Category: ଅପରାଧ
ସରଳା କେନାଲ ରେ ଅଚିହ୍ନା ମହିଳାଙ୍କ ଶବ କୁ ନେଇ ଚର୍ଚ୍ଚା
ଝଙ୍କଡ଼, ୨୨/୧୦: ତାଳଦଣ୍ଡା ମୁଖ୍ୟ କେନାଲ ରୁ ନୂଆପଡ଼ା ପାଖରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲ ରେ ଗତ ମଙ୍ଗଳବାର ଦିନ ମଧ୍ୟାହ୍ନରେ ଜଣେ ଅଚିହ୍ନା ମହିଳାଙ୍କ ଶବ ଭାସି ଭାସି ଆସୁଥିବାର ଦେଖିବାକୁ ମିଳିଥିଲା। ସାରଳା ହାଟ ପୋଲ ନିକଟରେ ଏହି ଅଘଟଣ ଦେଖିବା ପରେ ସେଠାରେ ଶହ ଶହ ଲୋକ ଜମା ହୋଇ ଯାଇଥିଲେ । କିଛି ସମୟ ମଧ୍ୟରେ ଖବର ପାଇ ତିର୍ତ୍ତୋଲ ପୋଲିସ ଓ ପରେ ପରେ ଅଗ୍ନିଶମ ବାହିନୀର […]
ସଂପୂର୍ଣ୍ଣ ପଢନ୍ତୁମୋହନାରେ ବନ୍ଧୁକ ତିଆରି କାରଖାନା ଠାବ
ମୋହନା,୨୨/୧୦ : ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ୧୨ ଦେଶୀ ବନ୍ଧୁକ ସହ ଦୁଇ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡ଼ା ପଞ୍ଚାୟତର ଗୋଲାପାଜୁ ଗ୍ରାମରେ। ଗ୍ରାମର ଘନଶ୍ୟାମ ପ୍ରଧାନ ଦୀର୍ଘବର୍ଷ ଧରି ଗ୍ରାମଠାରୁ ଏକ ପାହାଡ଼ରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା କରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ବିକ୍ରି କରୁଥିଲା। ଖବର ପାଇ ମୋହନା ଓ ଅଡ଼ବା ପୋଲିସ ମିଳିତରେ ଚଢ଼ାଉ […]
ସଂପୂର୍ଣ୍ଣ ପଢନ୍ତୁଦୁଷ୍କର୍ମ ଅଭିଯୋଗରେ ଇନ୍ସପେକ୍ଟର ଗିରଫ
ଭୁବନେଶ୍ଵର, ୨୨/୧୦ : ଲଭ୍, ସେକ୍ସ, ଧୋକା ଅଭିଯୋଗରେ ପୁଲିସ୍ ଇନ୍ସପେକ୍ଟର ଗିରଫ। ରାଜଧାନୀରେ ଆଇଆଇସିଙ୍କୁ ମହିଳା ଥାନା ପୁଲିସ୍ ଗିରଫ କରିଛି। ମହିଳା ସବ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଆଇଆଇସିଙ୍କୁ ଗିରଫ କରାଯାଇଛି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ନିକଟରେ ସେ ସବ୍ ଇନ୍ସପେକ୍ଟରରୁ ଇନ୍ସପେକ୍ଟରକୁ ପଦୋନ୍ନତି ହୋଇଥିଲେ।
ସଂପୂର୍ଣ୍ଣ ପଢନ୍ତୁପୀତବାସ ପଣ୍ଡା ହତ୍ୟା ମାମଲା: ଚାଞ୍ଚଲ୍ୟକର ଖୁଲାସା ବିକ୍ରମ ପଣ୍ଡା ଗିରଫ
ବ୍ରହ୍ମପୁର, ୨୨/୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସବୁ ରହସ୍ୟ ଉପରୁ ପରଦା ହଟାଇଛନ୍ତି ବ୍ରହ୍ମପୁର ଏସପି । ଆଜି ସାମ୍ବାଦିକ ସମ୍ମିଳନୀ କହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଏସପି ଶ୍ରବଣା ବିବେକ ଏମ୍ । ପୀତବାସଙ୍କୁ ହତ୍ୟା କରିବା ପାଇଁ ସେପ୍ଟମ୍ବରରେ ଷଡଯନ୍ତ୍ର ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି । ସେପ୍ଟେମ୍ବର […]
ସଂପୂର୍ଣ୍ଣ ପଢନ୍ତୁପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରୁଛି ପୁଲିସ
ବ୍ରହ୍ମପୁର, ୨୨/୧୦: ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରୁଛି ପୁଲିସ । ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ତଥା ଜିଲା ସଭାପତି ବିକ୍ରମ ପଣ୍ଡାଙ୍କୁ ମଙ୍ଗଳବାର ରାତିରେ ପୁଲିସ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୁଲିସ ପଚରାଉଚରା […]
