ନିଟ୍-ୟୁଜି ପେପର୍ ଲିକ୍ ମହାଘୋଟାଲା: ୩୦ ଲକ୍ଷରେ ବିକ୍ରି ହେଉଛି ପିଲାଙ୍କ ଭବିଷ୍ୟତ, ରାଜରାସ୍ତାରେ ନିଆଁ ଓ ବିକ୍ଷୋଭ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ହଙ୍ଗାମା, ବିକ୍ଷୋଭ ଓ ପ୍ରତିବାଦର ସ୍ୱର। ଦେଶର ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି। କାରଣ ଗୋଟିଏ ପ୍ରଶ୍ନପତ୍ରର ଦାମ୍ ଲାଗିଛି ୩୦ ଲକ୍ଷ ଟଙ୍କା। ନିଟ୍-ୟୁଜି (NEET-UG) ପରୀକ୍ଷାରେ ପେପର୍ ଲିକ୍ ଘଟଣାକୁ ନେଇ ଏବେ ସାରା ଦେଶ ଉଠୁଛି ପଡ଼ୁଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ସମ୍ମୁଖରୁ ଆରମ୍ଭ କରି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି […]
ସଂପୂର୍ଣ୍ଣ ପଢନ୍ତୁ