ମୂଳିସିଂହ ହାଇସ୍କୁଲ ର 2002 ବ୍ୟାଚ ର ବନ୍ଧୁମିଳନ ଉତ୍ସବ

ଝଙ୍କଡ଼, ୨୮/୧୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାଙ୍କ ପାତାଳିକ୍ଷେତ୍ର ମୂଳିସିଂହ ସ୍ଥିତ ମୂଳିସିଂହ ସରକାରୀ ଉଚ୍ଚ ବିଦ୍ୟାଳୟ ର 2002 ମସିହା ମାଟ୍ରିକ ବ୍ୟାଚ ର ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ରବିବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ନିମନ୍ତ୍ରିତଅତିଥି ମାନେ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଶ୍ରୀଗଣେଶ ଓ ମା ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳି ପ୍ରଦାନ କରିବାପରେ ମଞ୍ଚାସିନ ହୋଇଥିଲେ l ଶିକ୍ଷକ […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଏକାଡେମୀ 2003 ବ୍ୟାଚ ର ସହପାଠୀ ସମାବେଶ

ଝଙ୍କଡ଼, ୨୪/୧୨: ବାଣୀକ୍ଷେତ୍ର ଝଙ୍କଡ଼ କନକପୁର ସ୍ଥିତ ପ୍ରାଚୀନ, ପ୍ରସିଦ୍ଧ ଓ ଆଦର୍ଶ ଶିକ୍ଷାନୁଷ୍ଠାନ, ସାରଦା ଏକାଡେମୀ 2003 ବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ଓ ଭାବବିନିମୟ କାର୍ଯ୍ୟକ୍ରମ ଗତ ବୁଧବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ପ୍ରାତଃକାଳ ରେ ମା ସାରଳା ଙ୍କର ମାର୍ଜନା ଓ ପୂଜାର୍ଚ୍ଚନା କରାଯାଇଥିଲା l ଏକାଡେମୀ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ରଅତିଥି ଭାବେ ସାରଳା ସଂସ୍କୃତି ଗବେଷକ […]

ସଂପୂର୍ଣ୍ଣ ପଢନ୍ତୁ

ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ: ୨୦୧୮ରୁ ଏପର୍ଯ୍ୟନ୍ତ ନିଯୁକ୍ତ ଅଧ୍ୟାପକ-କର୍ମଚାରୀଙ୍କୁ ଅନୁଦାନ ଦାବି

ଝଙ୍କଡ଼, ୨୪/୧୨: ରାଜ୍ୟର ବେସରକାରୀ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକରେ ପରିଚାଳନା କମିଟି ଦ୍ୱାରା ୨୦୧୮ରୁ ଏପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କୁ ତୁରନ୍ତ ସରକାରୀ ଅନୁଦାନ ପରିସରଭୁକ୍ତ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ବହୁ ମନ୍ତ୍ରୀ, ବିଧାୟକ ଏବଂ ବିଭାଗୀୟ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇ ଥିବାବେଳେ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ସ୍ବଳ୍ପ ପାରିଶ୍ରମିକରେ ମହାବିଦ୍ୟାଳୟଗୁଡ଼ିକରେ ବହୁ ଅଧ୍ୟାପକ ଓ କର୍ମଚାରୀ ଦାୟିତ୍ବ ନିର୍ବାହ କରୁଥିବାବେ​‌ଳେ ସରକାର ସେମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତୋଲ କଲେଜ ଭୂତତ୍ତ୍ୱ ବିଜ୍ଞାନ ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ

ଝଙ୍କଡ, ୨୪/୧୨: ତିର୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ଭୂତତ୍ତ୍ୱ ବିଜ୍ଞାନ ବିଭାଗ ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ ସଭାପତି ବିମଳ କାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସୁପ୍ରିୟା ସ୍ୱାଇଁ, ଜେନେରାଲ୍ ମ୍ୟାନେଜର (HR & IR), ଆର୍ସେଲର୍ ମିତଲ୍ ନିପ୍ପୋନ୍ ଇଣ୍ଡିଆ ଲିମିଟେଡ଼ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମଦନ ମୋହନ ମହାନ୍ତ, ସମ୍ମାନିତ ଅତିଥି ଭାବେ ଆସୋସିଏସନର ଉପଦେଷ୍ଟା […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଯୋଗୁଁ ବିଭ୍ରାଟ : ନିତିବିଳମ୍ବିତ

ଝଙ୍କଡ଼, ୨୨/୧୨ ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିରରେ ଗତ ସୋମବାର ମଧ୍ୟାହ୍ନରେ ପୁରୀ କଣାସ ଅଞ୍ଚଳର ଜଣେ ହିନ୍ଦୁ ଯୁବକ ଓ କଟକ ଯୋବ୍ରା ର ସଂଖ୍ୟାଲଘୁ ସମ୍ପ୍ରଦାୟ ର ଯୁବତୀ ଭଲପାଇ ବିବାହ କରିବା ନିମନ୍ତେ ଆସିଥିଲେ l ଯଦିବା ମା ସାରଳା ଙ୍କ ମନ୍ଦିରର ସିଂହଦ୍ୱାର ଓ ଦକ୍ଷିଣଦ୍ୱାର ସମ୍ମୁଖରେ, ଅଣହିନ୍ଦୁମାନଙ୍କ ପ୍ରବେଶନିଷିଦ୍ଧ ବୋଲି ବିଜ୍ଞl ପନ ମରାଯାଇଛି ଓ ଡାକବାଜିଯନ୍ତ୍ର ରେ ବାରମ୍ବାର ଏହି ନିଷେଧl ଜ୍ଞ୍ୟା ବିଷୟରେ ଘୋଷଣା ମଧ୍ୟ କରାଯାଉଛି […]