ସଂପୂର୍ଣ୍ଣ ପଢନ୍ତୁବାପା ଓ ମାଆଙ୍କୁ ହାଣିଲା ନୃଶଂସ ପୁଅ
ଚାନ୍ଦବାଲି: ପାରିବାରିକ କଳହରେ କରୁଣ ପରିଣତି ଦେଖିବାକୁ ମିଳିଛି । ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ସମ୍ପର୍କ ।ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଖେରଙ୍ଗ ପଂଚାୟତ ତଳବନ୍ଧ ଗାଁରେ ବାପା ଓ ମା କୁ ହାଣିଲା ନୃଶଂସ ପୁଅ । ଗୁରୁତୁର ଅବସ୍ଥାରେ ବୃଦ୍ଧ ବାପା ମାଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଲି ମେଡିକାଲରେ ଭର୍ତି କରାଯାଇଥିଲା। ଅବସ୍ଥା ସଂକଟପର୍ଣ୍ଣ ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପୁଅ ହେଉଛି […]
ସଂପୂର୍ଣ୍ଣ ପଢନ୍ତୁଗାଁ ଦାଣ୍ଡରେ ଉଲଗ୍ନ କରି ମହିଳାଙ୍କୁ ବର୍ବର ଆକ୍ରମଣ
ଜଗତସିଂହପୁର, ୨୨/୧୦: ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ପଟସରା ଅଞ୍ଚଳରେ ଜଣେ ମହିଳାଙ୍କୁ ଦାଣ୍ଡରେ ଉଲଗ୍ନ କରାଯାଇ ଘୋଷାରି ଘୋଷାରି ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ମହିଳାଙ୍କ ମୁଣ୍ଡକୁ ଅଭିଯୁକ୍ତମାନେ କାଠଫାଳିଆରେ ମାଡ଼ ମାରିବାରୁ ଗଭୀର ଆଘାତ ଲାଗିଛି। ଆକ୍ରମଣରେ ଆହତ ହୋଇଥିବା ମହିଳା ହେଲେ ପଟସରା ଅଞ୍ଚଳର ଦୁଃଖୀଶ୍ୟାମ ରାଉତଙ୍କ ପତ୍ନୀ ରଶ୍ମି ରଞ୍ଜିତା ପରିଜା। ସେ ବିଜେଡି କର୍ମୀ ହୋଇଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଉଦ୍ବେଗ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ […]
ସଂପୂର୍ଣ୍ଣ ପଢନ୍ତୁପଞ୍ଜାବ ପୁଲିସ ଦ୍ୱାରା ଦୁଇ ଆତଙ୍କବାଦୀ ଗିରଫ ସହ ୨ ରକେଟ ଲଞ୍ଚର ଜବତ
ଅମୃତସର, ୨୧/୧୦: ପଞ୍ଜାବ ପୁଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ।ସେମାନଙ୍କ ନିକଟରୁ ଗୋଟିଏ ରକେଟ ଲଞ୍ଚର ସହ ଗ୍ରିନେଡ୍ ଜବତ କରାଯାଇଛି । ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହେଉଥିବା କଥା ପୁଲିସର ଗୁପ୍ତଚର ବିଭାଗକୁ ସୂଚନା ମିଳିଥିଲା । ଡ୍ରୋନ୍ ଯୋଗେ ପାକିସ୍ତାନରୁ ଏହି ରକେଟ୍ ଲଞ୍ଚର ଓ ଗ୍ରିନେଡ୍ ଆସିଥିବା କଥା ପଞ୍ଜାବ ପୁଲିସ ସୂଚନା ଦେଇଛନ୍ତି।ମହକଦୀପ ସିଂ ଓ ଆଦିତ୍ୟ ନାମକ ଏହି ଦୁଇ ଆତଙ୍କବାଦୀ ପାକିସ୍ତାନର ଆଇଏସ୍ଆଇର […]
ସଂପୂର୍ଣ୍ଣ ପଢନ୍ତୁଯୁବକ ଟାଙ୍ଗିଆ ଚୋଟରେ ମହିଳା ମୃତ, ଶିଶୁ କନ୍ୟା ଗୁରୁତର
ଯାଜପୁର,୨୧/୧୦: ଯାଜପୁର ଜିଲା ଯଖପୁରା ଥାନା ରାବଣା ଛକ ନିକଟ ଇଟା ଫ୍ୟାକ୍ଟ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ଜାଣେ ମହିଳା ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଶିଶୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ କଟକ SCB ମେଡିକାଳରେ ଭର୍ତ୍ତି କରାଯାଇଛି। ହତ୍ୟାକାରୀ ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି।ଅନ୍ୟପକ୍ଷେ ହତ୍ୟାର କାରଣ ଜଣାପଡି ନ ଥିବା ବେଳେ ଇଟା ଫ୍ୟାକ୍ଟ୍ରିରେ […]
ସଂପୂର୍ଣ୍ଣ ପଢନ୍ତୁ