Trrte

ବାହୁଡା ଯାତ୍ରା ଓ ସୁନାବେଶ ପାଇଁ ଟ୍ରାଫିକ୍ ନିୟମାବଳୀ ଜାରି କଲା ପୁରୀ ପୋଲିସ

ରାଜ୍ୟ
Spread the love

ପୁରୀ: ଜୁଲାଇ ୫ ଓ ୬ରେ ପୁରୀରେ ବାହୁଡା ଯାତ୍ରା ଏବଂ ସୁନାବେଶ ସମୟରେ ସୁଗମ ଯାନବାହାନ ଚଳାଚଳ ଏବଂ ଉତ୍ତମ ଭିଡ଼ ପରିଚାଳନା ପାଇଁ ଜିଲ୍ଲା ପୋଲିସ ଗୁରୁବାର ଏକ ଟ୍ରାଫିକ ପରାମର୍ଶ ଜାରି କରିଛି।

ତଦନୁଯାୟୀ, ବ୍ରହ୍ମଗିରି, ଭୁବନେଶ୍ୱର ଏବଂ କୋଣାର୍କରୁ ପୁରୀକୁ ଆସୁଥିବା ଚାରି ଚକିଆ, ଦୁଇ ଚକିଆ ଏବଂ ତିନି ଚକିଆ ଯାନ ପାଇଁ ନିର୍ଦ୍ଦିଷ୍ଟ ରୁଟ୍ ଏବଂ ପାର୍କିଂ ଜୋନ୍ ବିଷୟରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *