ଟ୍ରକ୍କୁ ପଛରୁ ପିଟିଲା ବସ୍; କଣ୍ଟକ୍ଟର ମୃତ, ଯାତ୍ରୀ ସୁରକ୍ଷିତ
ରେଢାଖୋଲ, ୧୦/୧୧: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥରେ ରବିବାର-ସୋମବାର ରାତିରେ ପୁଣି ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କରେ ପର୍ଯ୍ୟଟକଙ୍କୁ ନେଇ ଆଗକୁ ବଢୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରୀବାହୀ ବସ୍ର କଣ୍ଟକ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କର ପରିଚୟ ମିଳି ନାହିଁ। ସୂଚନା ଅନୁସାରେ ଏକ ଯାତ୍ରୀବାହୀ ବସ୍ ଗତକାଲି ସମ୍ବଲପୁର ଜିଲ୍ଲା ସାହାସପୁର ଓ ସମ୍ବଲପୁରର ସହରର କିଛି ପର୍ଯ୍ୟଟକଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ […]
ସଂପୂର୍ଣ୍ଣ ପଢନ୍ତୁ