ଅଗଷ୍ଟ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ସୋମବାର, ଅଗଷ୍ଟ ୧୦ରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଏହି ଶୁଣାଣି ବନ୍ଦରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞର ଦ୍ୱିତୀୟ ସନ୍ଧ୍ୟା

ଝଙ୍କଡ଼  : ବାଣୀକ୍ଷେତ୍ର ଝଙ୍କଡ଼ସାରଳାପୀଠ ରେ ଆରମ୍ଭହୋଇଥିବା ତ୍ରୟୋଦଶ ବାର୍ଷିକ ଭାଗବତ ପାରାୟଣ -ପ୍ରବଚନ କାର୍ଯ୍ୟକ୍ରମ ର ଦ୍ୱିତୀୟସନ୍ଧ୍ୟା ରେ, ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସମେତ ମାଆଙ୍କ ପୂଜାପଣ୍ଡା ସନ୍ଦୀପ ମଧୁସୂଦନ ପଣ୍ଡା, ସେବାୟତ ବିଶ୍ୱରଞ୍ଜନ ରାଉଳ, କାକଟପୁର ମା ମଙ୍ଗଳା ଙ୍କ ପୂଜକ କାଳିଆ ନନା, ସିଦ୍ଧଳ ଜଗନ୍ନାଥ ମନ୍ଦିର ର ପଣ୍ଡିତ ସୁରେନ୍ଦ୍ରନାଥ ଦାଶ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ମାହାଙ୍ଗା ଆଶ୍ରମ […]

ସଂପୂର୍ଣ୍ଣ ପଢନ୍ତୁ

କମିଶନରେଟ ପୋଲିସର ଦୁଇ ଅଫିସରଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର: ଅଭିନନ୍ଦନ ଜଣାଇଲେ ସିପି ଏସ୍. ଦେବଦତ୍ତ ସିଂ

ଭୁବନେଶ୍ୱର: କମିଶନରେଟ ପୋଲିସ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। କାର୍ଯ୍ୟକ୍ଷେତ୍ରରେ ନିଷ୍ଠା ଓ ଉତ୍କୃଷ୍ଟ ସେବା ପାଇଁ କମିଶନରେଟ ପୋଲିସର ଦୁଇ ଜଣ ଅଧିକାରୀଙ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ମନୋନୀତ କରାଯାଇଛି। ଏହି ସଫଳତା ପାଇଁ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଉଭୟ ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। OAPS ସପ୍ତମ ବଟାଲିଅନରେ କାର୍ଯ୍ୟରତ ପ୍ରଫୁଲ୍ଲ କୁମାର ସିଂହଙ୍କୁ ତାଙ୍କର ‘ବିଶିଷ୍ଟ ସେବା’ (Distinguished Service) ପାଇଁ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ବନ୍ୟା ସମୀକ୍ଷା ବେଳେ ତଳେ ବସିଲେ ସାମ୍ବାଦିକ, ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ବାଲେଶ୍ୱର, ୭ ଅଗଷ୍ଟ: ଲଘୁଚାପଜନିତ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ବାଲେଶ୍ୱର ଗସ୍ତ କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ଆକଳନ ଏବଂ ପୀଡ଼ିତଙ୍କ ପାଇଁ ସରକାରୀ ସହାୟତା ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ସାମ୍ବାଦିକ ସମ୍ମିଳନୀ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ବ୍ୟବସ୍ଥାକୁ ନେଇ ବିବାଦ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ତ୍ରୟୋଦଶବାର୍ଷିକ ଭାଗବତ ପାରାୟଣ ପ୍ରବଚନର ଉଦଘାଟନ

ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠରେ ଗତ ଗୁରୁବାର ସନ୍ଧ୍ୟାରେ, ତ୍ରୟୋଦଶବାର୍ଷିକ, ଶ୍ରୀମଦ ଭାଗବତ ପାରାୟଣ – ପ୍ରବଚନ ମହୋତ୍ସବ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି l ମା ସାରଳା ଠାକୁରାଣୀ ଙ୍କ ରତ୍ନସିଂହାସନ ପାଖରୁ ଆଜ୍ଞାମାଳ, ଦୀପ ଓ ପୂଜାଥାଳି ଧରି ଘଣ୍ଟଘଣ୍ଟା କାହାଳି ଓ ହରିବୋଲହୁଳହୁଳି ର ଧ୍ଵନିମଧ୍ୟରେ ଏବଂ ଓଡିଶୀ ନୃତ୍ୟଙ୍ଗନା ମାନଙ୍କ ନୃତ୍ୟର ତାଳେତାଳେ ସେବାୟତ ଓ ଭକ୍ତ ବୃନ୍ଦ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମନ୍ଦିରବେଢା ପରିକ୍ରମା କରିବାପରେ ଭାଗବତ ମଣ୍ଡପ […]

ସଂପୂର୍ଣ୍ଣ ପଢନ୍ତୁ

ଜେନ୍-ଜିଙ୍କ ଉପରେ ମୁଁ ଆଖିବୁଜି ବିଶ୍ୱାସ କରିପାରେ, ଛାତ୍ର ପ୍ରତିବାଦ କଲେ ଦେଶଦ୍ରୋହୀ ହୋଇଯାଏ ନାହିଁ: ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ସରସଂଘଚାଳକ ମୋହନ ଭାଗବତ ଗୁରୁବାର ଦେଶର ଯୁବପିଢ଼ି, ବିଶେଷକରି ଜେନ୍-ଜି (Gen Z) ଓ ଜେନ୍-ଆଲଫା (Gen Alpha)ଙ୍କ ପ୍ରଶଂସା କରିଛନ୍ତି। ସେ ଜେନ୍-ଜିଙ୍କ ଉପରେ ଆଖି ବୁଝି ବିଶ୍ୱାସ କରେ ବୋଲି କହିଛନ୍ତି। ଏହା ସହ ଉନ୍ନତ ଶିକ୍ଷା ବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀମାନଙ୍କର ପ୍ରତିବାଦ କରିବାର ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଅଧିକାର ରହିଛି। ଛାତ୍ରଛାତ୍ରୀମାନେ ପ୍ରତିବାଦ କଲେ ସେମାନେ ଦେଶ ବିରୋଧୀ ହୋଇଯାଆନ୍ତି ନାହିଁ ବୋଲି ଭାଗବତ କହିଛନ୍ତି। ନିକଟରେ […]

ସଂପୂର୍ଣ୍ଣ ପଢନ୍ତୁ

ଆବସିକ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରିବା ପ୍ରସଙ୍ଗ, ହାଉସ ପ୍ଲାନ୍ ଆପ୍ରୁଭାଲ ଅପଲୋଡ ପାଇଁ ବିଏମସି ଦେଲା ମହଲତ

ଭୁବନେଶ୍ବର: ଆବାସିକ ଘରକୁ କର୍ମସିଆଲ ଭାବେ ବ୍ୟବହାର ଘଟଣାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ବିଏମଏସି। ଏଥିପାଇଁ ବିଏମସି ଘର ପ୍ଲାନ୍ ଆପ୍ରୁଭାଲ ଅପଲୋଡ କରିବାକୁ ଘର ମାଲିକଙ୍କୁ ୧ ମାସର ସମୟ ଦେଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ଚଞ୍ଚଲ ରାଣା। ବିଏମସି କମିଶନର କହିଛନ୍ତି, ବିନା ପ୍ଲାନ୍ ଆପ୍ରୁଭାଲରେ ବ୍ୟବସାୟିକ ଭାବେ ବ୍ୟବହାର ହେଉଥିବା ଘର ସିଲ କରିବାକୁ ନୋଟିସ ହୋଇଛି। ବିଏମସି ପକ୍ଷରୁ ଫିଲ୍ଡ ସର୍ଭେ ଜାରି ରହିଛି। ହୋର୍ଡିଂ ଟିକସ […]

ସଂପୂର୍ଣ୍ଣ ପଢନ୍ତୁ
Odisha Police

କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି, ଦୌଡ଼ରେ ୩ ଜଣ; ୧୦ ତାରିଖ ସୁଦ୍ଧା ହେବ ଘୋଷଣା

