କନକପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା : ନା ଅଛି ଡାକ୍ତର, ନା ଫର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରେସକ୍ୟୁସନ ରେ ଚାଲିଛି ରୋଗୀସେବା !

ଝଙ୍କଡ଼  :  ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ, କନକପୁର ଉପସ୍ୱାସ୍ଥ୍ୟକେନ୍ଦ୍ର ରେ ଆଜକୁ ମାସେହେବ ଡାକ୍ତର ଙ୍କ ଦେଖାମିଳୁନି l ଫାର୍ମାସିଷ୍ଟ ମଧ୍ୟ ନାହାଁନ୍ତି l ଅଧିକାଂଶ ସମୟରେ ବିଚରା ସ୍ୱାସ୍ଥ୍ୟକର୍ମୀ ରୋଗୀମାନଙ୍କୁ ପ୍ରେସକ୍ୟୁସନ ଦେଉଥିବାରୁ ବାଧ୍ୟହୋଇ ରୋଗୀ ମାନେ ସ୍ୱାସ୍ଥ୍ୟସେବିକା ଙ୍କ ଠାରୁ ଔଷଧପତ୍ର ନେଇ ଫେରିଯାଉଛନ୍ତି l ପୂର୍ବରୁ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇଆସୁଥିବା ଜଣେ ଉତ୍ତମ ଫାର୍ମାସିଷ୍ଟ ଙ୍କ ଉପରେ ମିଥ୍ୟାଆରୋପ ଲଗାଇ ଏଠାରୁ ବଦଳିକରାଯିବା ପରଠାରୁ ସବୁବେଳେ ରୋଗୀମାନଙ୍କ ଗହଳଚହଳ ଆଉ ଦେଖିବାକୁ ମିଳୁନାହିଁ […]

ସଂପୂର୍ଣ୍ଣ ପଢନ୍ତୁ

ଏଲନିନୋ ନେଇ ଜାତିସଂଘର ଭୟଙ୍କର ଚେତାବନୀ, ଭୋକରେ ଆଉଟୁପାଉଟୁ ହେବେ ୪ କୋଟିରୁ ଅଧିକ ଲୋକ !

ନୂଆଦିଲ୍ଲୀ :  ଏଲ୍-ନିନୋକୁ ନେଇ ବଢ଼ିଲା ବିଶ୍ୱ ଚିନ୍ତା। ମିଳିତ ଜାତିସଂଘର ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ ବା WFP ବୁଧବାର ଏକ ଚିନ୍ତାଜନକ ରିପୋର୍ଟ ଦେଇଛି। ସଂସ୍ଥା କହିଛି ଶକ୍ତିଶାଳୀ ଏଲ୍-ନିନୋ ପ୍ରଭାବ ଯୋଗୁ ଆସନ୍ତା ବର୍ଷ ଶେଷ ସୁଦ୍ଧା ଏକ ବଡ଼ ଖାଦ୍ୟ ସଂକଟ ଦଖା ଦେବ। ବିଶ୍ୱର ପ୍ରାୟ ୪ କୋଟି ୯୦ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହେବେ। ୧୯୫୦ ପରେ ଏଗା ସବୁଠୁ ଶକ୍ତିଶାଳୀ ଏଲ୍-ନିନୋ ହୋଇପାରେ। ୨୦୨୭ ଶେଷ ସୁଦ୍ଧା […]

ସଂପୂର୍ଣ୍ଣ ପଢନ୍ତୁ

ଜଟିଳ ରୂପ ଧାରଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ ବିଦାବ, ଶିକ୍ଷକ ସଂଘ-ବିଧାୟକ ମୁହାଁମୁହିଁ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିଦାବ ଏବେ ଜଟିଳ ରୂପ ଧାରଣ କରିଛି। ବିବାଦ ଏବେ ରେଭେନ୍ସା ବିଶ୍ବ ବିଦ୍ୟାଳୟ ଶିକ୍ଷକ ସଂଘ ବନାମ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀରେ ପହଞ୍ଚିଛି। ସମାଧାନ ବୈଠକରେ ବିଧାୟକ ଚିଫ୍ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିବା ବେଳେ ବିଧାୟକ ପାଲଟା ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ସେପଟେ ବିବାଦ ପ୍ରଶମିତ ନହେଉଣୁ ଗୁରୁଙ୍କ ସମର୍ଥନରେ ବାହାରିଲେ ଛାତ୍ର ଛାତ୍ରୀ। କଟକ ରେଭେନ୍ସା ବିଶ୍ବ […]

