ଏକା ସାଙ୍ଗରେ ଜଳିଲା ୨ଟି ଯୁଇ,ଶବକୁ କାନ୍ଧଦେଲେ ପୂର୍ବତନ ମନ୍ତ୍ରୀ

ମାହାଙ୍ଗା  : ମୃତ୍ୟୁ କେତେବେଳେ ଆସିବ କାହାକୁ ଜଣା ନଥାଏ । କିନ୍ତୁ ଜଣେ ସଂସାରରୁ ବିଦାୟ ନେବାର ମାତ୍ର କେଇଘଣ୍ଟା ଭିତରେ ସେହି ପରିବାରରୁ ଆଉ ଜଣଙ୍କ ଦେହାନ୍ତ ଘଟିବା ଅତ୍ୟନ୍ତ ଦୁଃଖଦ ଖବର । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଂଚାୟତ ଅନ୍ତର୍ଗତ ଧଉଳିଆ ଗ୍ରାମର ମୁରବୀ, ବର୍ଷିଆନ ସମାଜସେବୀ ରାଧାନାଥ ରାଉତଙ୍କ ଶନିବାର ପୂର୍ବାହ୍ନରେ ପରଲୋକ ଘଟିବା ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଅନ୍ତିମ ଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ

ମାହାଙ୍ଗା : ୧୮୩ ବର୍ଷରେ ସାହାପୁର ଗ୍ରାମର ସରସ୍ଵତୀ ପୂଜା

* ୧୮୪୩ ମସିହାରେ ଗାଁ ଚାଟଶାଳୀ ରେ ହୋଇଥିଲା ଆରମ୍ଭ * ତ୍ରୀ-ଦିବସୀୟ ପୂଜା ରେ ମାନସିକଧାରୀ ପରିବାରଙ୍କ ପକ୍ଷରୁ ପ୍ରସାଦ ଲାଗି ହୁଏ ମାହାଙ୍ଗା , ୨୪/୧ ( ଅଜୟ କୁମାର ମହାନ୍ତି ) : ପୂର୍ବକାଳରେ ବିଦ୍ୟାର୍ଥୀମାନେ ଋଷି ଆଶ୍ରମରେ ରହି ବିଦ୍ୟାଶିକ୍ଷାକରି ନିଜ ଜୀବନକୁ ଗଢିବା ସହ ସୁନିୟନ୍ତ୍ରିତ କରୁଥିଲେ । ସେହି ନ୍ୟାୟରେ ଗଢି ଆସିଥିବା ଗୁରୁ ଛାତ୍ର ପରମ୍ପରାର ଅନନ୍ୟ ନମୁନା ହେଉଛି “ଚାଟଶାଳୀ ପାଠ” । ଏହି ପରମ୍ପରାକୁ […]

ସଂପୂର୍ଣ୍ଣ ପଢନ୍ତୁ

୮ ମାସ ହେଲା ମିଳୁନି ନିର୍ମାଣ ଶ୍ରମିକ ଭତ୍ତା: ପ୍ରଶାସନିକ ଅବହେଳାର ଶିକାର ବୃଦ୍ଧ ବିଶ୍ୱନାଥ

କଟକ ସଦର, ୨୩/୦୧  : ସରକାର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରୁଥିବା ବେଳେ ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁଁ ଅନେକ ସମୟରେ ଯୋଗ୍ୟ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ସଦର ବ୍ଲକ ୪୨ ମୌଜା ଅଞ୍ଚଳରେ। ଦଧିବାମନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଇତଳଙ୍ଗ ଗ୍ରାମର ଜଣେ ବୃଦ୍ଧ ନିର୍ମାଣ ଶ୍ରମିକ ବିଗତ ୮ ମାସ ହେଲା ନିଜର ପ୍ରାପ୍ୟ ଭତ୍ତା ପାଇବାରୁ ବଞ୍ଚିତ […]

