ଇଡି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମମତାଙ୍କ ରାଲି ଆରମ୍ଭ

କଲକାତା, ୯/୧: କଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଲି ଆରମ୍ଭ କରିଛନ୍ତି । ଇଡି ଚଢାଉକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ଟିଏମସି । ଟିଏମସିର ବରିଷ୍ଠ ନେତା ଓ ଶହ ଶହ କର୍ମୀ, ସମର୍ଥକମାନେ ଏକ ଶୋଭାଯାତ୍ରାରେ ବାହାରି ଇଡିର କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି । ଆଜି ସକାଳେ ଦିଲ୍ଲୀରେ ଟିଏମସି ସାଂସଦମାନେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଶାନ୍ତିପୂର୍ଣ୍ଣ ଧାରଣା ଓ ଇଡିର କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ

ପିୟୁସିସି ପ୍ରସଙ୍ଗରେ ସରକାରଙ୍କୁ ଉଚ୍ଚ ଅଦାଲତ ଝଟକା

ଭୂବନେଶ୍ଵର, ୯/୧: ପ୍ରଦୂଷଣ ପ୍ରମାଣପତ୍ର ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚ ଅଦାଲତଙ୍କ ବଡ଼ ଝଟକା । ମୋଟର ଯାନ ଆଇନ ଉଲଙ୍ଘନ ଅଭିଯୋଗରେ ପରିବହନ ପ୍ରାଧିକରଣକୁ ନୋଟିସ । ପିୟୁସିସି ପ୍ରସଙ୍ଗରେ ପରିବହନ ସଚିବ ଓ ରାଜ୍ୟ ପରିବହନ ପ୍ରାଧିକରଣକୁ ଜବାବ ମାଗିଲା ଉଚ୍ଚ ଅଦାଲତ । ମୋଟର ଯାନ ଆଇନ ଉଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ଉଭୟଙ୍କୁ ନୋଟିସ ଜାରି କରିଛି ଉଚ୍ଚ ଅଦାଲତ । ୧୫ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଦ୍ଵାଦଶାହ ତିଥିରେ ସ୍ଵର୍ଣ୍ଣଲତା ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ମାହାଙ୍ଗା, ୮/୧: ପଲ୍ଲୀସାହି ପଞ୍ଚାୟତ ଧାରୋ ଶ୍ୟାମସୁନ୍ଦରପୁର ଗ୍ରାମର ଆଦର୍ଶ ମହିଳା, ଧର୍ମପ୍ରାଣା ସ୍ଵର୍ଣ୍ଣଲତା ସରଣଙ୍କ ଦ୍ଵାଦଶାହ ତିଥିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସ୍ମୁତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗୀୟା ସ୍ଵର୍ଣ୍ଣଲତା ଦେବୀଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋଚନା କରି ତା’ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହି ସ୍ମୁତି ଉତ୍ସବରେ ମାହାଙ୍ଗା ବ୍ଲକ ଆତ୍ମାର ଅଧ୍ୟକ୍ଷ କିଶୋର କୁମାର ରାଉତ,ସମାଜସେବୀ ହିମାଂଶୁ […]

ସଂପୂର୍ଣ୍ଣ ପଢନ୍ତୁ

ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ସଙ୍ଘ ର ସମାବେଶ

ଝଙ୍କଡ଼, ୮/୧: ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଘର ଏକ ମିଳିତ ସମାବେଶ କନକପୁର ପଞ୍ଚାୟତର ତରାପୁର ସ୍ଥିତ ତରାଦେବୀ ମନ୍ଦିର ପ୍ରାଙ୍ଗଣରେ ତିର୍ତ୍ତୋଲ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ତଥା ଶିକ୍ଷକ ସଂଘ ସଂଗ୍ରାମ ସାଥୀ ଅକ୍ଷୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଅତିଥି ଉପଦେଷ୍ଟା ରାଜ କିଶୋର ଦାଶ, କୁଜଙ୍ଗ ବ୍ଲକ ସଭାପତି ପ୍ରଫୁଲ୍ଲ ମହାପାତ୍ର, ଉପ ଦେଷ୍ଟା ବାବୁରାମ ଚୌଧୁରୀ, କାର୍ଯ୍ୟକାରୀ ସଭାପତି […]

ସଂପୂର୍ଣ୍ଣ ପଢନ୍ତୁ

ସ୍କୁଟି ଉପରେ ଚଢ଼ିଗଲା ହାଇଓ୍ବା

ଜଳେଶ୍ଵର, ୮/୧: ଜଳେଶ୍ଵର -ରାଜଘାଟ ଓଟି ରୋଡର ମହମ୍ମଦ ନଗର ପାଟଣା ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବେଲପାଳ ନିକଟରେ ଚୋରାରେ ମହଜୁଦ ରଖାଯାଇଥିବା ବାଲି ଆଣିବାକୁ ଯାଉଥିବା ଏକ ହାଇଓ୍ବା ସ୍କୁଟି ଉପରେ ମାଡ଼ିଗଲା। ଫଳରେ ମହମ୍ମଦ ନଗର ପାଟଣା ଗାଁ ଶଙ୍କର ଲାଲ ଦେଙ୍କ ଝିଅ ଲାବଣ୍ୟପ୍ରଭା ଭୂୟାଁ (୩୬) ଗୁରୁତର ହୋଇଛନ୍ତି। ତାଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାବଣ୍ୟ ସ୍ଥାନୀୟ ବାଘାବାଳି ସ୍ଥିତ ଜ୍ଞାନ ମନ୍ଥର ପବ୍ଲିକ ଇଣ୍ଟରନ୍ୟାସନାଲ […]

