ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜନ୍ମୋତ୍ସବ ପାଳିତ

ମାହାଙ୍ଗା  : ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ଠାରେ ଆଜି ସମ୍ବାଦ-ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ୭୫ ତମ ଜନ୍ମୋତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଶା ଜନସେବା ମଞ୍ଚ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଜନସେବା ମଞ୍ଚର ସଭାପତି ଡ଼ଃ ଭାବଗ୍ରାହୀ ରାଉତ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡ଼ଃ ଜନାର୍ଦ୍ଦନ ରାଉତ ଯୋଗଦେଇ କହିଲେ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ବାବୁ ସମଗ୍ର ରାଜ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

ଦାନ ଚୋରି ମାମଲାରେ ରାମ ମନ୍ଦିରର ପୂର୍ବତନ ଶୀର୍ଷ ଅଧିକାରୀ ଚମ୍ପତ ରାୟ ଏବଂ ଅନିଲ ମିଶ୍ରଙ୍କୁ କ୍ଲିନ୍ ଚିଟ୍

ଲକ୍ଷ୍ନୌ:ଅଯୋଧ୍ୟାର ରାମ ମନ୍ଦିରରେ ଦାନ ଚୋରି ଅଭିଯୋଗର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ(ଏସଆଇଟି) ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ କ୍ଲିନ୍ ଚିଟ୍ ଦେଇଛି। ଏସଆଇଟି ଟ୍ରଷ୍ଟର ପୂର୍ବତନ ସଦସ୍ୟ ଅନିଲ ମିଶ୍ରଙ୍କ ନାମକୁ ରିପୋର୍ଟରେ ରଖାଯାଇ ନାହିଁ। ଦାନ ଚୋରି ଅଭିଯୋଗ ଆସିବା ପରେ ଚମ୍ପତ ଏବଂ ଅନିଲ ଉଭୟ ଅଯୋଧ୍ୟା ରାମ ମନ୍ଦିର ପରିଚାଳନା ଟ୍ରଷ୍ଟରୁ ଜୁନ୍ ୨୭ ତାରିଖରେ ଇସ୍ତଫା ଦେଇଥିଲେ। ଉତ୍ତର ପ୍ରଦେଶ ଗୃହ ବିଭାଗ ଅଯୋଧ୍ୟା ରାମ ମନ୍ଦିର […]

ସଂପୂର୍ଣ୍ଣ ପଢନ୍ତୁ
Supreme Court

ମୃତ୍ୟୁଦଣ୍ଡ କ୍ଷେତ୍ରରେ ଫାଶୀ ବଦଳରେ ଘାତକ ଇଞ୍ଜେକ୍ସନ ବ୍ୟବହାର କରାଯାଇପାରିବ କି?: ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତରେ ଫାଶୀ ଦଣ୍ଡ ଦ୍ୱାରା ମୃତ୍ୟୁଦଣ୍ଡର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ମୃତ୍ୟୁଦଣ୍ଡର ଏକ କମ୍ ଯନ୍ତ୍ରଣାଦାୟକ ବିକଳ୍ପ ପଦ୍ଧତି ପାଇଁ ଏକ ଆବେଦନକୁ ଖାରଜ କରି ଫାଶୀ ଦ୍ୱାରା ମୃତ୍ୟୁଦଣ୍ଡର ବିଦ୍ୟମାନ ଆଇନଗତ ବ୍ୟବସ୍ଥାକୁ ବଜାୟ ରଖିଛନ୍ତି। ଆବେଦନକୁ ଖାରଜ କରିବା ସମୟରେ, ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ଭାବନାକୁ ଖୋଲା ରଖିଛନ୍ତି ଯେ ଯଦି ଭବିଷ୍ୟତରେ, ଠୋସ୍ ଏବଂ ପ୍ରଭାବଶାଳୀ ଚିକିତ୍ସା କିମ୍ବା […]

