ଆଦିବାସୀ ଇଲାକାରେ ଅଜଣା ରୋଗ! ୧୫ଦିନରେ ଗଡ଼ିଲାଣି ୧୦ମୁଣ୍ଡ
ବାଲେଶ୍ଵର, ୨୫/୧୨: ଆଦିବାସୀ ଇଲାକାରେ ଏବେ ହାହାକାର ପରିସ୍ଥିତି । ଅଜଣା ରୋଗ ବ୍ୟାପିବା ଯୋଗୁଁ ଏବେ ସମସ୍ତେ ଚିନ୍ତାରେ । ମାତ୍ର ଗୋଟିଏ ପଞ୍ଚାୟତରେ ୧୫ଦିନ ଭିତରେ ୧୦ରୁ ଅଧିକ ଆଦିବାସୀଙ୍କ ମୁଣ୍ଡ ଗଡ଼ିଲାଣି । ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଇଲାକାର ଲୋକଙ୍କୁ ପ୍ରାୟ ୮/୧୦ଦିନ ଧରି ଜ୍ୱର ଲାଗି ରହୁଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଏମାନେ ନିୟମିତ ଔଷଧ ଖାଇବା ସହ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି […]
ସଂପୂର୍ଣ୍ଣ ପଢନ୍ତୁ