ସଂପୂର୍ଣ୍ଣ ପଢନ୍ତୁ

ସଅଁରା ହାଇସ୍କୁଲ 1968 ବ୍ୟାତ ର ସହପାଠୀ ମିଳନ

ଝଙ୍କଡ଼, 22/12: ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ସଅଁରା ସରକାରୀ ଉଚ୍ଚବିଦ୍ୟାଳୟ ରେ 1960 ମସିହାରେ ସଅଁରା ମଧ୍ୟଇଂରାଜୀ ବିଦ୍ୟାଳୟ ରେ ଚତୁର୍ଥଶ୍ରେଣୀ ରୁ ବିଦ୍ୟାଅଧ୍ୟୟନ ଆରମ୍ଭ କରି, ନିକଟସ୍ଥ ନାଲିବର ହାଇସ୍କୁଲ ରେ 1968 ମସିହା ମାଟ୍ରିକପରୀକ୍ଷା ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା, ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ଅପୂର୍ବ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ବନ୍ଧୁମାନେ ଦୀର୍ଘ 75 ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ନିଜନିଜର ଅନୁଭୂତି ଓ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଆବିର୍ଭାବ ମହୋତ୍ସବ ଓ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ

ଝଙ୍କଡ, ୨୧/୧୨: ତିର୍ତ୍ତୋଲ ବ୍ଲକ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ପରିସରରେ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଆବିର୍ଭାବ ଉତ୍ସବ ଏବଂ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବ ଙ୍କ ଶୁଭାଗମନ ପ୍ରଥମବାର୍ଷିକ ସ୍ମରଣ ଉତ୍ସବ ଉପଲକ୍ଷେ,ସାରା ଦିବସ ବ୍ୟାପି ବିବିଧ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ବେଦ ମାଙ୍ଗଳିକ ଓ ନହବତ,ଉଷାକୀର୍ତନ, ସମବେତ ପ୍ରାତଃ ବିନୀତି ପ୍ରାର୍ଥନା,ସତ ଗ୍ରନ୍ଥ ପାଠ, ସଂଗୀତାଞ୍ଜଳି, ପ୍ରସାଦ ବିତରଣ,ସତସଙ୍ଗ ସଦାଲୋଚନା,ପ୍ରସାଦ ସେବନ, ମାତୃସମ୍ମିଳନୀ, ଦୀକ୍ଷା ପତ୍ର କାର୍ଯ୍ୟକ୍ରମ, ସମବେତ ବିନତି ପ୍ରାର୍ଥନା, […]

ସଂପୂର୍ଣ୍ଣ ପଢନ୍ତୁ

ରାହାମା ଫରେଷ୍ଟ ରେଞ୍ଜର ଗିରଫ

ଜଗତସିଂହପୁର, ୨୧/୧୨: ଗିରଫ ହେଲେ ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର। ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ରେଞ୍ଜରଙ୍କ ସାମନ୍ତରାପୁର , ଚାଟରାରେ ଥିବା ବାସଭବନ ଓ ସାଁପୁରରେ ଥିବା ତାଙ୍କ ଆବାସିକ କାର୍ଯ୍ୟାଳୟରେ ଏକକାଳୀନ ଚଢଉ କରାଯାଇଥିଲା। ରେଞ୍ଜରଙ୍କର ଦୁଇଟି କୋଠା ସହ ୫ଟି ମୂଲ୍ୟବାନ୍ ପ୍ଲଟ୍ ଠାବ ହୋଇଛି। ୨୫୦ ଗ୍ରାମ୍ ସୁନା ସହ ନଗଦ ୩.୬୯ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ପୋତାପୋଖରୀ ନୂଆବଜାର ରେ ନବମବାର୍ଷିକ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର

ଝଙ୍କଡ଼, ୧୮/୧୨: ଜଗନ୍ନାଥ ଭକ୍ତସମାଜ ଆନୁକୂଲ୍ୟରେ, କଟକ ପୋତାପୋଖରୀ, ନୂଆବଜ଼ାର ସ୍ଥିତ ନେତାଜୀ ଖେଳପଡିଆ ରେ ଗତ 15 ତାରିଖ ସୋମବାର ଠାରୁ ଆରମ୍ଭ ହୋଇଥିବା, ନବମବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଓ ମହାପ୍ରଭୁ ଜଗନ୍ନାଥଙ୍କ ଚବିଶବେଶ ପ୍ରଦର୍ଶନ, ଓ ପ୍ରତ୍ୟେହ ପ୍ରାତଃ ସମୟରେ ପ୍ରଶିକ୍ଷଣ ଶିବିର ଆଦି ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ […]

ସଂପୂର୍ଣ୍ଣ ପଢନ୍ତୁ

ଶାଶୁ ବୋହୂ କଳିରେ ପିଉସୀ ଶାଶୁ ମୃତ

ଜଗତସିଂହପୁର, ୧୮/୧୨ : ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ମୃତକ ସବିତା ବିଶ୍ଵାଳ(୫୫) ବୋଲି ଜଣାପଡିଛି। ଜଗତସିଂହପୁର ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଛି। ଓଡିଶୋ ଗାଁର ସ୍ଵର୍ଣ୍ଣଲତା ସ୍ଵାଇଁ ଏବଂ ତାଙ୍କ ବୋହୂ ଐଶ୍ଵର୍ଯ୍ୟା ରାୟଙ୍କ ମଧ୍ୟରେ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଘଟଣାର ସମାଧାନ […]

ସଂପୂର୍ଣ୍ଣ ପଢନ୍ତୁ