ଆଧୁନିକ ଓଡିଶାର ନିର୍ମାତା ଥିଲେ ଡଃ ହରେକୃଷ୍ଣ ମହତାବ
ଝଙ୍କଡ଼, ୨/୧: ଓଡିଶାର ବିଚକ୍ଷଣ ରାଜନୈତିକ, ଐତିହାସିକ, ସାହିତ୍ୟିକ, ବିଶିଷ୍ଟ ସାମ୍ବାଦିକ ଓ ସର୍ବୋପରି ନବଉତ୍କଳ ର ନିର୍ମାତା ଥିଲେ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ l ତାଙ୍କର ଅଣଚାଳିଶିତମ ଶ୍ରାଦ୍ଧବାର୍ଷିକ ପାଳନ ଉପଲକ୍ଷେ ଆୟୋଜିତ ସଭାରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତପ୍ରକାଶ କରିଛନ୍ତି l ଖବର ଅନୁଯାଇ ଗତ ଶୁକ୍ରବାରଦିନ, ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ଏହି ସଭା, ଜଗତସିଂହପୁର ସାରସ୍ୱତ ପରିଷଦ […]
ସଂପୂର୍ଣ୍ଣ ପଢନ୍ତୁ