ଡ଼ଃ ସଂହିତା ସ୍ୱାଇଁ ଙ୍କୁ ଦୟାନିଧି ସମ୍ମାନ ରେ ସମ୍ମାନିତ

କଟକ  : କଟକ ସଦର ୪୨ମୌଜା ସ୍ଥିତ ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଙ୍କ ତତ୍ତ୍ବବଧାନ ରେ ସମ୍ମାନୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଟକ ଗୋଶାଳା ସ୍ଥିତ ଡ଼ଃ ସଂହିତା ସ୍ୱାଇଁ ଙ୍କୁ ବାସ ଭଵନ ରେ “ଦୟାନିଧି ପ୍ରତିଭା ବିକାଶ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରବିନ୍ଦ୍ର ଦେବତା, କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ରେ ମିର୍ଜା ସରାଫତ ବେଗ, […]

ସଂପୂର୍ଣ୍ଣ ପଢନ୍ତୁ

‘ବନ୍ଦେ ମାତରମ୍‌’ ସମ୍ପୂର୍ଣ୍ଣ ଗାନ ବେଳେ ଛିଡ଼ା ହୋଇ ରହିଲେ ଓମର ଅବଦୁଲ୍ଲା, କଂଗ୍ରେସ ପକ୍ଷରୁ ଆପତ୍ତି

ଶ୍ରୀନଗର: ‘ବନ୍ଦେ ମାତରମ୍‌’ ସମ୍ପୂର୍ଣ୍ଣ ଗାନ କରାଯିବା ସମୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଛିଡ଼ା ହୋଇ ରହିବାକୁ ନେଇ କଂଗ୍ରେସର ସହଯୋଗୀ ନ୍ୟାସନାଲ କନଫରେନ୍ସ ସହିତ ବିବାଦ ଦେଖାଯାଇଛି। କଂଗ୍ରେସ ନ୍ୟାସନାଲ କନଫରେନ୍ସର ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି ଓ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ କରିବାକୁ ନିବେଦନ କରିଛି। ଶ୍ରୀନଗରରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓମାର ଅବଦୁଲ୍ଲା ଓ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ‘ବନ୍ଦେ ମାତରମ୍‌’ର ସମ୍ପୂର୍ଣ୍ଣ ପରିବେଷଣ […]

ସଂପୂର୍ଣ୍ଣ ପଢନ୍ତୁ

ଲାଇଭ୍‌ କାର୍ଯ୍ୟକ୍ରମରେ ଫିଲିପାଇନ୍ସ ଅଧିକାରୀଙ୍କୁ ଧମକପୂର୍ଣ୍ଣ ଚିଠି ଦେଇ ଚୀନ୍‌ ଅପମାନିତ

ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିରକ୍ଷା ସମ୍ମିଳନୀ ୨୦୨୬ ସମୟରେ ଫିଲିପାଇନ୍ସର ପ୍ରତିରକ୍ଷା ମନ୍ତ୍ରୀ ଚୀନକୁ କଡ଼ା ସମାଲୋଚନା କରିଛନ୍ତି। ଫିଲିପାଇନ୍ସ ପ୍ରତିରକ୍ଷା ସଚିବ ଗିଲବର୍ଟୋ ସି. ଥିଓଡୋରୋ ଖୋଲାଖୋଲି ଭାବରେ ଚୀନକୁ ସମାଲୋଚନା କରିବା ପରେ ଏହି ଘଟଣା ଏକ ହାଇ-ପ୍ରୋଫାଇଲ୍ କୂଟନୈତିକ ଯୁଦ୍ଧରେ ପରିଣତ ହୋଇଛି। ମଙ୍ଗଳବାର ଦକ୍ଷିଣ କୋରିଆରେ ସିଓଲ ପ୍ରତିରକ୍ଷା ଆଲୋଚନାରେ ଫିଲିପାଇନ୍ସ ପ୍ରତିରକ୍ଷା ମନ୍ତ୍ରୀ ଗିଲବର୍ଟୋ ସି. ଥିଓଡୋରୋଙ୍କ ଭାଷଣ ଦେବା ସମୟରେ ଜଣେ ଚୀନ୍ […]

