ବିକାଶ ଭବନରେ ପ୍ରବାଦ ପୁରୁଷ ପ୍ରଦ୍ୟୁମ୍ନ ବଳଙ୍କ ୨୭ ତମ ସ୍ମୁତି ଉତ୍ସବ

ମାହାଙ୍ଗା, ୨୧/୧୨: ପ୍ରଖ୍ୟାତ ସମାଜବାଦୀ ନେତା, ପୂର୍ବତନ ସାଂସଦ, ନିର୍ଭିକ ସାମ୍ବାଦିକ,ଓଡ଼ିଆ ଅସ୍ମିତାର ଅଗ୍ରଦୂତ ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୨୭ ତମ ସ୍ମୁତି ଉତ୍ସବ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବାହାହୀପୁର ସ୍ଥିତ ବିକାଶ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗା ସାରସ୍ୱତ ସେବାମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସଭାପତି ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଅଧ୍ୟକ୍ଷତା କରିଥିଲେ l ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ […]

ସଂପୂର୍ଣ୍ଣ ପଢନ୍ତୁ

ନୃସିଂହ ଚରଣ ଦେବତା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ରେ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ ସଦର,୧୯/୧୨: କଟକ ସଦର ୪୨ ମୌଜା ବଉଳକୁଦ ଗ୍ରାମର ସ୍ବର୍ଗତ ନୃସିଂହ ଚରଣ ଦେବତା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ରେ ବଉଳକୁଦ ସ୍କୁଲ ପ୍ରାଙ୍ଗଣ ରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଗ୍ରାମରେ ବସବାସ କରୁଥିବା ଅନୁସୂଚିତ ବର୍ଗର ଛାତ୍ର ଛାତ୍ରୀ ଙ୍କ ଶିକ୍ଷା କୁ ଦୃଷ୍ଟିରେ ରଖି ସ୍କୁଲ ପ୍ରତିଷ୍ଠା କରିବା ରେ ଅତୀତ ର ନିଷ୍ପତି କୁ ଉଜ୍ଜୀବିତ ରଖିବା ପାଇଁ ପ୍ରତିମୂର୍ତ୍ତି କୁ ସ୍କୁଲ ର କୁନି ଛାତ୍ରୀ ମିଲି […]

ସଂପୂର୍ଣ୍ଣ ପଢନ୍ତୁ

ଅଭିନଵ ୪୨ମୌଜା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କଟକ ସଦର, ୨୧/୧୨: ଅଭିନବ ୪୨ମୌଜା ସଂଗଠନ ପକ୍ଷରୁ ଗତ ଶନିବାର ଦିନ ବରାଳ ସ୍ଥିତ ମହେନ୍ଦ୍ର ସ୍ମୃତି ନୀଳକଣ୍ଠ ନାଥ ବିଦ୍ୟାପୀଠ ଠାରେ ଆସନ୍ତା ୧୦ମ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଅଲେଖ ଭୋଇ, ତୃପ୍ତି ରଞ୍ଜନ ପତି, ସତ୍ୟବ୍ରତ ଦିକ୍ଷୀତ, ସ୍ବାଗତ ନାୟକ, ବରିଷ୍ଠ ମହିଳା ସଦସ୍ୟା ଶ୍ରୀମତୀ ତୃପ୍ତିମୟୀ ମହାନ୍ତି, ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ସାହୁ, ବିଶ୍ୱଜିତ୍ ପତି, ଅମିତ୍ […]

