍ଣ୍ଣ ପଢନ୍ତୁ

ଭାଷାର ପ୍ରଚାର ପାଇଁ ଏକାଠି କାମ କରିବାକୁ ପଡ଼ିବ: ରାଜ୍ୟପାଳ

ଭୁବନେଶ୍ୱର: ଏକ ଭାଷା ସେତେବେଳେ ପ୍ରାଣବନ୍ତ ରହିଥାଏ, ଯେତେବେଳେ ଏହା ସମୟ ସହିତ ବିକଶିତ ହୁଏ ଏବଂ ଯୁବ ପିଢ଼ିର ଆକାଂକ୍ଷା ସହିତ ଯୋଡ଼ି ହୁଏ I ଏ ଦିଗରେ ହିନ୍ଦୀକୁ ଆଧୁନିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଭାଷା କରିବାର ଆବଶ୍ୟକତା ଉପରେ ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତିI ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ CSIR-Institute of Minerals and Materials Technology (CSIR-IMMT) ଠାରେ ପ୍ରଥମ ଅନ୍ତର୍ଜାତୀୟ ସରକାରୀ ଭାଷା ବାର୍ଷିକ […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ ରବୀନ୍ଦ୍ର ମହାନ୍ତିଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା : ବିଶିଷ୍ଟ ସମାଜସେବୀ, ସାହିତ୍ୟ ଓ ସଂସ୍କୃତି ପ୍ରେମୀ,ଧର୍ମପ୍ରାଣ ରବୀନ୍ଦ୍ର ନାଥ ମହାନ୍ତିଙ୍କ ଦ୍ଵାଦଶାହ ତିଥିରେ ବାଲିପଡ଼ିଆ ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗୀତିକାର ବିଶ୍ୱେଶ୍ୱର ମିହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ସ୍ମୁତି ଉତ୍ସବରେ ଯୋଗଦେଇ ସ୍ବର୍ଗତ ରବୀନ୍ଦ୍ର ମହାନ୍ତିଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋଚନା ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଅକ୍ଷୟ କୁମାର ପାଣି, ପୂର୍ବତନ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ, […]

ସଂପୂର୍ଣ୍ଣ ପଢନ୍ତୁ