ସଂପୂର୍ଣ୍ଣ ପଢନ୍ତୁ

ଶୀତାର୍ତ୍ତଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା ରାଷ୍ଟ୍ରବାଦୀ ସଙ୍ଗ: ୪୨ ମୌଜାରେ କମଳ ବଣ୍ଟନ

ବୟାଳିଶମୌଜା, ୨୨/୦୧: କଟକର ୪୨ ମୌଜା ଅଞ୍ଚଳରେ ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ସାମାଜିକ ସଂଗଠନ ‘ଓଡ଼ିଶା ରାଷ୍ଟ୍ରବାଦୀ ସଙ୍ଗ’ ପକ୍ଷରୁ ଏକ ମହତ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ପକ୍ଷରୁ ବ୍ରହ୍ମପୁର ପଞ୍ଚାୟତ ଉପକଣ୍ଠ ଦୋଳ ମଣ୍ଡପ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅଞ୍ଚଳର ଅସହାୟ ଓ ଗରିବ ଲୋକମାନଙ୍କୁ କମଳ ବଣ୍ଟନ କରାଯାଇଛି। ଏହି ସାମାଜିକ ସେବା କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ତଥା ଯୁବ ସଙ୍ଗଠକ ଇଂ. ଗିରିଜା ଶଙ୍କର ପତି […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରାଇଟ୍ ଟୋପାଜ୍ ପ୍ରି-ସ୍କୁଲ୍‌ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ: ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାରମ୍ଭିକ ଶିକ୍ଷା ଅପରିହାର୍ଯ୍ୟ

କଟକ  : କଟକ ସାଆନ୍ତସାହିସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ “ବ୍ରାଇଟ୍ ଟୋପାଜ୍ ପ୍ରି-ସ୍କୁଲ୍ ଏଣ୍ଡ ଡେ’ କେୟାର”ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁନି କୁନି ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ପ୍ରାରମ୍ଭିକ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ଫାଟିଲା ଏଲପିଜି ଗ୍ୟାସ୍ ପାଇପଲାଇନ୍, ଲୋକେ ଆତଙ୍କିତ

କଟକ: କଟକର ସିଡିଏ ସେକ୍ଟର-୯ରେ ସୋମବାର ଦିନ ନିର୍ମାଣ କାର୍ଯ୍ୟ ସମୟରେ ଦୁର୍ଘଟଣାବଶତଃ ଗେଲ୍ (ଇଣ୍ଡିଆ) ଲିମିଟେଡ୍‌ର ଏକ ଏଲପିଜି ଗ୍ୟାସ୍ ପାଇପଲାଇନ୍ ଫାଟି ଯାଇଛି। ସୂଚନା ଅନୁଯାୟୀ, ସିଡିଏ ସେକ୍ଟର-୯ରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରୀ ଯନ୍ତ୍ରପାତି ବ୍ୟବହାର କରାଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖନନ ସମୟରେ ଭୂତଳ ପାଇପଲାଇନରେ ଏହା ବାଜି ଯାଇଥିଲା, ଯାହା ଫଳରେ ହଠାତ୍ ଏଲପିଜି ଗ୍ୟାସ୍ ଲାଇନ୍ ଫାଟି ଲିକେଜ୍ ହୋଇଥିଲା। ତେବେ ସ୍ଥାନୀୟ ଲୋକେ ଗ୍ୟାସର […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ପାଳନ

