“ନେପାଳ-ବାଂଲାଦେଶ କରିବାକୁ ଷଡ଼ଯନ୍ତ୍ର, ବିଦେଶରୁ ହେଉଛି ଫଣ୍ଡିଂ”, ସିଜେପି ଆନ୍ଦୋଳନକୁ ନେଇ ହରୀଶ ସାଲଭେଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ୍ ହରୀଶ ସାଲଭେ ଦିଲ୍ଲୀ ଆନ୍ଦୋଳନକୁ ନେଇ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ଏହି ଆନ୍ଦୋଳନଗୁଡ଼ିକ ପଛରେ ବିଦେଶୀ ଫଣ୍ଡିଂ ଏବଂ ବିଦେଶୀ ଶକ୍ତି ଅଛନ୍ତି । ସେ କହିଛନ୍ତି ଯେ ଭାରତରେ ବାଂଲାଦେଶ ଏବଂ ନେପାଳ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ହରୀଶ ସାଲଭେ କହିଛନ୍ତି, “ଏହି ଉଦ୍ୟମ ବିଦେଶୀ ପାଣ୍ଠି ଦ୍ୱାରା କରାଯାଉଛି, […]
ସଂପୂର୍ଣ୍ଣ ପଢନ୍ତୁ