ସଂପୂର୍ଣ୍ଣ ପଢନ୍ତୁ

ଟାୱାର ଉପରେ ଯୁବକ ନାକେଦମ ଅଗ୍ନିଶମ

ସୁବର୍ଣ୍ଣପୁର, ୮/୧: ଟାୱାର ଉପରେ ଦୀର୍ଘ ସମୟ ଧରି ଚଢି ରହିଛନ୍ତି ଯୁବକ । ଅଗ୍ନିଶମ ବିଭାଗର ବଢ଼ାଇଛନ୍ତି ଚିନ୍ତା । ଦୀର୍ଘ ସମୟ ଧରି ଟାୱାର ଉପରେ ଜଣେ ଯୁବକ ଚଢି ରହିଛନ୍ତି । ଦୀର୍ଘ ସମୟ ଧରି ଟାୱାରରୁ ଓହ୍ଲାଉ ନଥିବାରୁ ଅଗ୍ନିଶମ ବିଭାଗର ଚିନ୍ତା ବଢ଼ାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏହି ଘଟଣା ଦେଖିବାକୁ ମିଳିଛି । ତରଭା […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷାବିତ ରବି ସାହୁଙ୍କ ୮୧ ତମ ଜନ୍ମ ଜୟନ୍ତୀ

ମାହାଙ୍ଗା, ୮ /୧: ବିଶିଷ୍ଟ ଶିକ୍ଷାବିତ୍,ସମାଜସେବୀ ଓ ପ୍ରାକ୍ତନ ମାହାଙ୍ଗା ବ୍ଲକ କଂଗ୍ରେସ କମିଟିର ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ୮୧ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ମାହାଙ୍ଗାର ଗୌରବମୟ ପୀଠ ସହିଦଭବନ, ମଣିଯୋରି ଠାରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଯୁବନେତା ସେକ ମସୁଦ ଅଲି ଅଧ୍ୟକ୍ଷତା କରିଥିଲେ l ଉତ୍ସବରେ ମୁଖ୍ୟଅତିଥି ଭାବେ କଟକ କଳା ବିକାଶ କେନ୍ଦ୍ର ସଭାପତି ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ଯୋଗଦେଥିଲେ l ଅନ୍ୟ ମାନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସସ୍ମିତା ସାହିତ୍ୟ ସଂସଦ ର ସପ୍ତମ ସାରସ୍ୱତ ପର୍ବ

ଝଙ୍କଡ଼, ୮/୧: କୁଜଙ୍ଗବ୍ଲକ, ପଣ୍ଡୁଆ ପଞ୍ଚାୟତ ଅଧିନ ପୋଡାକାନ୍ଥି ଗ୍ରାମରେ ସସ୍ମିତା ସାହିତ୍ୟ ସଂସଦ ର ସପ୍ତମବାର୍ଷିକ ସାମ୍ବତ୍ସରିକ ସାରସ୍ୱତ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପାଲାସଂସ୍କୃତି ଗବେଷକ ଡ଼ ସନ୍ତୋଷ କୁମାର ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ଡଃ ପ୍ରତିଭା ମହାରଥୀ ଯୋଗଦେଇଥିବାବେଳେ ଝଙ୍କଡ଼ରତ୍ନ ଗୋଲକ ବିହାରୀ ପଲାଇ ସଭାପତିତ୍ବ କରିଥିଲେ l ସମ୍ମାନିତଅତିଥି ଭାବେ ଅଶୋକ କୁମାର ଲେଙ୍କା, ଗବେଷକ ମହେନ୍ଦ୍ର ଆଚାର୍ଯ୍ୟ, […]

ସଂପୂର୍ଣ୍ଣ ପଢନ୍ତୁ

ସାରସ୍ୱତ ପରିଷଦ ପକ୍ଷରୁ, ଆସ ଭେଟିବା ଆମ ପିଲାଙ୍କୁ କାର୍ଯ୍ୟକ୍ରମ

ଝଙ୍କଡ଼, ୮/୧: ତିର୍ତ୍ତୋଲ ବ୍ଲକ ମୂଳିସିଂହ ପଞ୍ଚାୟତ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ପରିସରରେ, ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୂଲ୍ୟରେ ଗତ ବୁଧବାର ଦିନ, “ଆସ ଭେଟିବା ଆମ ପିଲାଙ୍କୁ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପରିଷଦର ସଭାପତି ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉଣେଇଶ ଜଣ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ, ସେମାନଙ୍କ ମଧ୍ୟରୁ ଛଅ ଜଣ କୃତି ଛାତ୍ରଛାତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

କୋଭିଡ୍ ଟିକା ତଥ୍ୟ ନେଇ ଡିପିଆଇଆଇଟିକୁ ସତ୍ୟପାଠ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ, ୮/୧: ମହାମାରୀ ସମୟରେ କୋଭିଡ୍ ଟିକା ତଥ୍ୟର ସୂଚନା ଉପଲବ୍ଧ ନଥିବା କହିଥିବା ନେଇ କେନ୍ଦ୍ର ସୂଚନା ଆୟୋଗ ଡିପିଆଇଆଇଟିକୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମହାବୀର ସିଂହ ଶର୍ମାଙ୍କ ଦ୍ବାରା ଦାୟର ଏକ ସୂଚନା ଅଧିକାର(ଆରଟିଆଇ)ର ଶୁଣାଣି ସମୟରେ ଏହି ନିର୍ଦେଶ ଦିଆଯାଇଛି। ଏଥିରେ ମହାବୀର ୨୦୨୦ ଓ ୨୦୨୧ ରେ କୋଭିଡ୍ ୧୯ ଟିକାର ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ […]

ସଂପୂର୍ଣ୍ଣ ପଢନ୍ତୁ