ଲାଞ୍ଚ ନେଇ ଧରାପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ୍‌ର କିରାଣି

ପଟ୍ଟାମୁଣ୍ଡାଇ :ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ସୂୂଚନା ଅନୁସାରେ, ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ […]

ସଂପୂର୍ଣ୍ଣ ପଢନ୍ତୁ
Img 20240626 171642 750x430

ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର

କୋରାପୁଟ: ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ସୁନାବେଡ଼ା ମେଡିକାଲରେ। ନାବାଳିକାଙ୍କ ମୃତଦେହକୁ ନେଇ ଆଜି ମେଡିକାଲ୍ କତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ମୃତ ଶିଶୁ ପଟାଙ୍ଗି ଥାନା କୁନ୍ଦୁଲି ଅଞ୍ଚଳର ବୋଲି ପୁଲିସ କହିଛି। ତେବେ ତାଙ୍କ ଅବିଭାବକଙ୍କୁ ଠାବ କରାଯାଇ ନଥିବା ବେଳେ କିଏ ଓ କାହିଁକି ଏହି ମୃତଦେହକୁ ଏଠାରେ ଛାଡ଼ି ଯାଇଛି ତାହା ଜଣା ପଡ଼ିନାହିଁ। ପ୍ରତ୍ୟକ୍ଷଦର୍ଷୀଙ୍କ କହିବା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ତିନି ଟା […]

ସଂପୂର୍ଣ୍ଣ ପଢନ୍ତୁ
Choudwar 1

ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା’ପରେ ଛୁରୀ ଭୁସି ହତ୍ୟା

କଟକ: ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା ପରେ ଛୁରୀ ଭୁସା । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଘଟଣା ଘଟିଛି ଚୌଦ୍ଵାର ଥାନା ଚୁଡ଼ାଖିଆ ଅଞ୍ଚଳରେ । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ତୁମାସିଙ୍ଗା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ମାଝୀ । ସେ ଚୁଡ଼ାଖିଆ ବଜାରରେ ଥିବା ଏକ ଜଳଖିଆ ଦୋକାନରେ ମିଠା ମିସ୍ତ୍ରୀ ଭାବେ କାମ କରନ୍ତି । ପ୍ରଶାନ୍ତଙ୍କର ବଡସାମନ୍ତରାପୁର ଅଞ୍ଚଳର ଦୀପକ ଦେହୁରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ […]

ସଂପୂର୍ଣ୍ଣ ପଢନ୍ତୁ
Kpt 1

ଦୁଇ ନକଲି ନକ୍ସଲ ଗିରଫ

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ ୨ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ଏ ନେଇ ସୂଚନା ଦେଲେ ଜୟପୁର ଏସଡିପିଓ ଅଙ୍କିତ ବର୍ମା । ବାଇକ, ମୋବାଇଲ ଓ ସିମ କାର୍ଡ ଜବତ ହୋଇଛି । ମାଓବାଦୀ ନାଁରେ ଧମକ ଦେଇ ଟଙ୍କା ଡିମାଣ୍ଡ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଫୋନ କରି ଓ ମାଓ ବାଦୀଙ୍କ ଲେଟରପାଡ ବ୍ୟବହାର […]

ସଂପୂର୍ଣ୍ଣ ପଢନ୍ତୁ
Loco Pilot

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା ଛେଣ୍ଡ ଥାନା ପୋଲିସ । ଗତ ୨୩ ତାରିଖରେ ଛେଣ୍ଡ କଲୋନୀ ସ୍ଥିତ ଆରଡିଏ କଲୋନୀରେ ରହୁଥିବା ନିହାର ସରକାର ରାତିରେ ଘର ପାଖର ରାସ୍ତାରେ ବୁଲୁଥିବା ବେଳେ ହଠାତ୍ ଏକ କାରରେ ଆସି ୩ ଦୁର୍ବୃତ୍ତ ଅପହରଣ କରିନେଇଥିଲେ । କାରରେ ଭିତରେ ମାଡ଼ ମାରିବା ସହ ହତ୍ୟା ଧମକ ଦେଇ ଟଙ୍କା ସହ ପିନ୍ଧିଥିବା […]