କଟକ  : କଟକସଦର ୪୨ ମୌଜାସ୍ଥିତ ବରାଳ ଗ୍ରାମର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ବାମିଜୀ ଯୁବକ ସଂଘ ତାର ୨୯ ତମ ବାର୍ଷିକ ଉତ୍ସବ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣ (ବରାଳ) ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଅଛି । ଉଦଘାଟନ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସମରେନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଡ଼ଃ ବିଶ୍ୱଜିତ୍ ରାୟ,ସମାଜସେବୀ ଅଜୟ କୁମାର ଭୂୟାଁ,ସମାଜସେବୀ ବିଜୟ କୁମାର ନାୟକ,ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ମାଳମାଳ ଫେକ୍ ପଲ୍ୟୁସନ ସେଣ୍ଟର: ୭୨ ଜଣଙ୍କ ବିରୋଧରେ ଆକ୍ସନ, ୪୨ରୁ ଅଧିକ ସେଣ୍ଟରର ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ବା PUCC କୁ ନେଇ ଚାଲିଥିବା ଘୋଟାଲାର ପର୍ଦ୍ଦାଫାଶ କରିଛି ପରିବହନ ବିଭାଗ। ଗାଡ଼ି ଯାଞ୍ଚ ନକରି କେବଳ ଫଟୋ ଦେଖି ନକଲି ସାର୍ଟିଫିକେଟ୍ ପ୍ରଦାନ କରୁଥିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୪୨ରୁ ୫୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୭୨ ଜଣଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅନେକ ପଲ୍ୟୁସନ ସେଣ୍ଟର ଗାଡ଼ିରୁ ନିର୍ଗତ ଧୂଆଁ ଯାଞ୍ଚ ନକରି ମାତ୍ର ୧ ମିନିଟ୍ […]

ସଂପୂର୍ଣ୍ଣ ପଢନ୍ତୁ

ଅଲୌକିକ ଶକ୍ତିର ପୀଠ ବାବା ବାଲୁଙ୍କେଶ୍ୱର: ୪୨ ମୌଜା ଦେଉଳି ଗ୍ରାମରେ ବିଶ୍ୱଶାନ୍ତି ନିମନ୍ତେ ପୂଜାର୍ଚ୍ଚନା

କଟକ, ୧୪/୦୧  : କଟକ ଜିଲ୍ଲା ନିକଟବର୍ତ୍ତୀ ୪୨ ମୌଜା ଅନ୍ତର୍ଗତ ଦେଉଳି ଗ୍ରାମରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ। ଏହି ପୁରାତନ ପୀଠର ମହିମା ଅପାର। ପ୍ରଭୁ ଏଠାରେ ‘ପାତାଳଫୁଟା’ ଲିଙ୍ଗ ରୂପେ ଆବିର୍ଭାବ ହୋଇ ଭକ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରୁଛନ୍ତି। ସେ ମଙ୍ଗଳମୟ, ସର୍ବଶକ୍ତିମାନ ଏବଂ ସର୍ବବ୍ୟାପୀ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କର ଅତି ପ୍ରିୟ। ତାଙ୍କ ନାମ ସ୍ମରଣ ମାତ୍ରେ ସମସ୍ତ ରୋଗରୁ ମୁକ୍ତି ମିଳେ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

କାର ଧକ୍କାରେ ଜଣେ ମୃତ ୨ ଗୁରୁତର

ମାହାଙ୍ଗା, ୧୦/୧: ମାହାଙ୍ଗା ଥାନା ଅନ୍ତର୍ଗତ କୁଆଁପାଳ-ବାଲିଚନ୍ଦ୍ରପୁର ରାସ୍ତାର କୁସୁପୁର ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ରାହାଣିଆ ପଂଚାୟତ କାଳିଅଣ୍ଟି ଗ୍ରାମର ଅନ୍ନା ଦାସ ସାଇକେଲ ଯୋଗେ ନିଜ ଘରୁ ବାଲିଚନ୍ଦ୍ରପୁର ବଜାରକୁ ଯାଉଥିବା ସମୟରେ OD-17D1920 ନମ୍ବର ବିଶିଷ୍ଟ ଏକ କାର ଭାରସାମ୍ୟ ହରାଇ କୁସୁପୁର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଥିବା ଏକ ସୌପନି ମୁହଁ ଠାରେ ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା l ଫଳରେ ସାଇକେଲ ଚାଳକ […]

ସଂପୂର୍ଣ୍ଣ ପଢନ୍ତୁ