ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ କ୍ୟାଲେଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡରଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଗୁରୁବାର ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଉଭୟ କ୍ୟାଲେଣ୍ଡରରେ ବାଲୁକା କଳା, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ ଏବଂ ପାରମ୍ପରିକ ପଥର ଖୋଦେଇ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଆଇଆଇସି

କୋରାପୁଟ, ୧୮/୧୨: ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ। ମାମଲାର ରଫାଦଫା କରିବାକୁ ଥାନା ଅଧିକାରିଣୀ ସୁକ୍‌ମା ହାଁସଦା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଥାନାରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଛି। ଦଶମନ୍ତପୁର ଥାନା ଭିତରେ ଆଇଆଇସିଙ୍କୁ ଜୟପୁର ଭିଜିଲାନ୍ସ ଟିମ୍‌ ଅଧିକ ପଚରାଉଚରା କରୁଛି।

ସଂପୂର୍ଣ୍ଣ ପଢନ୍ତୁ

ବିଧାୟକଙ୍କ ଦରମା ବୃଦ୍ଧି ପୁନବିର୍ଚାର ପ୍ରସ୍ତାବ

ଭୁବନେଶ୍ଵର, ୧୮/୧୨: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି ହୋଇଛି। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନବିର୍ଚାର ପାଇଁ ପ୍ରସ୍ତାବ ଦିଆଯାଇଛି। ସମସ୍ତ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଇଛନ୍ତି। ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ଓ ବିଧାୟକମାନେ […]

ସଂପୂର୍ଣ୍ଣ ପଢନ୍ତୁ

ଆହାର କେନ୍ଦ୍ରରୁ ବନ୍ଧୁକ ଜବତ

ବାଲେଶ୍ଵର, ୧୮/୧୨: ବାଲେଶ୍ଵର ଜିଲ୍ଲା ସୋର ଥାନା ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଭିତରୁ ବନ୍ଧୁକ ଜବତ ହୋଇଛି। ଆହାର କେନ୍ଦ୍ରରେ ଜଣେ ଯୁବକ ଖାଉଥିବାବେଳେ ତାଙ୍କ ପାଖରେ ବନ୍ଧୁକ ଥିବା ସିକ୍ୟୁରିଟି ଦେଖିବାକୁ ପାଇଥିଲେ। ପରେ ସିକ୍ୟୁରିଟି ଏବଂ ଆହାର କେନ୍ଦ୍ରର କର୍ମଚାରୀ ଯୁବକଙ୍କଠୁ ବନ୍ଧୁକ ଆଣିବା ବେଳେ ଯୁବକ ଜଣକ ପାଚେରୀ ଡେଇଁ ଫେରାର୍‌ ହୋଇଯାଇଥିଲେ। ପୁଲିସ୍‌ ଯୁବକଙ୍କୁ ଧରି ଥାନାରେ ଅଟକ ରଖିଛି। ତେବେ ଯୁବକ ଜଣକ କାହିଁକି ବନ୍ଧୁକ ଧରି […]

ସଂପୂର୍ଣ୍ଣ ପଢନ୍ତୁ

ଶାଶୁ ବୋହୂ କଳିରେ ପିଉସୀ ଶାଶୁ ମୃତ

ଜଗତସିଂହପୁର, ୧୮/୧୨ : ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ମୃତକ ସବିତା ବିଶ୍ଵାଳ(୫୫) ବୋଲି ଜଣାପଡିଛି। ଜଗତସିଂହପୁର ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଛି। ଓଡିଶୋ ଗାଁର ସ୍ଵର୍ଣ୍ଣଲତା ସ୍ଵାଇଁ ଏବଂ ତାଙ୍କ ବୋହୂ ଐଶ୍ଵର୍ଯ୍ୟା ରାୟଙ୍କ ମଧ୍ୟରେ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଘଟଣାର ସମାଧାନ […]

ସଂପୂର୍ଣ୍ଣ ପଢନ୍ତୁ

କୋରାପୁଟର ଦୁର୍ଗମ ଅଞ୍ଚଳରେ ମାନବିକତାର ମହକ: ଆଦିବାସୀଙ୍କ ମୁହଁରେ ହସ ଫୁଟାଇଲେ କଲ୍ୟାଣ ଫାଉଣ୍ଡେସନର କର୍ମି

