ଆରକ୍ଷୀ ଅଧୀକ୍ଷକ ( ପିଏମଟି ) ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ବେହେରାଙ୍କୁ ସାକ୍ଷାତ କଲେ ନଗରଖବରର ପ୍ରତିଷ୍ଠାତା ସଂପାଦକ ରାଜ୍ୟ April 25, 2025NagarKhabarLeave a Comment on ଆରକ୍ଷୀ ଅଧୀକ୍ଷକ ( ପିଏମଟି ) ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ବେହେରାଙ୍କୁ ସାକ୍ଷାତ କଲେ ନଗରଖବରର ପ୍ରତିଷ୍ଠାତା ସଂପାଦକ Shareକଟକ : ଆରକ୍ଷୀ ଅଧୀକ୍ଷକ ( ପିଏମଟି ) ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ବେହେରାଙ୍କୁ ନଗର ଖବର ପରିବାର ପକ୍ଷରୁ ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ ସୌଜନ୍ୟମୂଳ ଭାବେ ସାକ୍ଷାତ କରିଥିଲେ | ଏହି ଅବସରରେ ଶ୍ରୀ ଦାସ ଆରକ୍ଷୀ ଅଧୀକ୍ଷକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ |