୩୫ ସାଙ୍ଗଠନିକ ଜିଲା ସଭାପତି ନିଯୁକ୍ତ କଲା କଂଗ୍ରେସ

ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର,୨୬/୯: ଦୀର୍ଘଦିନ ଧରି କଂଗ୍ରେସ ପକ୍ଷରୁ ଚାଲିଥିବା ଜିଲା ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସୁପାରିସ ଆଧାରରେ ଶୁକ୍ରବାର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନକ୍ରମେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲା କଂଗ୍ରେସ କମିଟିର ସଭାପତି ନିଯୁକ୍ତ ହୋଇଛନ୍ତି। ସଙ୍ଗଠନ ସୃଜନ ଅଭିଯାନର ଏକ ଅଂଶ ଭାବରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ(ସଙ୍ଗଠନ) କେ.ସି. ବେଣୁଗୋପାଳ ଦର୍ଶାଇଛନ୍ତିି।

ଜିଲା-ସଭାପତିଙ୍କ ନାମ
ଅନୁଗୋଳ-ସୁନୀଲ ପ୍ରଧାନ
ବାଲେଶ୍ୱର-ସତ୍ୟ ଶିବ ଦାସ
ବରଗଡ଼-ହରଦୀପ ସିଂ
ଭଦ୍ରକ-ନଳିନୀକାନ୍ତ ମହାନ୍ତି
ଭୁବନେଶ୍ୱର-ପ୍ରକାଶ ଚନ୍ଦ୍ର ଜେନା
ବଲାଙ୍ଗୀର-ଅନିଲ ମେହେର
ବୌଦ୍ଧ-ବିନ୍ଧ୍ୟବିନୀ ସାହୁ
କଟକ-ପ୍ରଦୀପ୍ତ କୁମାର ଦାସ
କଟକ ସହର-ଗିରିବାଳା ବେହେରା
ଦେବଗଡ଼-ସେମ ହେମ୍ରମ
ଢେଙ୍କାନାଳ-ଛବିରାଜ ବିଶ୍ୱାଳ
ଗଜପତି-ଦାଶରଥି ଗମାଙ୍ଗୋ
ଗଞ୍ଜାମ ପୂର୍ବ-ରଶ୍ମିରଞ୍ଜନ ପଟ୍ଟନାୟକ
ଗଞ୍ଜାମ-ପଶ୍ଚିମ ରମେଶ ଚନ୍ଦ୍ର ଜେନା
ଜଗତ୍‌ସିଂହପୁର-ଦେବପ୍ରସାଦ ନାୟକ
ଯାଜପୁର-ମାଗୁଣି ବଟକୃଷ୍ଣ ଜେନା
ଝାରସୁଗୁଡ଼ା-ଜୀବନ ସାର୍ଥକ ଦାସ
କଳାହାଣ୍ଡି-ଜଳନ୍ଧର ନାୟକ
କନ୍ଧମାଳ-ଚନ୍ଦ୍ରଶେଖର ପରିଡ଼ା
କେନ୍ଦ୍ରାପଡ଼ା-ଦେବସ୍ମିତା ଶର୍ମା
କେଉଁଝର-ମନୋଜ କୁମାର ଜେନା
ଖୋର୍ଦ୍ଧା-ରାଜୀବ କୁମାର ପଟ୍ଟନାୟକ
କୋରାପୁଟ-ରୂପକ ତୁରୁକ୍‌
ମାଲକାନଗିରି-ଜି. ଶ୍ରୀନିବାସ ରାଓ
ମୟୂରଭଞ୍ଜ-ପୂର୍ବ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ
ମୟୂରଭଞ୍ଜ-ପଶ୍ଚିମ ଭୂବନବିହାରୀ ସାହୁ
ନବରଙ୍ଗପୁର-ଲିପିକା ମାଝୀ
ନୟାଗଡ଼-ରଞ୍ଜିତ ଦାସ
ନୂଆପଡା-ଘାସୀ ରାମ ମାଝୀ
ପୁରୀ-ରାଜେଶ କୁମାର ମିଶ୍ର
ରାୟଗଡା-ଆପାଲାସ୍ବାମୀ କାଡ୍ରାକା
ରାଉରକେଲା-ସବୀର ହୁସେନ୍‌
ସମ୍ବଲପୁର-ଅମିତ କୁମାର ଗୁରୁ
ସୁବର୍ଣ୍ଣପୁର-ବିନୋଦ ପାତ୍ର
ସୁନ୍ଦରଗଡ-ନିର୍ମଳ ଚାନ୍ଦ ନାୟକ

Leave a Reply

Your email address will not be published. Required fields are marked *