ସଂପୂର୍ଣ୍ଣ ପଢନ୍ତୁ

ବିରଜା ଶଙ୍କର ମିଶ୍ର ହେଲେ ରାଜ୍ୟ ମାନବାଧିକାର କମିସନ ସଦସ୍ୟ

ଭୁବନେଶ୍ବର: ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ନି‌ର୍ଦ୍ଦେଶକ୍ରମେ ଆଜି (ମଙ୍ଗଳବାର) ରାଜ୍ୟ ମାନବାଧିକାର ଆୟୁକ୍ତ (କମିସନ) ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ବିରଜା ଶଙ୍କର ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି ଏନେଇ ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି (୧୧୫୪୫/୧୮ ଅଗଷ୍ଟ ୨୦୨୬) ଅନୁସାରେ ମାନବାଧିକାର ଆଇନ ୧୯୯୩ର ଧାରା ୧ ଓ ଉପଧାରା ୨୨ ଅନୁସାରେ ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ସେ କାର୍ଯ୍ୟଭାର ଗ୍ରହଣ କରିବା ଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ଦର୍ଶାଯାଇଛି। ସୂଚନାଯୋଗ୍ୟ, ବିରଜା […]

ସଂପୂର୍ଣ୍ଣ ପଢନ୍ତୁ

ମାଲକାନଗିରିରୁ ୩୦୮ କିଲୋ ଗଞ୍ଜେଇ ଜବତ, ରାଜସ୍ଥାନର ୨ ଚାଲାଣକାରୀ ଗିରଫ

ମାଲକାନଗିରି : ମାଲକାନଗିରିରୁ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ମୋଟୁରୁ ଛତିଶଗଡ଼ର କୋଣ୍ଟା ରାସ୍ତାରେ କୋଣ୍ଟା ପୁଲିସ ଚଢାଉ କରି ଏକ ପିକଅପ୍ ଭ୍ୟାନରୁ ଶତାଧିକ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଛତିଶଗଡ଼ର କୋଣ୍ଟା ପୁଲିସ ଖବର ପାଇଥିଲା ଯେ ମାଲକାନଗିରିରୁ ଏକ ପିକ ଅପ୍ ଭ୍ୟାନ ମୋଟୁ ରାସ୍ତା ଦେଇ ଛତିଶଗଡ଼ରେ ପଶିବ। ଏହି ଗଞ୍ଜେଇ ରାଜସ୍ଥାନକୁ ଚାଲାଣ କରାଯାଉଛି। ପୁଲିସ ତୁରନ୍ତ ମୋଟୁ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ‘ନିଶାନିବାରଣ’ ଶପଥ ପାଠ

କଟକ: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି (ମଙ୍ଗଳବାର) କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟ ସମେତ ରାଜ୍ୟର ୩୫ଟି ପୁଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇ ନିଶାଦ୍ରବ୍ୟର କୁପ୍ରଭାବରୁ ନିଜକୁ, […]

