ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତ ବାବା ପାର୍ଥସାରଥି ଗିରଫ

ନୂଆଦିଲ୍ଲୀ, ୨୮/୯: ଦିଲ୍ଲୀସ୍ଥିତ ଶ୍ରୀ ଶାରଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଗିରଫ କଲା ପୁଲିସ। ଆଗ୍ରାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଛାତ୍ରୀମାନଙ୍କ ଅଭିଯୋଗ ପରଠାରୁ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା। ତାଙ୍କର ଶେଷ ଠିକଣା ଆଗ୍ରାରେ ମିଳିବା ପରେ ପୁଲିସ ଖୋଜିବା ଆରମ୍ଭ କରିଥିଲା। ଆଗ୍ରା ଏବଂ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲା ପୁଲିସ। ପୁଲିସ ସୂଚନା ଅନୁଯାୟୀ, ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାରେ ଚାର୍ଜସିଟ ଦାଖଲ

ଭୁବନେଶ୍ୱର,୨୭/୯: ବହୁଚର୍ଚ୍ଚିତ FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାର ଚାର୍ଜସିଟ ଦାଖଲ କରିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର SDJMଙ୍କ କୋର୍ଟରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରାଯାଇଛି। FM କଲେଜ ଛାତ୍ରୀ ଆତ୍ମାହୁତି ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ସମସ୍ତ ତଥ୍ୟ ଯୋଗାଡ଼ ପରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରିଛି।

ସଂପୂର୍ଣ୍ଣ ପଢନ୍ତୁ

ଧରା ପଡିଲା ଗଞ୍ଜେଇ ବ୍ୟବସାୟୀ , ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ

ଖୋର୍ଦ୍ଧା,୨୬/୯: ଧରା ପଡିଲା ଗଞ୍ଜେଇ ବ୍ୟବସାୟୀ , ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ, ଛୁପାରୁସ୍ତମ ଭାବେ କରୁଥିଲେ ଗଞ୍ଜେଇ ବ୍ୟବସାୟ । ଛଦ୍ମ ବେଶରେ ଗଲେ ଗଞ୍ଜେଇ ବେପାରୀ ଧରିଲେ ଟାଙ୍ଗୀ ଅବକାରୀ ବିଭାଗର ଅଧିକାରୀ । ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଝରିଆ ଗାଁରୁ ଜବତ ହୋଇଛି ଗଞ୍ଜେଇ , ଗିରଫ ହୋଇଛନ୍ତି ଗଞ୍ଜେଇ ବେପାରୀ କିଶୋର ପ୍ରଧାନ ।ଅବକାରୀ କର୍ମଚାରୀଙ୍କୁ ଗଞ୍ଜେଇ ବିକ୍ରୀବେଳେ ଧରାପଡିଲା […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ, ୨ ଜଣ ଗିରଫ

ମାଲକାନଗିରି, ୨୫/୯: ସଦର ପୁଲିସକୁ ବଡ଼ ସଫଳତା ମିଳିଛି। ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଗଂଜେଇ ଚାଲାଣକାରୀକୁ ଗିରଫ କରିଛି କୋରକୋଣ୍ଡା ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ କୋରକୋଣ୍ଡା ସଦର ଆଇଆଇସି ହିମାଂଶୁ ବାରିକଙ୍କ ନେତୃତ୍ବରେ ଏକ ଟିମ ତାର୍ଲାକୋଟା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ। ଚିତ୍ରକୋଣ୍ଡା ପଡରୁ ଆସୁଥିବା ଟାଟା ୧୧୦୯ ଟ୍ରକୁ ଅଟକାଇ ଯାଞ୍ଚ କରୁଥିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀରେ ବାବାଙ୍କ କଳା କାରନାମା: ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ୧୭ ମହିଳା

ନୂଆଦିଲ୍ଲୀ,୨୫/୯: ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଜଣାଶୁଣା ଆଶ୍ରମର ନିର୍ଦ୍ଦେଶକ ଏକ ଡଜନରୁ ଅଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥିଙ୍କ ବିରୋଧରେ ଆର୍ଥିକ ଦୁର୍ବଳ ବର୍ଗରେ ଛାତ୍ରବୃତ୍ତି ସହିତ ସ୍ନାତକୋତ୍ତର ମ୍ୟାନେଜମେଣ୍ଟ ଡିପ୍ଲୋମା ପାଠ୍ୟକ୍ରମ କରୁଥିବା ଛାତ୍ରମାନଙ୍କୁ ହଇରାଣ କରିବା ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି। ପୁଲିସ କହିଛି ଯେ ୩୨ ଜଣ ଛାତ୍ରଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ଧାମନଗର,୨୫/୯: ଭଦ୍ରକଜିଲ୍ଲା ଧାମନଗର ତହସିଲ ଅଧିନସ୍ଥ ରାଧାବଲ୍ଲଭପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟରେ ଭଦ୍ରକ ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଞ୍ଚ ନେବା ଅଭିଯୋଗରେ ଆର.ଆଇ ନଗେନ୍ଦ୍ର କୁମାର ଦାସଙ୍କୁ ଗିରଫ କରିଛି। ପ୍ରକାଶ ଥାଉକି ଧାମନଗର ତହସିଲ ଅଧିନ ରାଧାବଲ୍ଲଭପୁର ରାଜସ୍ୱ ନିରୀକ୍ଷକ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଭଣ୍ଡାରିପୋଖରୀ ତହସିଲରୁ ବଦଳି ହୋଇ କାର୍ଯ୍ୟ କରି ଆସୁଥିଲେ। ରାଜସ୍ୱ ନିରୀକ୍ଷକ ଶ୍ରୀ ଦାସ ଭଗବାନପୁର ପଞ୍ଚାୟତର ପଳିକିରୀ ଗ୍ରାମର ଦୟାନିଧି ମାଝୀଙ୍କ ଠାରୁ ଜମିଜମା ସମ୍ବନ୍ଧୀୟ […]