ସଂପୂର୍ଣ୍ଣ ପଢନ୍ତୁ

ବୁଲାଷଣ୍ଢ ଦୁର୍ଘଟଣାରେ ପୋଲିସ ହୋମଗାର୍ଡ ଗୁରୁତର ଆହତ

ଝଙ୍କଡ଼: କଟକ-ପାରାଦ୍ୱୀପ ରାସ୍ତାର ସାରଳାରୋଡ଼ (ଦୋସଡିକା) ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ବୁଲା ଷଣ୍ଢ ସହ ଧକ୍କା ହୋଇ କନକପୁର ପୋଲିସ ଫାଣ୍ଡିର ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଷଣ୍ଢଟିର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତି ପ୍ରାୟ ୭ଟା ୩୦ ମିନିଟ ସମୟରେ କନକପୁର ଫାଣ୍ଡିର ହୋମଗାର୍ଡ ଜାହିର ଖାନ ଏକ ବୁଲେଟ୍ ଯୋଗେ ତିର୍ତ୍ତୋଲ ଥାନାକୁ ଯାଉଥିଲେ। ଝଙ୍କଡ଼ ସତସଙ୍ଗ କେନ୍ଦ୍ର ସମ୍ମୁଖରେ ହଠାତ୍ […]

ସଂପୂର୍ଣ୍ଣ ପଢନ୍ତୁ

ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ପରଲୋକରେ, ଝଙ୍କଡ଼ ସାହିତ୍ୟ ସଂସଦର ଶୋକ

ଝଙ୍କଡ଼  :  ଓଡିଶାର ଖ୍ୟାତନାମା ପାଲାଗାୟକ, ଗାୟକଶେଖର ଜଗନ୍ନାଥ ବେହେରା ଙ୍କର ଏକଶହ ଛଅ ବର୍ଷବୟସ ରେ ପରଲୋକ ରେ ସାରାରାଜ୍ୟବାସୀ ସବୁଦିନପାଇଁ ଜଣେ ଅପ୍ରତିଦ୍ବନ୍ଦି ବିଶିଷ୍ଟ ପାଲାଗାୟକ ଙ୍କୁ ହରାଇ ଥିବାବେଳେ ତାଙ୍କର ଜନ୍ମସ୍ଥାନ ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଏରସମା, କଟିଜଙ୍ଗା ରେ ତାଙ୍କ ଅନ୍ତିମଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ, ବହୁ ପାଲାକଳାକାର, ସାରସ୍ୱତସାଧକ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ସେଠାରେ ଉପସ୍ଥିତ ହୋଇଥିବାବେଳେ, ଝଙ୍କଡ଼ ସାହିତ୍ୟ ସଂସଦ, ତିର୍ତ୍ତୋଲ […]

ସଂପୂର୍ଣ୍ଣ ପଢନ୍ତୁ

ରେଭେନ୍ସା କଲିଜିଏଟ ସ୍କୁଲରେ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ଜୟନ୍ତୀ ସମାରୋହ

କଟକ  :  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ସମାଜ ସଂସ୍କାରକ, ଶିକ୍ଷାବିତ, ସାହିତ୍ୟିକ ଏବଂ ଐତିହାସିକ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ୧୭୬ ତମ ଜୟନ୍ତୀ ରେଭେନ୍ସା କଲିଜିଏଟ ସ୍କୁଲ ଅଡିଟରୀୟମରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଂଘମିତ୍ରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ଜାତିପାଇଁ କ୍ରାନ୍ତିଦ୍ରଷ୍ଟା ପୁରୁଷ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ତ୍ୟାଗ, ସେବା ଓ ସଂଘର୍ଷମୟ ଜୀବନ ଦର୍ଶନ ଆଜିର ଯୁବ ସମାଜ ପାଇଁ ଧେୟ […]

ସଂପୂର୍ଣ୍ଣ ପଢନ୍ତୁ

କାବଲପୁର ଲେବରକ୍ରସିଂ ଠାରୁ ହରସିଂହପୁର ରାସ୍ତା ମରଣଯନ୍ତାରେ ପରିଣତ : ଯାତ୍ରୀ ଓ ଛାତ୍ରଛାତ୍ରୀ ହନ୍ତସନ୍ତ