ସଂପୂର୍ଣ୍ଣ ପଢନ୍ତୁ

ରାୟଗଡ଼ାରେ ସ୍ଥାପନା ହେବ ଏରୋସ୍ପେସ ଆଣ୍ଡ ଡିଫେନ୍ସ ମେନୁଫକ୍ଟରିଙ୍ଗ ଫାସିଲିଟି

ରାୟଗଡ଼ା, ୨୧/୧୨: ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଅନୁଷ୍ଠିତ‌ ହୋଇଥିବା ମେଗା ରୋଡ ସୋ ଓଡ଼ିଶା ନିବେଶକ ସମ୍ମିଳନୀରେ ରାୟଗଡ଼ା ଠାରେ ଏରୋସ୍ପେସ ଆଣ୍ଡ ଡିଫେନ୍ସ ମେନୁଫକ୍ଟରିଙ୍ଗ ଫାସିଲିଟି ସ୍ଥାପନା ହୋଇଥିବା ନେଇ ଚୁକ୍ତି ହୋଇଥିବା ଜଣାପଡିଛି। ଏହି ଚୁକ୍ତି ସମୟରେ ପ୍ରିମିୟର ଏକ୍ସପ୍ଲୋଜିଭ ଲିମିଟେଡର ପରିଚାଳନା ନିର୍ଦେଶକ ଟି ଭି ଚୌଧୁରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏନେଇ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ବର,୨୧/୧୨: ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ମୃତଦେହ ଦେଖିବା ପରେ ସସପେନ୍ସ ବୃଦ୍ଧି ପାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।ଉଦ୍ଧାର ହୋଇଥିବା ମୃତଦେହର ନାକରୁ ଫେଣ ଓ ପାଟିରୁ ରକ୍ତ ବାହାରୁଥିବାରୁ ସନ୍ଦେହ ଦେଖାଯାଇଛି । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧/୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ ପରାସ୍ତ କରିଛି। ଟାଇଟଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସମୀର ମିନହାସଙ୍କ ଏକ ଧମାକାଦାର ଶତକ ଯୋଗୁଁ ପାକିସ୍ତାନ ୩୪୭ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ବୈଭବ ସୂର୍ୟ୍ୟବଂଶୀ ଏବଂ ଆୟୁଷ ମହାତ୍ରେଙ୍କ ସମେତ ସମସ୍ତ ଷ୍ଟାର ଖେଳାଳି କୌଣସି ପ୍ରଭାବ […]

ସଂପୂର୍ଣ୍ଣ ପଢନ୍ତୁ

ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି, ସୀମା ସୁରକ୍ଷା ବଳ (BSF) ନିଯୁକ୍ତିରେ ୫୦ ପ୍ରତିଶତ ସଂରକ୍ଷଣ

ନୂଆ ଦିଲ୍ଲୀ, ୨୧/୧୨: ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି । ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ସୀମା ସୁରକ୍ଷା ବାହିନୀ, ଜେନେରାଲ ଡ୍ୟୁଟି କ୍ୟାଡର (Non-Gazetted) ନିଯୁକ୍ତି ନିୟମ, ୨୦୧୫ରେ ସଂଶୋଧନ ମାଧ୍ୟମରେ ଏହି ବୃଦ୍ଧି କରାଯାଇଛି।ପ୍ରଥମ ବ୍ୟାଚର ପୂର୍ବତନ ଅଗ୍ନିବୀରମାନେ ବୟସ ସୀମାରେ ୫ବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼, ୨୧/୧୨: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର ଠାବ ହୋଇଛି। ଶିବିରରେ ମାଓବାଦୀ ନ ଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ।ସୂଚନା ଅନୁସାରେ, ଗରିଆବନ୍ଦର ମେନପୁର ଅନ୍ତର୍ଗତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର କରି ରହୁଥିବା ନେଇ ସୁରକ୍ଷା ବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସେହି ଆଧାରରେ ସୁରକ୍ଷା ବଳଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା। ରବିବାର ଜଙ୍ଗଲ ଭିତରୁ ମାଓବାଦୀ ଶିବିର ଠାବ ହୋଇଥିବାବେଳେ ସେଠାରୁ ବହୁ […]

ସଂପୂର୍ଣ୍ଣ ପଢନ୍ତୁ

ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ

ଭୁବନେଶ୍ୱର, ୨୧/୧୨: ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ଓଡ଼ିଶାରେ ନାରୀଶିକ୍ଷାର ବିକାଶ ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଶୈଳବାଳା ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।ଶିକ୍ଷାର ବିକାଶ […]

ସଂପୂର୍ଣ୍ଣ ପଢନ୍ତୁ

ରାହାମା ଫରେଷ୍ଟ ରେଞ୍ଜର ଗିରଫ

ଜଗତସିଂହପୁର, ୨୧/୧୨: ଗିରଫ ହେଲେ ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର। ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ରେଞ୍ଜରଙ୍କ ସାମନ୍ତରାପୁର , ଚାଟରାରେ ଥିବା ବାସଭବନ ଓ ସାଁପୁରରେ ଥିବା ତାଙ୍କ ଆବାସିକ କାର୍ଯ୍ୟାଳୟରେ ଏକକାଳୀନ ଚଢଉ କରାଯାଇଥିଲା। ରେଞ୍ଜରଙ୍କର ଦୁଇଟି କୋଠା ସହ ୫ଟି ମୂଲ୍ୟବାନ୍ ପ୍ଲଟ୍ ଠାବ ହୋଇଛି। ୨୫୦ ଗ୍ରାମ୍ ସୁନା ସହ ନଗଦ ୩.୬୯ […]

ସଂପୂର୍ଣ୍ଣ ପଢନ୍ତୁ