କନକପୁରଦେଉଳି ନାୟକସାହି ରାସ୍ତାରେ ଆଣ୍ଠିଏ ପାଣି: ଜନଜୀବନ ଅସ୍ତବ୍ୟସ୍ତ, ପୁନଃନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି
ଝଙ୍କଡ଼, ୦୫/୦୭/୨୦୨୬ : ମା’ ସାରଳା ଠାକୁରାଣୀଙ୍କ ପ୍ରାଚୀନ ପୀଠସ୍ଥଳୀ ଲଣ୍ଡାଦେଉଳ ନିକଟସ୍ଥ କନକପୁରଦେଉଳି ନାୟକସାହି ରାସ୍ତାର ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସାମାନ୍ୟ ଅସରାଏ ବର୍ଷା ହେଲେ ଏହି ଗ୍ରାମ୍ୟ ରାସ୍ତାରେ ଆଣ୍ଠିଏ ଉଚ୍ଚର ପାଣି ଜମି ରହିବା ସହ ନର୍ଦ୍ଦମାର ସୁଅ ଛୁଟୁଛି। ଏହି ସାହିରେ ପ୍ରାୟ ୧୫ଟି ପରିବାର ବସବାସ କରୁଥିବା ବେଳେ ସେମାନେ ପ୍ରତିଦିନ ମା’ ସାରଳାଙ୍କ ନିତ୍ୟ ସେବାକାର୍ଯ୍ୟ ପାଇଁ ମନ୍ଦିରକୁ ଯାତାୟାତ କରିଥାନ୍ତି। […]
ସଂପୂର୍ଣ୍ଣ ପଢନ୍ତୁ