ପରିବେଶ ସୁରକ୍ଷାପାଇଁ ବ୍ରହ୍ମଜଗନ୍ନାଥ ମିଶନର ବୃକ୍ଷରୋପଣ କାର୍ଯ୍ୟକ୍ରମ
ଝଙ୍କଡ଼ : ଜ୍ୟୋତି ଜଗନ୍ନାଥ ପୀଠ, ତାଳଦଣ୍ଡା, ଠାକୁରବାଟି ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ଓ ସରିତା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗତ ମଙ୍ଗଳବାର ଦିନ ସରିତାଦେବୀ ଙ୍କ ଜନ୍ମୋତ୍ସବ ଉପଲକ୍ଷେ ତାଳଦଣ୍ଡା ଓ ଦୁଆଡିଆ ଗ୍ରାମରେ ଵୃକ୍ଷରୋପଣ ଓ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାତ୍ୟା ଝଡ଼ ତୋଫାନ ଆଦି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ର ମୁଖ୍ୟକାରଣ ହେଉଛି ବିଶ୍ୱରେ ବଣଜଙ୍ଗଲ ଓ ଗ୍ରାମ୍ୟାଞ୍ଚଳ ରେ ଵୃକ୍ଷର […]
ସଂପୂର୍ଣ୍ଣ ପଢନ୍ତୁ