ସଂପୂର୍ଣ୍ଣ ପଢନ୍ତୁ

ଆଦାନୀ-ଆଇଏଚ୍‌ସି ୨.୧୦ ଲକ୍ଷ କୋଟି ନିବେଶ କରିବେ; ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ୟୁଏଇ ଗସ୍ତ ସମୟରେ ଆଦାନୀ ଗ୍ରୁପ୍‌ ଓ ଆବୁଧାବିର କମ୍ପାନି ଇଣ୍ଟରନ୍ୟାସନାଲ୍‌ ହୋଲ୍‌ଡିଂ କର୍ପୋରେସନ (ଆଇଏଚ୍‌ସି) ମଧ୍ୟରେ ବୁଝାମଣା ହୋଇଛି। ଉଭୟ ସଂସ୍ଥା ୧୪ଟି ପ୍ରକଳ୍ପରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ୨,୧୦,୫୦୦ କୋଟି ଟଙ୍କା ନିବେଶ କରିବାକୁ ମନ ବଳାଇଛନ୍ତି। ଏହି ନିବେଶ ଦ୍ବାରା ପ୍ରାୟ ୮.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜିର ବୈଠକରେ ଆଦାନୀ ଗ୍ରୁପ ତରଫରୁ […]

ସଂପୂର୍ଣ୍ଣ ପଢନ୍ତୁ

ୟୁଏଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର ୯।୯: ୟୁଏଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବ୍ୟବସାୟ, ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଓ ବୈଠକ କରିବେ । • IHCର ବ୍ୟବସାୟିକ ୟୁନିଟ୍ ଓ ଗ୍ରୁପ୍ କମ୍ପାନୀଗୁଡ଼ିକ ସହ ରାଉଣ୍ଡଟେବୁଲ୍ ଆଲୋଚନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା ପ୍ରତିନିଧିମଣ୍ଡଳୀ ‘ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC)’ର ବିଭିନ୍ନ ବ୍ୟବସାୟିକ ୟୁନିଟ୍ ଓ ଗ୍ରୁପ୍ କମ୍ପାନୀ ସହ ଆଲୋଚନା କରିବେ । ଓଡ଼ିଶାରେ ନିବେଶର […]

ସଂପୂର୍ଣ୍ଣ ପଢନ୍ତୁ

ଚାକିରି ନାଁରେ କୋଟିଏ ଟଙ୍କା ଠକେଇ; ବନ୍ଧା ହେଲେ ଯୁବକ

ଭଦ୍ରକ : ସରକାରୀ ଚାକିରି କରାଇ ଦେବା ନାଁରେ ଯୁବକ/ଯୁବତୀମାନଙ୍କୁ ଠକିବା ଅଭିଯୋଗରେ ଭଦ୍ରକ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ ହେବା ପରେ ସେଠାରୁ କାରାଗାରକୁ ସ୍ଥାନାନ୍ତରିତ ହୋଇଛନ୍ତି। ଅଭିଯୁକ୍ତ ଯୁବକ ଓଡ଼ିଶାର ବଡ଼ ବଡ଼ ଏବଂ ନେତା ମନ୍ତ୍ରୀଙ୍କ ସହ ଫଟୋ ଉଠାଉ ଥିଲେ। ଏହାରି ମାଧ୍ୟମରେ ଯୁବକ/ଯୁବତୀଙ୍କୁ ଟାର୍ଗେଟ କରୁଥିଲେ। ବିଭିନ୍ନ ବିଭାଗରେ ସରକାରୀ ଚାକିରି କରାଇ ଦେବାକୁ କହି ମୋଟା ଅଙ୍କରେ ଅର୍ଥ ନେଇଯାଉଥିଲେ। ଆଉ […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ବୁଧିବାମନ ଓଷା ଦ୍ବିତୀୟ ପାଳି ବୁଧବାରରେ ମାଆଙ୍କ ଦର୍ଶନ

