ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଏଜିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ଗତ ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ୮ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଅଭିଯୋଗକୁ ନେଇ ଆରମ୍ଭ ହୋଇଥିବା ଆଇନଗତ ଲଢ଼େଇ ଏବେ ଏକ ନୂଆ ମୋଡ଼ ନେଇଛି। ଏହି ମାମଲାର ଶୁଣାଣି କରି ମାନ୍ୟବର ଓଡ଼ିଶା ହାଇକୋର୍ଟ ୫ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୧୧ ତାରିଖ ସୁଦ୍ଧା ସେମାନଙ୍କୁ ନିଜର ପକ୍ଷ ରଖିବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାଚସ୍ପତିଙ୍କ […]
ସଂପୂର୍ଣ୍ଣ ପଢନ୍ତୁ