ପଞ୍ଚଭୂତରେ ଲୀନହେଲା ପଣ୍ଡିତ ଦିବ୍ୟସୁନ୍ଦରଙ୍କ ପାର୍ଥିବ ଶରୀର
ମାହାଙ୍ଗା : ବିରୂପା-ଗେଙ୍ଗୁଟି ଦୁଆବ ଅଞ୍ଚଳର ଅରିଲୋଶାସନ ଗ୍ରାମର ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା, ପଣ୍ଡିତ ଦିବ୍ୟସୁନ୍ଦର ଆଚାର୍ଯ୍ୟଙ୍କର ଶନିବାର ଅପରାହ୍ନରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ଜଣେ ମିଷ୍ଟଭାଷୀ, ପରୋପକାରୀ ଏବଂ ଜ୍ଞାନୀ ପୁରୁଷ ଭାବେ ତାଙ୍କର ବିୟୋଗ ସମଗ୍ର ଅଞ୍ଚଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବା ସହ ଶୋକର ଛାୟା ଖେଳାଇ ଦେଇଛି। ସ୍ୱର୍ଗତ ଆଚାର୍ଯ୍ୟ ଜଣେ ବିଶିଷ୍ଟ ‘ପାଣି ସାହିତ୍ୟ’ ଗବେଷକ, ସୁବକ୍ତା ଓ ଧୂରୀଣ ପ୍ରବଚକ ଭାବେ ବେଶ ପରିଚିତ ଥିଲେ। […]
ସଂପୂର୍ଣ୍ଣ ପଢନ୍ତୁ