ଓଡ଼ିଶା କଂଗ୍ରେସ ପାଇଁ ସଞ୍ଜିବନୀ ସାଜିବ ‘କର୍ଣ୍ଣାଟକ ମଡେଲ’, ଜାନୁଆରୀରେ ଆସିବେ ଡିକେ ଶିବକୁମାର
ଭୁବନେଶ୍ଵର: ରାଜ୍ୟ ରାଜନୀତିରେ ହେବ ବଡ଼ ହଲଚଲ୍ । ଓଡ଼ିଶା କଂଗ୍ରେସକୁ ସଞ୍ଜିବନୀ ଦେବା ପାଇଁ ଏବେ ଦଳ ଆପଣାଇବାକୁ ଯାଉଛି ‘କର୍ଣ୍ଣାଟକ ମଡେଲ’ ।ଏଥିପାଇଁ ବେଙ୍ଗାଲୁରୁ ଗସ୍ତ କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଭେଟିଛନ୍ତି ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ । ଏହି ହାଇପ୍ରୋଫାଇଲ୍ ବୈଠକ ପରେ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି । ଓଡ଼ିଶାରେ ସଂଗଠନକୁ ମଜବୁତ କରିବା ସହ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ନେଇ ଦୁଇ ନେତାଙ୍କ […]
ସଂପୂର୍ଣ୍ଣ ପଢନ୍ତୁ