ଭାରତରୁ ମାଟିରୁ ପାକିସ୍ତାନକୁ ଚେତାବନୀ ସୁଧୁରିଯା ନ ହେଲେ ଅନ୍ୟ ବାଟ ଅଛି: ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ
ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ଓ ପକିସ୍ତାନ ମଧ୍ୟରେ ସୀମାନ୍ତ ସଂଘର୍ଷ ବଢ଼ିବା ପରେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଆମିର୍ ଖାନ୍ ମୁତ୍ତାକି ରବିବାର ସତର୍କ କରିଛନ୍ତି। ସେ କହିଛନ୍ତି, “ସୀମାନ୍ତରେ ଶାନ୍ତି ପ୍ରୟାସ ବିଫଳ ହେଲେ ଆମେ ଅନ୍ୟ ପଥ ଆପଣାଇବୁ। ପକିସ୍ତାନରେ କିଛି ଲୋକେ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।”ଶନିବାର ରାତିରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆଫଗାନିସ୍ତାନର ତାଲିବାନୀ ସରକାରର ରକ୍ଷା ମନ୍ତ୍ରଣାଳୟ ପୁଷ୍ଟି କରିଛି ଯେ, ସେମାନଙ୍କ ସୈନ୍ୟ […]
ସଂପୂର୍ଣ୍ଣ ପଢନ୍ତୁ