ସଂପୂର୍ଣ୍ଣ ପଢନ୍ତୁ

ହନିଟ୍ରାପ୍‌ ରାକେଟ୍‌: ବନ୍ଧାହେଲେ ସାମ୍ବାଦିକ, ଖସିଗଲା ପୁଲିସ

ଯାଜପୁର,୨୫/୯: ବଡ଼ଚଣା ଥାନାରେ ବ୍ୟବସାୟୀଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖିବା ଘଟଣାରେ ହନିଟ୍ରାପ୍‌ ରାକେଟ୍‌ର ସମ୍ପୃକ୍ତି ରହିଥିଲା। ଗତକାଲି କଟକ ପୁଲିସ ଏହାର ପର୍ଦ୍ଦାଫାସ କରିବା ସହ ରାକେଟ୍‌ରେ ସାମିଲ ଥିବା ଶୁଭାଶିଷ ସାମନ୍ତରାୟ ନାମକ ଜଣେ ସାମ୍ବାଦିକ, ହିମାଂଶୁ ଶେଖର ଲେଙ୍କା ନାମକ ଜଣେ ଚା ଦୋକାନୀ ଓ ସେମାନଙ୍କ ସହଯୋଗୀ ଭାବେ ଇତିଶ୍ରୀ ମହାନ୍ତି ନାମକ ମହିଳାଙ୍କୁ ଗିରଫ କରିଛି। ଆଜି ମଧ୍ୟ ଘଟଣାର ଅନ୍ୟତମ ଅଭିଯୁକ୍ତ ଭାବେ ଆଉ ଜଣେ ସାମ୍ବାଦିକ […]

ସଂପୂର୍ଣ୍ଣ ପଢନ୍ତୁ

ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ସ୍ଵାମୀକୁ ଆଜୀବନ କାରାଦଣ୍ଡ

ଦେବଗଡ଼,୨୫/୯: ୨୦୧୮ରେ କୁଣ୍ଢେଇଗୋଳା ଥାନାଚଂଳର ସିଆରିମାଳିଆ ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ବିଚାର କରି ଆଜି ଜିଲ୍ଲା ତଥା ଦୌରାଜଜ ଦେବାଶିଷ ରାଉତ ଅଭିଯୁକ୍ତ ସ୍ୱାମୀ ଯୋଗେଶ୍ୱର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟେ ତାଙ୍କୁ ୬ ମାସ ସଶ୍ରମ କାରାଦଣ୍ଡରେ […]

ସଂପୂର୍ଣ୍ଣ ପଢନ୍ତୁ

ଅପହରଣ ବେଳେ ଅଟୋରୁ ଡେଇଁପଡ଼ି ଯୁବତୀ ଗୁରୁତର

ଭୁବନେଶ୍ବର,୨୫/୯: ରାଜଧାନୀରେ ପୁଣି ଏକ ଅପହରଣ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି, ମଙ୍ଗଳବାର ରାତି ପାଖାପାଖି ୭.୪୫ ମିନିଟ୍‌ ସମୟରେ ଯୁବତୀଜଣଙ୍କ ଆଚାର୍ଯ୍ୟବିହାରରୁ ନୂଆପଲ୍ଲୀ ଆସୁଥିଲେ। ଅଟୋଚାଳକ ଜଣଙ୍କ ସର୍ଭିସ୍‌ ରୋଡ୍‌ରେ ଯିବା ବଦଳରେ ଫ୍ଲାଏଓଭର୍‌ ଉପରେ ଦ୍ରୁତଗତିରେ ଆଗକୁ ମାଡ଼ିଚାଲିଥିଲା। ଯୁବତୀଜଣକ, ଚାଳକକୁ ବାଟ ବଦଳାଇବାର କାରଣ ପଚାରିବାରୁ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ହଠାତ୍ ତାଙ୍କ ମୁହଁକୁ ରୁମାଲ୍‌ରେ ଚାପି ଧରିଥିଲେ। ଫଳରେ ଯୁବତୀଜଣକ ପାଟି କରିପାରିନଥିଲେ। ସେ ଛାଟିପିଟି ହେବାରୁ ଦୁର୍ବୃତ୍ତଜଣକ […]

ସଂପୂର୍ଣ୍ଣ ପଢନ୍ତୁ

ଜଳିଲା ଲଦାଖ, ୪ ମୃତ, ୭୨ ଆହତ

ଲେହ,୨୫/୯: ଲଦାଖକୁ ରାଜ୍ୟ ମାନ୍ୟତା ଓ ସମ୍ବିଧାନର ଷଷ୍ଠ ତାଲିକାରେ ଅନ୍ତର୍ଭୁକ୍ତ ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ହିଂସାତ୍ମକ ରୂପ ନେଇଛି। ଲେହରେ ‘ଲେହ ଏପେକ୍ସ ବଡି’ (ଏଲ୍‌ଏବି) ଯୁବ ଶାଖା ଦ୍ୱାରା ଆହ୍ୱାନ କରାଯାଇଥିବା ବନ୍ଦ ସମୟରେ ଆନ୍ଦୋଳନକାରୀମାନେ ବିଜେପି କାର୍ଯ୍ୟାଳୟ ପୋଡ଼ି ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଛାତ୍ର ଓ ପୁଲିସ ବାହିନୀ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଆହତ ହୋଇଛନ୍ତି। ପୁଲିସ ଲୁହବୁହା […]

ସଂପୂର୍ଣ୍ଣ ପଢନ୍ତୁ