ସମାଜ’ର ସ୍ୱର ଭାବେ ଆମେ ଦାୟିତ୍ୱ ତୁଲାଇବା: ସ୍ବାସ୍ଥ୍ୟମନ୍ତ୍ରୀ
ଡୁଙ୍ଗୁରିପାଲି, ୨୨/୧୨: ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ‘ସମାଜ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ; ତେଣୁ ‘ସମାଜ’ର ସ୍ୱର ଭାବେ ଆମେ ନିଜର ଦାୟିତ୍ୱ ତୁଲାଇବା। ଏଭଳି ମତ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆର୍ଏମ୍ସି ପରିସରରେ ବ୍ଲକ ‘ସମାଜ’ ପାଠକ ମଞ୍ଚର ଦ୍ୱିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ.ମହାଲିଙ୍ଗ ଏହି ମତପ୍ରକାଶ କରିଛନ୍ତି।‘ସମାଜ’ ପାଠକ ମଞ୍ଚର ସଭାପତି ମଧୁସୁଦନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡ. […]
ସଂପୂର୍ଣ୍ଣ ପଢନ୍ତୁ