ସଂପୂର୍ଣ୍ଣ ପଢନ୍ତୁ

ଡାକ୍ତର ପ୍ରଭୁପଦ ମହାନ୍ତିଙ୍କ ୧୭ତମ ସ୍ମୃତି ଉତ୍ସବ ଅନୁଷ୍ଠିତ

ମାହାଙ୍ଗା  :  ବିଶିଷ୍ଟ ସମାଜସେବୀ, ଖ୍ୟାତନାମା ଚିକିତ୍ସକ, ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳର ଗାନ୍ଧୀ ଡାକ୍ତର ପ୍ରଭୁପଦ ମହାନ୍ତିଙ୍କ ୧୭ ତମ ସ୍ମୁତି ଉତ୍ସବ କୁହୁଣ୍ଡା ଗ୍ରାମପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l କୁହୁଣ୍ଡା ଗ୍ରାମପଂଚାୟତର ପ୍ରତିଷ୍ଠାତା, ପୂର୍ବତନ ସରପଞ୍ଚ ଡାକ୍ତର ପ୍ରଭୁପଦ ମହାନ୍ତି ରୋଗୀ ମାନଙ୍କ ସେବା ସହିତ ବହୁ ଜନକଲ୍ୟାଣ କାର୍ଯ୍ୟକ୍ରମ କରିଥିବାରୁ,ସେ ସାଧାରଣ ଜନତାଙ୍କ ହୃଦୟରେ ସବୁଦିନ ପାଇଁ ବଂଚି ରହିବେ ବୋଲି ସଭାରେ ଯୋଗଦେଇଥିବା ବହୁ ବକ୍ତା ମତ ପୋଷଣ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଶାଗବାରିଆରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ମହାରାଜ ଙ୍କ ଜନ୍ମଶତବାର୍ଷିକ ପାଳନ

ଝଙ୍କଡ଼ :  ତିର୍ତ୍ତୋଲବ୍ଲକ, ନରୁଆ ଶାଗବାରିଆ ଠାରେ, ଜଗତସିଂହପୁରଜିଲ୍ଲା ଧର୍ମରକ୍ଷା ସମିତି ଆନୁକୂଲ୍ୟରେ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା, ଧର୍ମରକ୍ଷା ଦିବସ ପାଳନ ର ତୃତୀୟ ସନ୍ଧ୍ୟାରେ ବେଦାନ୍ତକେଶରୀ ରାଷ୍ଟ୍ରସନ୍ଥ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମାଳିକାବିଶାରଦ ବାବା ଦିବାକର ଦାସମହାରାଜ ପ୍ରବକ୍ତାଭାବରେ ଯୋଗଦେଇ, ଆଜିର ବଳିଦାନ ଭଳି ପବିତ୍ର ଦିବସରେ ଧର୍ମଜାଗରଣ ଓ ସର୍ବପ୍ରାଚୀନ ସନାତନ ହିନ୍ଦୁଧର୍ମ ସୁରକ୍ଷା ଓ ସୁଦୂରପ୍ରସାରି କରିବାପାଇଁ ସଂକଳ୍ପ […]

ସଂପୂର୍ଣ୍ଣ ପଢନ୍ତୁ

କର୍ମସଂସ୍ଥାନ ଉପରେ ବଢ଼ୁଥିବା ଏଆଇ ଓ ରୋବଟ୍‌ର ପ୍ରଭାବକୁ ନେଇ ପ୍ରଦର୍ଶନ

ୱାର୍ସ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ରୋବଟ୍‌ର ବ୍ୟବହାର ଉପରେ ଶୀଘ୍ର ନିୟମ ଲାଗୁ କରିବା ଦାବିରେ ପୋଲାଣ୍ଡର ରାଜଧାନୀ ୱାର୍ସରେ ପ୍ରାୟ ୩୦ଟି ରୋବୋଟ୍‌ ପ୍ରତିବାଦ କରିଛନ୍ତି। ସପ୍ତାହର ଆରମ୍ଭରେ ଦେଶର ଡିଜିଟାଲ୍‌ ବ୍ୟାପାର ମନ୍ତ୍ରଣାଳୟ ବାହାରେ ଏହି ଅଭିନବ ପ୍ରଦର୍ଶନ ହୋଇଥିଲା। ମାନବାକୃତି ରୋବଟ୍‌ ସହ ରୋବଟ୍‌ କୁକୁର ମଧ୍ୟ ଏଥିରେ ସାମିଲ ହୋଇଥିଲେ। ‘ଡେମୋକ୍ରାଟିଜମ୍‌’ ନାମକ ଏକ ସଂଗଠନ ଏହି ପ୍ରଦର୍ଶନର ଆୟୋଜନ କରିଥିଲା। ରୋବଟ୍‌ଗୁଡ଼ିକ ରାସ୍ତାରେ ଗୋଲାକାର […]

ସଂପୂର୍ଣ୍ଣ ପଢନ୍ତୁ