ଦରିଦ୍ରନାରାୟଣ ସେବାସଂଘର ଚତୁର୍ଥ ଅଧିବେଶନ

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, ତୁଳଙ୍ଗ ପଞ୍ଚାୟତ ର ଓରବା ସ୍ଥିତ ଶ୍ରୀ ଶ୍ରୀ ନୀଳମାଧଵଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି l ସଂଘର ସ୍ଥାୟୀ ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉପଲକ୍ଷେ ଆଲୋଚନାଚକ୍ରରେ, ସାଙ୍ଗଠନିକ ଦକ୍ଷତାବିକାଶ, ଅଧିକ ରୁ ଅଧିକ ଦରିଦ୍ରନାରାୟଣ, ଅସହାୟ, ଅସମର୍ଥ ଓ ବିପନ୍ନ ଅବସ୍ଥାରେ ଦୁଃଖକଷ୍ଟ ରେ ଜୀବନ ଅତିବାହିତ କରୁଥିବା, ଲୋକମାନଙ୍କୁ ସଂଘୀୟ ସାହାଯ୍ୟ ଯୋଗାଇ ଦେବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇ, ସର୍ବସମ୍ମତି କ୍ରମେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରକୃତି ବନ୍ଧୁ – ପ୍ରଦ୍ୟୁମ୍ନ ରଥଙ୍କ ଆଦର୍ଶ ବିବାହକୁ ନେଇ ଚର୍ଚ୍ଚା

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅଞ୍ଚଳ ରେ ଏକ ଆଦର୍ଶ ବିବାହ ଉତ୍ସବ ଦେଖିବାକୁ ମିଳିଥିଲା। ବର ପ୍ରକୃତି ବନ୍ଧୁ ପ୍ରଦ୍ୟୁମ୍ନ ରଥ ଙ୍କ ସହିତ କନ୍ୟା ଶୁଭସ୍ମିତା ଦାସ ଙ୍କର ନିମକଣା କଲ୍ୟାଣ ମଣ୍ଡପ ର ବିବାହ ଉତ୍ସବ ରେ ବର କନ୍ୟା ଙ୍କ ପକ୍ଷରୁ କୌଣସି ପ୍ରକାର ବାଜା, ବାଣ ଓ ରୋସଣୀ ବ୍ୟବସ୍ଥା କରାଯାଇ ନ ଥିଲା ଏବଂ କନ୍ୟା ଘର ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱାତ୍ତିକ ଖାଦ୍ୟର ସୁ ବନ୍ଦୋବସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଭୂମିପୁତ୍ରର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ମାହାଙ୍ଗା  : ସଂସ୍କୃତି ବିଭାଗ ଏବଂ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଭୂମିପୁତ୍ର” ର ମିଳିତ ସହଯୋଗରେ ଲୋକକଳା ମହୋତ୍ସବ-୨0୨୬ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପୋଡାମରାଇ ପଞ୍ଚାୟତରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ସ୍ତମ୍ଭକାର ବିଧାନ ଚନ୍ଦ୍ର ସାମଲ ଯୋଗଦେଇ ଲୋକକଳାର ଗାରିମାମୟ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଲୋକ ମହୋତ୍ସବରେ ଓଡ଼ିଆ ସଂସ୍କୃତି […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠୁ ବଙ୍ଗ ଭୟମୁକ୍ତ ଏବଂ ବିକାଶ ପ୍ରତି ଆତ୍ମବିଶ୍ୱାସୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏବଂ କହିଛନ୍ତି ଯେଉଁମାନେ ମୋତେ ଦେଖିପାରୁନାହାଁନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି, ମୋ କଥା ଶୁଣନ୍ତୁ ଏବଂ କାହାକୁ ଆଗକୁ ବଢ଼ିବାକୁ ଦିଅନ୍ତୁ ନାହିଁ। ଆଜି […]

ସଂପୂର୍ଣ୍ଣ ପଢନ୍ତୁ

କେରଳରେ ୩ ଆସନ ଜିତିଲା ବିଜେପି

କେରଳ:କେରଳରେ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ ବହୁମତ ହାସଲ କରିଛି। ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ। କେରଳରେ ଜନାଦେଶ ସପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ। ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ  ୟୁଡିଏଫ  କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି ।କେରଳମରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ କ୍ଲିନ୍ ସୁଇପ୍ କରିବାକୁ ଯାଉଥିବା ବେଳେ ୩ଟି ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ। ସେମାନଙ୍କ ମଧ୍ୟରେ ଅଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ତାମିଲନାଡ଼ୁରେ ବିଜୟଙ୍କ ଚମତ୍କାର ବିଜୟ

ଚେନ୍ନାଇ : ଦୀର୍ଘ ୫୦ରୁ ଅଧିକ ବର୍ଷ ଧରି ଦ୍ରାବିଡ଼ ରାଜନୀତିର ଗଡ଼ ଥିବା ତାମିଲନାଡ଼ୁରେ ଏବେ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେର ଦବ୍‌ଦବା ରହି ଆସିଥିବା ତାମିଲନାଡ଼ୁରେ ବିଜୟଙ୍କ ଦମ୍‌ଦାର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଡିଏମ୍‌କେକୁ ପଛରେ ପକାଇ ବିଜୟଙ୍କ ଟିଭିକେ (ତାମିଲଗା ଭେଟ୍ରି କାଜାଗମ୍‌) ତାମିଲନାଡ଼ୁରେ ବାଜି ମାରିନେଇଛି। ଟିଭିକେ ରାଜ୍ୟରେ ସବୁଠାରୁ ବଡ଼ ଶକ୍ତିଭାବେ ଉଭା ହୋଇ ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେର ଦୀର୍ଘକାଳୀନ ପ୍ରଭାବକୁ ଭାଙ୍ଗି […]