ସଂପୂର୍ଣ୍ଣ ପଢନ୍ତୁ
Zzzz

ମାଆ ପିଇଲେ ବିଷ, ୪ ବର୍ଷର ପୁଅକୁ ପିଆଇଦେଲେ

ବାରିପଦା : ମାଆ ନିଜେ ବିଷ ପିଇଲେ। ଆଉ ନିଜର ୪ ବର୍ଷର ପୁଅକୁ ବିଷ ପିଆଇ ଦେଲେ। ଉଭୟ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ତେବେ କ’ଣ ପାଇଁ ବିଷ ପିଇଲେ, ତାହା ଜଣାପଡ଼ି ନାହିଁ। ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର। ଉଦଳା ଥାନା ନାବରା କଲୋନୀରେ ବାସ କରନ୍ତି ଆଲୋକ ବାଘଡା। ଆଜି ସକାଳେ ଦିନ ମଜୁଆରୀଆ କାମ କରିବା ପାଇଁ ସେ ଯାଇଥିଲେ। ମଧ୍ୟାହ୍ନରେ ଘରକୁ ଫେରି […]

ସଂପୂର୍ଣ୍ଣ ପଢନ୍ତୁ
Collage E

କଲେଜ ଅଧ୍ୟାପିକାଙ୍କ ମୃତ୍ୟୁର ଫିଟୁନି ରହସ୍ୟ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର : ରହସ୍ୟ ଫିଟୁନି ଘରୋଇ କଲେଜ୍ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣାରୁ । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ରାଜଧାନୀ ତମାଣ୍ଡୋ ଥାନା ଅଧୀନରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ କମ୍ପୁଟର ସାଇନସ୍ ବିଭାଗର ଅଧ୍ୟାପିକା ଥିଲେ ବର୍ଷା ମିଶ୍ର । ତେବେ ଗତ ୧୧ ତାରିଖ ଦିନ କଲେଜ ଚାଲୁଥିବା ସମୟରେ ଅପରାହ୍ନ ୩ ଟା ସମୟରେ ସେ ଛାତରୁ ଖସି ଗୁରୁତର ହୋଇଥିଲେ I ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ […]

ସଂପୂର୍ଣ୍ଣ ପଢନ୍ତୁ
Werwe

ଲାଞ୍ଚନେଇ ଧରାପଡିଲେ ଆରଆଇ ଓ ଏଆରଆଇ

ସୁବର୍ଣ୍ଣପୁର : ଲାଞ୍ଚ ନେବା ହେଲା କାଳ l ଲାଞ୍ଚନେଇ ଧରାପଡିଲେ ଆରଆଇ ଓ ଏଆରଆଇ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ସର୍କଲର ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗ ଆଜି ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ସଂଗ୍ରାମପୁର ଗାଁର ନିତ୍ୟାନନ୍ଦ ପଧାନଙ୍କ ବାପାଙ୍କ ନାମରେ ଏକ ତଦନ୍ତ ରିପୋର୍ଟ ତହସିଲ ଅଫିସକୁ ପଠାଇବା ପାଇଁ ନିତ୍ୟାନନ୍ଦଙ୍କୁ ଆରଆଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ତେବେ ଏନେଇ […]

ସଂପୂର୍ଣ୍ଣ ପଢନ୍ତୁ
Barsha

କଲେଜ ଛାତରୁ ପଡି ଅଧ୍ୟାପିକା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଘଟଣ । କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଛି । ମୃତ ଅଧ୍ୟାପିକା ଜଣଙ୍କ ହେଲେ ବର୍ଷା ମିଶ୍ର । ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଥିଲେ ବର୍ଷା । କଲେଜ୍ ସମୟରେ ଗତ ୧୧ ତାରିଖରେ କଲେଜ ଛାତରୁ ପଡ଼ି ଗୁରୁତର ହୋଇଥିଲେ ବର୍ଷା । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ […]

ସଂପୂର୍ଣ୍ଣ ପଢନ୍ତୁ
1111

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ ଏକ ଘରୋଇ କଲେଜ ନିକଟରେ ହତ୍ୟାକାଣ୍ଡ ହୋଇଛି । ରାସ୍ତା କଡ଼ରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କଲା ପୋଲିସ । ମୃତ ଘର ମାଲିକ ସୁଶାନ୍ତ ଶତପଥୀ । ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ୩୫ ବର୍ଷୀୟ ଏହି ଯୁବକ ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