ଝଙ୍କଡ଼  :  ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ, ବାଘୁଆବାରି କାବଲପୁର ରେଲୱେ ଲେବୁଲକ୍ରସିଂ ଠାରୁ ହରସିଂହପୁର, ଆଦର୍ଶସ୍କୁଲ ବାଟ ଦେଇ ସହରହାଟ ନିକଟରେ ଯାଇଥିବା ପିଚୁ ଓ କଂକ୍ରିଟରାସ୍ତା ଟି ମରଣଯନ୍ତା ରେ ପରିଣତ ହୋଇଛି l ଯାହାଫଳରେ ଏହି ରାସ୍ତାଦେଇ ଗହୀରପାଟ କୁ ଚାଷବାସ ପାଇଁ, କ୍ଷେତ କୁ ଯାତାୟତ କରୁଥିବା ଚାଷୀମାନେ, ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରତିଦିନ ଆଦର୍ଶ ବିଦ୍ୟାଳୟ କୁ ପାଠପଢିବାକୁ ବିଭିନ୍ନ ଯାନବାହାନ ଓ ସାଇକେଲ ଚଳାଚଳ ହେବା […]

ସଂପୂର୍ଣ୍ଣ ପଢନ୍ତୁ

ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ବନ୍ୟା ପ୍ରଭାବିତ ଜିଲ୍ଲାରେ ନ ବଢୁ ଦର, ଯୋଗାଣ ହେଉ ସ୍ଵଭାବିକ

ଭୁବନେଶ୍ଵର: ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଓ ଏହାର ସହଜ ଉପଲବ୍ଧତା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ଉକ୍ତ ବୈଠକରେ […]

ସଂପୂର୍ଣ୍ଣ ପଢନ୍ତୁ

ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କଲେ ମାନ୍ୟବର ରାଷ୍ଟ୍ରପତି, ରାଷ୍ଟ୍ରପତି ଗସ୍ତ ପରେ ଅଞ୍ଚଳର ବିକାଶ ଦ୍ବିଗୁଣିତ ହେବା ନେଇ ଅଞ୍ଚଳବାସୀଙ୍କ ଆଶା ‎‎

ଆସିକା: ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି । ‎ଭୁବନେଶ୍ୱରରୁ ସତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ପହଞ୍ଚିବା ପରେ ‎ବ୍ରହ୍ମପୁରରୁ ସଡ଼କପଥ ଦେଇ ସାନଖେମୁଡ଼ି ତପ୍ତପାଣି ରାଷ୍ଟ୍ରପତିଙ୍କ କାରର୍କେଟ ପହଞ୍ଚିଥିଲା। ତପ୍ତପାଣି ପାନ୍ଥ ନିବାସରେ କିଛି ସମୟ ବିଶ୍ରାମ କରିବା ପରେ ଉଷ୍ମପ୍ରସବଣରେ ସ୍ନାନ ସାରି ମା’ କନ୍ଧୁଣୀ ଦେବୀ ପୀଠରେ ପହଞ୍ଚି ଦିବ୍ୟ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ତେବେ ବର୍ତ୍ତମାନ ଗୋପାଳପୁର ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାଷ୍ଟ୍ରପତି ରାତ୍ରିଯାପନ କରୁଛନ୍ତି। ବୁଧବାର […]

ସଂପୂର୍ଣ୍ଣ ପଢନ୍ତୁ
Crocodile

ମଣିଷ- କୁମ୍ଭୀର ସଂଘର୍ଷ ରୋକିବାକୁ ବନ ବିଭାଗର ପଦକ୍ଷେପ, ହେଲ୍ପଲାଇନରେ ସୂଚନା ଦେବାକୁ ଅନୁରୋଧ

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ବର୍ଷା ଋତୁରେ ବ୍ରାହ୍ମଣୀ, ମହାନଦୀ ଏବଂ ବୈତରଣୀ ନଦୀ ପ୍ରଣାଳୀରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି, ଲୁଣାଜଙ୍ଗଲ ବନଖଣ୍ଡ (ବନ୍ୟପ୍ରାଣୀ), ରାଜନଗର ବନ ବିଭାଗ ପକ୍ଷରୁ ଏକ ଜରୁରୀକାଳୀନ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ୯୯୩୮୯୧୪୧୦୧ ସକ୍ରିୟ କରାଯାଇଛି। ମଣିଷ-କୁମ୍ଭୀର ସଂଘର୍ଷର ବିପଦକୁ ହ୍ରାସ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିପଦସଙ୍କୁଳ ଗ୍ରାମଗୁଡ଼ିକରେ ‘ଘରକୁ ଘର ବୁଲି’ (Door-to-Door) ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ବନ୍ୟାଜଳ ବୃଦ୍ଧି ହେତୁ ନଦୀକୂଳିଆ ଅଞ୍ଚଳରୁ […]

ସଂପୂର୍ଣ୍ଣ ପଢନ୍ତୁ