ସଂପୂର୍ଣ୍ଣ ପଢନ୍ତୁ
783249 Mamata Sad S

ଭବାନୀପୁର ଆସନ ବଞ୍ଚାଇପାରିଲେନି ମମତା; ଶୁଭେନ୍ଦୁଙ୍କ ଠାରୁ ହାରିଗଲେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବଡ଼ ବିପର୍ଯ୍ୟୟ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେପି ୧୭୭ଟି ଆସନରେ ବିଜୟୀ ହୋଇଛି ଏବଂ ୩୧ଟି ଆସନରେ ଆଗୁଆ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭବାନୀପୁର ଆସନକୁ ମଧ୍ୟ ମମତା ବାନାର୍ଜୀ ସୁରକ୍ଷିତ କରିପାରି ନାହାନ୍ତି। ଏଠାରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ହାତରେ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ, ଭବାନୀପୁରରୁ ମମତା ବାନାର୍ଜୀ ପୂର୍ବରୁ ୩ ଥର ବିଜୟୀ ହୋଇଥିଲେ। ଭବାନୀପୁରରେ […]

ସଂପୂର୍ଣ୍ଣ ପଢନ୍ତୁ

ପଶ୍ଚିମବଙ୍ଗ ବିଜୟ ସହ ଏନ୍‌ଡିଏ ଶାସିତ ରାଜ୍ୟ ସଂଖ୍ୟା ୨୧କୁ ବୃଦ୍ଧି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୀର୍ଘ ୧୫ ବର୍ଷର ଟିଏମ୍‌ସି ଶାସନ ପରେ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସଠାରୁ ବଙ୍ଗଳା ଛଡ଼ାଇ ନେଇଛି। ପଶ୍ଚିମବଙ୍ଗ ବିଜୟ ସହ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟର ନେତୃତ୍ବ ୨୧ଟି ରାଜ୍ୟକୁ ବୃଦ୍ଧି ପାଇଛି। ଏହାର ଅର୍ଥ ଏନ୍‌ଡିଏ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକର ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କେନ୍ଦ୍ରରେ ପ୍ରମୁଖ ବିରୋଧୀ ମେଣ୍ଟ ତଥା ଇଣ୍ଡି ମେଣ୍ଟ ତାମିଲନାଡ଼ୁରେ ପରାଜି ହୋଇଥିଲେ ସୁଦ୍ଧା କେରଳରେ ଜିତିବା ପରେ ଦେଶର […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ଚନ୍ଦନ ଯାତ୍ରା ମହୋତ୍ସବର ଦ୍ୱିତୀୟ ଓ ତୃତୀୟ ସନ୍ଧ୍ୟା

ଝଙ୍କଡ଼ :  ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପବିତ୍ର ଚନ୍ଦନଯାତ୍ରା ଓ ଚାପଖେଳ ଉପଲକ୍ଷେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଚନ୍ଦନଯାତ୍ରା ମହୋତ୍ସବ 2026 ଉପଲକ୍ଷେ, ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଭଜନ ଅନୁଷ୍ଠାନ ତରଫରୁ, ପ୍ରତ୍ୟେହ ସନ୍ଧ୍ୟାରେ ଭକ୍ତିସଙ୍ଗୀତର ଆସର, ମାଆଙ୍କର ଏହି ରମଣୀୟ ଚନ୍ଦନଯାତ୍ରା କୁ ଉତ୍ସବମୁଖରିତ କରିଛି l ଏହି ଅବସରରେ ଦ୍ୱିତୀୟ ସନ୍ଧ୍ୟାରେ ସପ୍ତକ ମି୍ୟୁଜିକ କଟକ ର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ, ସଙ୍ଗୀତନିର୍ଦ୍ଦେଶକ ସୁଧାକର ମୁଦୁଲି […]

ସଂପୂର୍ଣ୍ଣ ପଢନ୍ତୁ

ବୁଦ୍ଧ ପୂର୍ଣ୍ଣିମାରେ ମତ୍ତଗଜପୁରରେ ଭବ୍ୟ ବୁଦ୍ଧ ମୂର୍ତ୍ତି ସ୍ଥାପନl

ଝଙ୍କଡ :  ବୁଦ୍ଧ ପୂର୍ଣ୍ଣିମା ଅବସରରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତର ମତ୍ତଗଜପୁର ଗ୍ରାମରେ ଜଗତଜ୍ୟୋତି ତଥାଗତ ଗୌତମ ବୁଦ୍ଧଙ୍କର ଭବ୍ୟ ଶିଳାମୂର୍ତ୍ତି ସ୍ଥାପନା ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଭାତରୁ ପୂର୍ଣ୍ଣତୋୟା ପାଇକା ନଦୀରୁ କଳସ ଶୋଭାଯାତ୍ରା ବାହାରି ବୁଦ୍ଧ ବିହାର ପର୍ଯ୍ୟନ୍ତ ପହଞ୍ଚିଥିଲା। ପରେ ବୌଦ୍ଧ ରୀତିନୀତି ଅନୁସାରେ ଘଟ ସ୍ଥାପନା କରାଯାଇ ପୂଜାର୍ଚ୍ଚନା ସମ୍ପନ୍ନ […]

ସଂପୂର୍ଣ୍ଣ ପଢନ୍ତୁ