ରାମମନ୍ଦିର ଦାନ ଚୋରି ପ୍ରସଙ୍ଗରେ ବିରୋଧୀଙ୍କୁ ଯୋଗୀଙ୍କ ପାଲଟା ଆକ୍ରମଣ

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ଭକ୍ତମାନଙ୍କ ଦାନ ଚୋରି ଅଭିଯୋଗକୁ ନେଇ ଉତ୍ତର ପ୍ରଦେଶରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି (ଏସ୍‌ପି) ଓ କଂଗ୍ରେସ ବିଜେପି ଓ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଟାର୍ଗେଟ୍ କରୁଥିବାବେଳେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର କଡ଼ା ଜବାବ ଦେଇଛନ୍ତି। ସେ ବିରୋଧୀ ଦଳଗୁଡ଼ିକ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିବା ସହ ୱକଫ୍ ଜମି ପ୍ରସଙ୍ଗରେ ସେମାନଙ୍କ ନିରବତାକୁ ପ୍ରଶ୍ନ କରିଛନ୍ତି। ପ୍ରତାପଗଡ଼ରେ […]

ସଂପୂର୍ଣ୍ଣ ପଢନ୍ତୁ

ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ଚିଠି ଭାଇରାଲ୍‌: ସ୍ପଷ୍ଟୀକରଣ ଦେଲା ଅର୍ଥବିଭାଗ

ଭୁବନେଶ୍ବର: ସମ୍ପ୍ରତି ଅର୍ଥ ବିଭାଗର ପତ୍ର ସଂଖ୍ୟା ୧୦୯୧୧/ଏଫ୍‌/୨୪ ଅପ୍ରିଲ୍‌ ୨୦୨୬ରେ ଶିଶୁ ବାଟିକା ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତ ନେଇ ଏକ ଚିଠି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେସ୍‌ ପ୍ରଚାରପ୍ରସାର ହେଉଛି। ଏହି ଚିଠିକୁ ନେଇ ଆଜି ଅର୍ଥ ବିଭାଗ ସ୍ପଷ୍ଟୀକରଣ ଦେଇଛି। ଉକ୍ତ ପତ୍ରରେ ଓସେପା ଅଧୀନରେ ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ସହ ପ୍ରତି ଶିକ୍ଷକଙ୍କୁ ମାସିକ ୨୬୦୦୦ ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା ଉଲ୍ଲେଖ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ଚର୍ଚ୍ଚା : ଭେନେଜୁଏଲାରେ ଭୂକମ୍ପଗ୍ରସ୍ତ ଅଞ୍ଚଳରେ ପାଣ୍ଡିଆନ

ଭୁବନେଶ୍ଵର: ନିର୍ବାଚନ ଯିବା ୨ ବର୍ଷ ହୋଇଗଲାଣି, କିନ୍ତୁ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା କେବେ ବି ଥମିନାହିଁ। ତେବେ ବେଶ୍ କିଛି ଦିନ ପରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଛି ଭେନେଜୁଏଲାରେ। ହଁ ଆପଣ ଠିକ୍ ଶୁଣିଛନ୍ତି ସେହି ଭେନେଜୁଏଲାରେ ଯେଉଁଠିରେ ଭୂମିକମ୍ପ ହଜାର ହଜାର ଲୋକଙ୍କୁ ବେସାହାରା କରିଦେଇଛି। ଭେନେଜୁଏଲାରେ ଭି କେ ପାଣ୍ଡିଆନ । ସାଧାରଣ ନିର୍ବାଚନ ପରଠାରୁ ସାଧାରଣରେ ଦେଖାଦେଇନଥିଲେ, ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏତେଟା ସକ୍ରିୟ ନଥିଲେ। ଏବେ ଚର୍ଚ୍ଚାରେ ପାଣ୍ଡିଆନ। […]

ସଂପୂର୍ଣ୍ଣ ପଢନ୍ତୁ

ଭାରତରେ ମାତ୍ର ୨,୫୦୦ ଟଙ୍କାରେ ମିଳୁଥିବା ଔଷଧ ଆମେରିକାରେ ପ୍ରାୟ ୪୨,୦୦୦ ଟଙ୍କା

ନୂଆଦିଲ୍ଲୀ: ଆମେରିକାର ବ୍ୟୟବହୁଳ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ନେଇ ଭାରତରେ ଚର୍ଚ୍ଚା । ଜଣେ ଭାରତୀୟ ବରିଷ୍ଠ ନାଗରିକଙ୍କ ଅନୁଭୂତି ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଭାରତରେ ମାତ୍ର ୨,୫୦୦ ଟଙ୍କାରେ ମିଳୁଥିବା ଔଷଧ ପାଇଁ ତାଙ୍କୁ ଆମେରିକାରେ ପ୍ରାୟ ୪୨,୦୦୦ ଟଙ୍କା ଗଣିବାକୁ ପଡ଼ିଛି । ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଓ ତାଙ୍କ ପତ୍ନୀ ଗତ ଦୁଇ ମାସ ହେବ ଆମେରିକାର ସିଆଟଲ୍‌ ସହରରେ ନିଜ ଝିଅ ପାଖରେ […]

ସଂପୂର୍ଣ୍ଣ ପଢନ୍ତୁ

ରାମ ମନ୍ଦିର ଟ୍ରଷ୍ଟର ପରବର୍ତ୍ତୀ ନୂଆ ମହାସଚିବ ହେବେ ବଜରଙ୍ଗ ବାଗଡା !

