କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ପ୍ରହାର ଅଭିଯାନ

କନ୍ଧମାଳ, ୬/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ପ୍ରହାର ଅଭିଯାନ l ରାଜ୍ୟ ପୋଲିସ ମହାନିର୍ଦେଶକ ଙ୍କ ନିର୍ଦେଶ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ର ଶହେ ମିଟର ପରିଧି ମଧ୍ୟରେ ନିଶାଦ୍ରବ୍ୟ ବିକ୍ରି ଉପରେ ରୋକ ଲଗା ଯାଇଛି l ଅପରେସନ ପ୍ରହାର ଅଭିଯାନ ନେଇ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର 100 ମିଟର ପରିଧି ମଧ୍ୟରେ ଥିବା ବିଭିନ୍ନ ଦୋକାନ ରେ ଚଢ଼ାଉ କରାଯାଇଥିଲା l ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ […]

ସଂପୂର୍ଣ୍ଣ ପଢନ୍ତୁ

ରସୁଲପୁର ଓ ମୂଳିସିଂହ ରେ ମହମ୍ମଦଙ୍କ ୧୫୦୦ ଜୟନ୍ତୀ ପାଳନ

ଝଙ୍କଡ଼, ୬/୯: ଇସଲାମ ଧର୍ମ ର ମାର୍ଗଦର୍ଶକ ମହମ୍ମଦ ଙ୍କ ୧୫୦୦ ତମ ଜୟନ୍ତୀ, ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅଧୀନ ବିରିତୋଳ ପଞ୍ଚାୟତ , ରସୁଲପୁର ଓ ମୂଳିସିଂହ ପଞ୍ଚାୟତରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ରସୁଲପୁର ରେ ବସ୍ତିର ମୂରବି ତଥା ବିଶିଷ୍ଟ ସମାଜସେବୀ ଶେଖ୍ ତମିଜ୍ ଉଦ୍ଦିନ ଙ୍କ ନେତୃତ୍ୱରେ ଏହି ଉପଲକ୍ଷେ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରି ସହର ହାଟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହ ସେଣ୍ଟ ଜାଭିୟର୍ସ ସ୍କୁଲରେ ଗୁରୁଦିବସ ପାଳନ

ଝଙ୍କଡ଼, ୬/୯: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ଗୁରୁଦିବସ ପାଳିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନେ ଫୁଲ ଚନ୍ଦନ ଓ ଅକ୍ଷତ ଦେଇ ଗୁରୁଜୀ ଗୁରୂମl ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ , ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟତ୍ରୀ ମୋନାଲିସା ଭଟ୍ଟ ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ […]

ସଂପୂର୍ଣ୍ଣ ପଢନ୍ତୁ

ବରଗଡ଼ରେ ମହମ୍ମଦ ଜୟନ୍ତୀ ମହା ସମାରୋହରେ ପାଳିତ

ବରଗଡ଼୫/୯: ଶୁକ୍ରବାର ଦିନ ସହରରେ ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରଫେଟ ହଜରତ ମହମ୍ମଦ ସାହବଙ୍କ ୧୫୦୦ତମ ଜନ୍ମଜୟନ୍ତୀ ଆଧ୍ୟାତ୍ମିକ ଏବଂ ଉତ୍ସାହ ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ବାହାର କରି ମହମ୍ମଦ ସାହିବଙ୍କ ବ୍ୟକ୍ତିତ୍ୱ ଏବଂ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ବରଗଡ଼ ସୁନ୍ନି ବରେଲବୀ ଜାମା ମସଜିଦରୁ ଶୋଭାଯାତ୍ରା ବାହାରି ଲେଙ୍ଗୁ ମିଶ୍ର ଛକ , ଏସପି ଅଫିସ ଛକ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଗୁରୁଦିବସରେ ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫

ନୂଆଦିଲ୍ଲୀ/ଭୁବନେଶ୍ୱର,୫/୯: ପବିତ୍ର ଗୁରୁଦିବସ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଛି ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ଶିକ୍ଷକ ଦ୍ୱୟ ହେଲେ ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ । ବସନ୍ତ ରଣା ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ଥିବାବେଳେ ଶିକ୍ଷକ ତରୁଣ ଦାଶ କୋରାପୁଟ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଙ୍କ ନିତ୍ୟସେବକ ସରୋଜ ରାଉଳଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ

