ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କାହାକୁ ଛଡାଜିବନି : ପୁଲିସ୍ ଡିଜି
ଭୁବନେଶ୍ବର: ପୁଲିସ୍ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପୁଲିସ୍ ଡିଜି ଯୋଗେଶ ବାହାଦୁର ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ପୂର୍ବରୁ ବ୍ୟବସ୍ଥା କରିଥିଲୁ । ଫଳସ୍ୱରୂପ ପୁଲିସ୍ର ସଚେତନତା ପାଇଁ ପରୀକ୍ଷା ଆଗରୁ ଖୁଲାସା ହେଲା । କ୍ରାଇମବ୍ରାଞ୍ଚ ନିରପେକ୍ଷ ତଦନ୍ତ କରି ସବୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବ।ପୁଲିସ୍ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପୂରା ପରୀକ୍ଷାକୁ […]
ସଂପୂର୍ଣ୍ଣ ପଢନ୍ତୁ