ସଂପୂର୍ଣ୍ଣ ପଢନ୍ତୁ

ବୈତରଣୀରେ ଦ୍ୱିତୀୟ ବନ୍ୟା: ଦଶରଥପୁରର ୧୯ ପଞ୍ଚାୟତର ୧.୦୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଦଶରଥପୁର: ଲଗାଣ ବର୍ଷା ଓ ବୈତରଣୀ ନଦୀରେ ଚତୃର୍ଥ ବନ୍ୟା ଦଶରଥପୁର ବାସୀଙ୍କୁ କଲବଲ କରିଚାଲିଛି। ଦ୍ବିତୀୟ ବନ୍ୟାରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ଟି ସର୍ବାଧିକ କ୍ଷତି ହୋଇଛି। ବ୍ଲକର ୧୯ ପଞ୍ଚାୟତର ୬୫ ରାଜସ୍ବ ଗ୍ରାମର ବନ୍ୟା ପ୍ରଭାବିତ ହୋଇଛି। ପ୍ରାୟ ୧ ଲକ୍ଷ ୭ ହଜାର ୫୭୨ ରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଦଶରଥପୁର ବ୍ଲକର ମୋଟ ୩୫ ପଞ୍ଚାୟତରୁ ୧୯ ପଞ୍ଚାୟତ ଯଥା ତରପଦା, କସପା, ମଲିକାପୁର, ଶୁଶୁଆ, […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରିଜ ଭାରତ ସମ୍ମିଳନୀ ୨୦୨୬: ଅଧିକ ପ୍ରଭାବଶାଳୀ ସିଏସ୍‌ଆର୍‌ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: କେବଳ ଆଇନ ଗତ ଅନୁପାଳନ ମଧ୍ୟରେ ସୀମିତ ନରହି କର୍ପୋରେଟ ସଂସ୍ଥାଗୁଡିକ ଓଡ଼ିଶାର ବିକାଶରେ ଦାୟିତ୍ୱବାନ ସହଯୋଗୀ ଭାବେ କାର୍ଯ୍ୟ କରିବା ସହ ସିଏସଆର (କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ପନସିବିଲିଟି)କୁ ଅଧିକ ପ୍ରଭାବଶାଳୀ କରନ୍ତୁ ବୋଲି ମଙ୍ଗଳବାର ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ସାଧାରଣ ଉଦ୍ୟୋଗ (ପବ୍ଲିକ ଏଣ୍ଟରପ୍ରାଇଜେସ) ବିଭାଗ ସହଯୋଗରେ ଏବଂ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ଓ ଫ୍ରିଡମ ଏଡୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବ୍ରିଜ ଭାରତ ସମ୍ମିଳନୀ ୨୦୨୬ ଓ “କର୍ପୋରେଟ ସାମାଜିକ ଦାୟିତ୍ୱ: ଦେଖାଯାଉଥିବା […]

ସଂପୂର୍ଣ୍ଣ ପଢନ୍ତୁ

ରାଧାକାନ୍ତ ସରକାରୀ ଉଚ୍ଚବିଦ୍ୟାଳୟରେ, ସୃଜନୀ ପ୍ରତିଭା ସମ୍ମାନ ଉତ୍ସବ

ଝଙ୍କଡ଼  : ତିର୍ତ୍ତୋଲ ବ୍ଲକ, କଟରା ପଞ୍ଚାୟତ ର ରାଧାକାନ୍ତ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ 1981 ବ୍ୟାଚ ବିଦ୍ୟାର୍ଥୀ ମାନଙ୍କ ଆନୁକୂଲ୍ୟରେ, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସୃଜନୀ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରତୀ ୟୁପି ସ୍କୁଲ ର ପ୍ରାକ୍ତନ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଓ ରାଧାକାନ୍ତ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପୁଲିନ କୁମାର ପରିଜା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ବର୍ଦ୍ଧନାଉତ୍ସବ ରେ, […]

ସଂପୂର୍ଣ୍ଣ ପଢନ୍ତୁ

ଓଡିଶା ସାହିତ୍ୟ ଏକାଡେମୀ ଓ ଝଙ୍କଡ଼ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ବର୍ଷା ଆସର

ଝଙ୍କଡ଼ : ଓଡ଼ିଆ ଭାଷା ସାହିତ୍ୟର ପ୍ରାଣପ୍ରତିଷ୍ଠାତା ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ମୁନିଗୋସେଇଁ ମଠ ସ୍ଥିତ ଆଦିକବି ଭବନ ରେ ଗତ ରବିବାର ଦିନ ପୂର୍ବାହ୍ନରେ, ଓଡିଶାସାହିତ୍ୟଏକାଡେମୀ ଓ ଝଙ୍କଡ଼ ସାହିତ୍ୟସଂସଦ ମିଳିତ ଆନୁକୂଲ୍ୟରେ ଏକ ବର୍ଷାଆସର ର ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ, ଓଡ଼ିଆସାହିତ୍ୟ ରେ ବର୍ଷା ଶୀର୍ଷକ ଆଲୋଚନା ଚକ୍ର ଓ ରାଜ୍ୟ ସ୍ତରୀୟ କବିତାପାଠୋତ୍ସବ, ସଂସଦ ର […]

ସଂପୂର୍ଣ୍ଣ ପଢନ୍ତୁ