ଝଙ୍କଡ଼, ୪/୯: ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ଭାବେ ଜଣାଶୁଣା ସ୍ବର୍ଗତ ସରୋଜ କୁମାର ରାଉଳ ଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଗତ ଗୁରୁବାର ଦିନ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାମନ୍ତ୍ର ନାମଯଜ୍ଞ, ସାଧୁ ସନ୍ଥ ମହାତ୍ମା ପୂଜନ ଓ ସ୍ମୁତିଶ୍ରଦ୍ଧାଞ୍ଜଳୀ ଅର୍ପଣ ଆଦି କାର୍ଯ୍ୟକ୍ରମ ବିକାଶ ରାଉଳ ଓ ଆଶୁତୋଷ ରାଉଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ମା ସାରଳା ଙ୍କ ନିତ୍ୟସେବକ ବାବାଜୀ ରାଉଳ ଓ କଲ୍ୟାଣୀଙ୍କ ଶ୍ରାଦ୍ଧୋତ୍ସବରେ ଯୋଗ ଦେଲେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ

ଝଙ୍କଡ଼, ୩/୯: ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଗ୍ରାମର ସ୍ବର୍ଗତ ବାବାଜୀ ଚରଣ ରାଉଳ ଓ ତାଙ୍କର ଧର୍ମପତ୍ନୀ କଲ୍ୟାଣୀ ଙ୍କର ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଗତ ବୁଧବାର ଦିନ ଅପରାହ୍ନରେ, ଏଠାରେ ପହଞ୍ଚିବା ପରେ ତାଙ୍କୁ ନାମ ସଂକୀର୍ତ୍ତନ ଶୋଭାଯାତ୍ରା ରେ ପାଛୋଟି ନିଆଯାଇଥିଲା। ସ୍ବର୍ଗତ ବାବାଜୀ ଓ କଲ୍ୟାଣୀ ଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ପରେ ସେ କହିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ଙ୍କ ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଝଙ୍କଡ଼, ୩/୯:  ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ, ମନ୍ଦିରର ବେଢ଼ାରେ ଥିବା ସଭାଗୃହ ରେ ଗତ ବୁଧବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ତହସିଲଦାର ତଥା ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ବର […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ, ଆସ ଭେଟିବା ଆମ ପିଲାଙ୍କୁ କାର୍ଯକ୍ରମ

ଝଙ୍କଡ଼, ୩/୯:  ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଆସ ଭେଟିବା ଆମ ପିଲାଙ୍କୁ , ଗତ ବୁଧବାର ଦିନ ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭା ପରିଷଦ ର ସଭାପତି ଅଧ୍ୟାପକ ତଥା ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ , ନିମନ୍ତ୍ରିତ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା, ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ […]

ସଂପୂର୍ଣ୍ଣ ପଢନ୍ତୁ

ଫାଣ୍ଡି ଭିତରେ ପୁଲିସକୁ ଆକ୍ରମଣ

ବଲାଙ୍ଗୀର, ୩/୯: ବଲାଙ୍ଗୀର ଜିଲ୍ଲାରେ ଆପରାଧିକ କାର୍ଯ୍ୟକଳାପ ସୀମାରେ ପାର। ରାଜ୍ୟ ପୁଲିସ ଅପରାଧ ଓ ନିଶା କାରବାର ମୂଳପୋଛ କରିବାକୁ ବିଭିନ୍ନ ମିସନ୍‌ ହାତକୁ ନେଉଛି। ଅଥଚ, ଏଠାରେ ପୁଲିସ ଉପରେ ଆକ୍ରମଣ ହେଉଛି। ତାହା ପୁଣି ଫାଣ୍ଡି ଭିତରେ। ଉଦ୍‌ବେଗଜନକ କଥା ହେଲା, ଏହି ମାମଲାରେ କୌଣସି ବଡ଼ ଅଧିକାରୀ ମୁହଁ ଫିଟାଉନାହାନ୍ତି। କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇନାହିଁ। ଘଟଣାଟି ଚାରି ଦିନ ତଳେ ଘଟିଛି ସଇନ୍ତଳା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡିରେ। ଫାଣ୍ଡି […]

ସଂପୂର୍ଣ୍ଣ ପଢନ୍ତୁ