କୋରାପୁଟ, (ପ୍ରଦିପ ଦାସ): କୋରାପୁଟର ହାଡ଼ଭଙ୍ଗା ଶୀତ ଓ ଘଞ୍ଚ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ନିଦର୍ଶନ। ସହରର ଚାକଚକ୍ୟ ଠାରୁ ବହୁ ଦୂରରେ ଥିବା ବନ୍ଧୁଗାଁ, ନାରାୟଣ ପାଟଣା ଓ ଲକ୍ଷ୍ମୀପୁର ଘାଟିର ଗୁମାଣ୍ଡି ପଞ୍ଚାୟତର ଇଗୁ ମାକଡି, ଭିତର ପଢ଼ା, ତାଲୁଗୁ ମାଣ୍ଡି, ଦୁଃଖୁଡି ଘାଟି, ବରିମାଟିଆ ସାହି, ବିଜା ଘାଟି ପଞ୍ଚାୟତର ଅମ୍ବାଲି ଅମ୍ବା ଗୁଡ଼ା, କୁମ୍ଭ୍।ରୀ ପଞ୍ଚୟତର ଭିତର ଖିଲୁଆ, ବନ୍ଧୁଗାଁ ବ୍ଲକର କୁମ୍ଭା […]

ସଂପୂର୍ଣ୍ଣ ପଢନ୍ତୁ

୪୫୨ଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା

ଭୁବନେଶ୍ବର, ୧୭/୧୨: ରାଜ୍ୟବ୍ୟାପୀ ଆଜି ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିବା ସୂଚନା ମିଳିଛି। ପରୀକ୍ଷାରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ପ୍ରଥମ ସିଟିଂ ୯ଟାରୁ ସାଢ଼େ ୧୧ଟା ଯାଏ ଚାଲିବ। ଏଣେ ଦ୍ବିତୀୟ ସିଟିଂର ସମୟ ରହିଛି ଅପରାହ୍ଣ ୨ଟାରୁ ସାଢ଼େ ୪ଟା ବୋଲି ଜଣାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

କାନ୍ଥ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ବ୍ରହ୍ମଗିରି, ୧୭/୧୨: ପୁରୀଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ତନ୍ତକେରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଗର କାଣ୍ଡୀ ନାମକ ଜଣେ ବୃଦ୍ଧ ନିଜର ଏକ ପୁରୁଣା ଘରର କାନ୍ଥକୁ ଶିଡ଼ି ପକାଇ ଭାଙ୍ଗୁଥିବା ବେଳେ ହଠାତ୍ ଶିଡ଼ିଟି କାନ୍ଥରୁ ଖସିପଡ଼ିଥିଲା। ଫଳରେ ସାଗର ତଳେ ପଡ଼ିଯାଇଥିଲେ। ସେଥି ସମୟରେ ସେହି ଭଙ୍ଗା କାନ୍ଥଟି ସାଗରଙ୍କ ଉପରେ ପଡ଼ିଯାଇଥିଲା। ସାଗର କାନ୍ଥ ତଳେ ଚାପି ହୋଇଯାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ କାନ୍ଥକୁ ଭାଙ୍ଗି […]

ସଂପୂର୍ଣ୍ଣ ପଢନ୍ତୁ

ହାସିନାଙ୍କ ମନ୍ତବ୍ୟ: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବାଂଲାଦେଶର ସମନ

ଢାକା,୧୭/୧୨: ବାଂଲାଦେଶରେ ଗତ ଅଗଷ୍ଟରେ ହିଂସାତ୍ମକ ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତକୁ ପଳାୟନ କରିଥିବା ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା(୭୮)ଙ୍କୁ ନଭେମ୍ବରରେ ସେଠାକାର ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ମାନବତା ବିରୋଧରେ ଅପରାଧ ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା, ଏବଂ ଦେଶକୁ ଧ୍ୱଂସ କରିବା ଲାଗି ଆତଙ୍କବାଦୀଙ୍କୁ ମୁକ୍ତ କରୁଥିବା ହାସିନା ଅଭିଯୋଗ ଆଣିଥିଲେ। ତାଙ୍କ ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ବାଂଲାଦେଶ […]

ସଂପୂର୍ଣ୍ଣ ପଢନ୍ତୁ

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୭/୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ ଓପନିଂ ମ୍ୟାଚ ଖେଳାଯାଉଛି କି ନା ତାହା ଉପରେ ଅନେକ ଲକ୍ଷ୍ୟ ରଖିଛନ୍ତି। ନିୟମାନୁସାରେ ଆଇପିଏଲ୍‌ ୨୦୨୫ ଟାଇଟଲ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ହୋମ୍‌ ଗ୍ରାଉଣ୍ଡ ଏମ୍‌. ଚିନ୍ନାସ୍ୱାମୀ ଷ୍ଟଠାଡିୟମରେ ଓପନିଂ ମ୍ୟାଚ ଖେଳାଯିବ। ହେଲେ ତାହା ସ୍ଥର ହୋଇ ନାହିଁ। । ଯଦିଓ ଏହି ଭେନ୍ୟୁ କର୍ନାଟକ […]

ସଂପୂର୍ଣ୍ଣ ପଢନ୍ତୁ