ଭୁବନେଶ୍ଵର: ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି କିଏ ହେବ ତାକୁ ନେଇ ଏବେ ଚର୍ଚ୍ଚା ଜୋର । ଆସନ୍ତାକାଲି ନୂଆ ଡିଜିପି ଚୟନ ନେଇ ଦିଲ୍ଲୀରେ ୟୁପିଏସସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଥିବାରୁ ନୂଆ ଡିଜିପି କିଏ ହେବେ ତାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି । କାରଣ କିଏ ଡିଜି ହେବେ ସେମାନଙ୍କର ୩ ଜିଣିଆ ସମ୍ଭାବ୍ୟ ନାଁ ରାଜ୍ୟ ସରକାରଙ୍କୁ ଦେବ ୟୁପିଏସସି । ଏଥିରୁ ଜଣଙ୍କୁ ଡିଜିପି ନିଯୋଜିତ କରିବେ ରାଜ୍ୟ ସରକାର […]

ସଂପୂର୍ଣ୍ଣ ପଢନ୍ତୁ

ପାଣି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ ଅନ୍ୟଜଣେ ଗୁରୁତର

ମାହାଙ୍ଗା  :  କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁମୁଡାଜୟୀପୁର ଫାଣ୍ଡି ଅଂଚଳରେ ଘଟିଛି ଅଭାବନୀୟ ଘଟଣା l କୋଠପଦା ବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ଥିବା ଏକ ସେପ୍ଟି ପାଣି ଟାଙ୍କି ଭିତରକୁ ପ୍ରବେଶ ପରେ ଘନଶ୍ୟାମ ସାହୁ ନାମକ ଜନୈକ ଯୁବକ ଅଣନିଶ୍ୱାସୀ ହୋଇ ଜୀବନ ବଂଚେଇବାକୁ ଉଦ୍ୟମ କରି ବିଫଳ ହେବାରୁ, ସେ ବଞ୍ଚିବାର ଆଶା ଛାଡିଦେଇଥିଲେ l ତେବେ ଘଟଣାସ୍ଥଳୀରୁ ଅଳ୍ପ ଦୂରରେ ଥିବା ଏକ ସିମେଣ୍ଟ ନନ୍ଦ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ମା ସାରଳାଙ୍କ ମହିମା ପ୍ରଚାରପ୍ରସାର କ୍ଷେତ୍ରରେ ବାଧକ ସାଜିଛି ସାରଳା ମନ୍ଦିର ପ୍ରଶାସନ

ଝଙ୍କଡ଼  :  ଦେଶରେ ମୋବାଇଲଫୋନ ର ପ୍ରଚଳନ ହେବାଦିନଠାରୁ, ପ୍ରତିଦିନ ମା ସାରଳା ଠାକୁରାଣୀ ଙ୍କ ସକାଳବେଳାରେ ଏକ ଅଭିନଵ ବେଶଫଟୋ ଉତ୍ତୋଳନ କରି, ମାଆଙ୍କର ଅଗଣିତ ଅକଳିତ ଶ୍ରଦ୍ଧାଳୁଭକ୍ତ ମାନଙ୍କ ନିକଟକୁ ପ୍ରେରଣ କରିବା ସହିତ, ପର୍ବପର୍ବାଣୀ ଓ ଯାନିଯାତ୍ରା ସମୟରେ ସ୍ୱତନ୍ତ୍ରବେଶଫଟୋ ମଧ୍ୟ ପଠାଇଆସୁଥିଲେ l ପ୍ରତିଦିନ ମାଆଙ୍କ ଦିବ୍ୟଦର୍ଶନ ଲାଭକରି ଭକ୍ତମାନେ ମଧ୍ୟ କୃତ୍ୟକୃତ୍ୟ ହୋଇ ପରମଆନନ୍ଦ ଲାଭକରିଥିଲେ l ଏହି ବ୍ୟବସ୍ଥା ଫଳରେ ଦେଶବିଦେଶ ରେ ମଧ୍ୟ ମାଆଙ୍କ ଅନୁଗତ ଭକ୍ତମାନେ […]

ସଂପୂର୍ଣ୍ଣ ପଢନ୍ତୁ