ଲକ୍ଷ୍ନୌ: ରାମ ମନ୍ଦିରେ ଦାନ ଚୋରି ହେବା ପରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଗ୍ରହଣ କରିଛି । ଟ୍ରଷ୍ଟ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ କୃଷ୍ଣ ମୋହନଙ୍କୁ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଛି । କାର୍ଯ୍ୟଭାର ଗ୍ରହଣ କରିବା ପରେ, କୃଷ୍ଣ ମୋହନ କହିଥିଲେ ଯେ ଚୋରି ପାଇଁ ଦୋଷୀମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ । […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ, ମନ୍ତ୍ରୀ କହିଲେ- ସଜାଗ ଅଛି ରାଜସ୍ବ ବିଭାଗ

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ବିଶେଷ କରି ତଳିଆ ଅଞ୍ଚଳ ମାନଙ୍କରେ ପାଣି ଜମିରହିବା ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଏମିତିକି ଅନେକ ସ୍ଥାନରେ ନଦୀ ଜଳ ପୋଲ ଉପରେ ପ୍ରବାହିତ ହେଉଥିବା ଖବର ମଧ୍ୟ ଆସୁଛି। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଯୋଗୁ ଆଗକୁ ଆହୁରି ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି। ଏସବୁ ଭିତରେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ଓ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରହ୍ମପୁରରୁ ସୁରଟକୁ ପ୍ରତିଦିନ ଚାଲିବ ଅମୃତ ଭାରତ

​​​​​​​ବ୍ରହ୍ମପୁର: ବ୍ରହ୍ମପୁରରୁ ସୁରଟକୁ ଗଡ଼ିଲା ନିୟମିତ ଟ୍ରେନ ‘ବ୍ରହ୍ମପୁର – ସୁରଟ ଅମୃତ ଭାରତ ଏକ୍ସପ୍ରେସ’ । ସୋମବାର ବ୍ରହ୍ମପୁର ରେଳ ଷ୍ଟେସନରୁ ପତାକା ଦେଖାଇ ଏହି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ସୂଚନାଥାଉକି, ବ୍ରହ୍ମପୁରରୁ ସୁରଟକୁ ସପ୍ତାହକୁ ତିନି ଦିନ ଟ୍ରେନ ଚଳାଚଳ କରୁଥିଲା। କିନ୍ତୁ ଏବେ ବ୍ରହ୍ମପୁର-  […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି । ଏହି ସୂଚନାକୁ ସ୍ପଷ୍ଟ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡିଜିପି ଓ୍ବାଇ .ବି ଖୁରାନିଆ । ଡିଜିପିଙ୍କ ଅନୁସାରେ, ୨୦୧୩ ବ୍ୟାଚ୍‌ର IPS ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ନିଜ ପଦରୁ ପଦତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଆଇନ-ଶୃଙ୍ଖଳା ଦାୟିତ୍ୱ ରଖୁଥିବା ଡିସିପି ଭାବେ ସେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଏସ୍‌ପି ଏବଂ ଗଞ୍ଜାମ ଏସ୍‌ପି […]

ସଂପୂର୍ଣ୍ଣ ପଢନ୍ତୁ

ଆଦିବାସୀ ବସ୍ତିରେ ଜନ୍ମଦିନ ପାଳନକଲେ ସାମାଜିକ କର୍ମୀ

ମାହାଙ୍ଗା  :   ମାହାଙ୍ଗା ଅଂଚଳର ଲୋକପ୍ରିୟ ସାମାଜିକକର୍ମୀ, ବରିଷ୍ଠ ସାମ୍ବାଦିକ, ଜଣାଶୁଣା ଶବବାହକ, ଅଖିଳେଶ ମହାନ୍ତିଙ୍କ ଜନ୍ମଦିନ କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଆଦିବାସୀ ବସ୍ତିରେ ପାଳନ ହେବା ଦେଖିବାକୁ ମିଳିଛି l ଏହି ଭୂମିହୀନ ଆଦିମ ଜନଜାତିର ମଣିଷ ମାନେ ଶ୍ରୀ ମହାନ୍ତିଙ୍କୁ ଖୁବ ଆପଣାର ବୋଲି ଗ୍ରହଣ କରୁଥିବାରୁ, ସେମାନେ ତା’ଙ୍କୁ ନିଜ ବସ୍ତିକୁ ପାଛୋଟି ନେଇ ଧୁମ ଧାମରେ ଜନ୍ମଦିନ ପାଳନ କରିଥିଲେ l ବସ୍ତିର ଛୋଟ ପିଲାଙ୍କ ଠାରୁ ବୟସ୍କ ପୁରୁଷ ଓ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିମେଳା ମହୋତ୍ସବ ଉଦ୍‌ଯାପିତ ଭାଇଚାରାର ପ୍ରତିକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ

ନେମାଳ : ବାଲିମେଳା ମହୋତ୍ସବ ଉଦ୍‌ଯାପିତ ଭାଇଚାରାର ପ୍ରତିକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀ ,ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ବାଲି ମହୋତ୍ସବର ପ୍ରଥମ ବାଲଭୋଗ ଅର୍ପଣ ନେମାଳ,୦୩ା୭ (ନି.ପ୍ର)- ଯୁଗେ ଯୁଗେ ମାଳିକାର ସ୍ରଷ୍ଟା ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ସୁବିଦିତ , ଯଦିଓ ଏହା ତାଙ୍କର ଏକମାତ୍ର ପରିଚୟ ନୁହେଁ । ଜଣେ ସିଦ୍ଧ ପୁରୁଷ ଓ ମହାନ ସନ୍ଥ ଭାବରେ ଓଡିଆ ଜାତିରେ ଜନ୍ମଗ୍ରହଣ କରି ସେ ଏ ଜାତିକୁ ଧନ୍ୟ କରିଛନ୍ତି । ସେହି ମହାନ […]

ସଂପୂର୍ଣ୍ଣ ପଢନ୍ତୁ