ବରୁଣପଡାରେ ଭଗବତଗୀତା ମାହାତ୍ମ୍ୟ ପରାୟଣ ଓ ପ୍ରବଚନ

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ର ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମର ଗୋପୀନାଥ ଙ୍କ ପୀଠସ୍ଥଳିରେ ଗତ ଗୁରୁବାର ଦିନ ଶ୍ରୀମଦ ଭଗବତଗୀତା ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଯୁବସମାଜସେବୀ ନିହାର କୁମାର ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି ।  ଗୀତା ବିଶ୍ୱବିଦ୍ୟାଳୟ ର ମଣ୍ଡଳାଧୀଶ ପଣ୍ଡିତ ସଂଗ୍ରାମକିଶୋର ନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୀତାସେବୀ ଗଦାଧର ମହାରଣା, ସଂଗ୍ରାମକେଶରୀ ପଟ୍ଟନାୟକ, ହେମନ୍ତ କୁମାର ମହାନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ବାବାଜୀ ଚରଣ ରାଉଳଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଠାରେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ସ୍ବର୍ଗତ ବାବାଜୀ ଚରଣ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ବୁଧବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।  ନିମନ୍ତ୍ରିତ ଅତିଥି ମାନେ ତାଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ଦିବଂ ଗତ ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତାଙ୍କର ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ

ରସୁଲପୁର ଜାମିଆଅଲ ହବିବରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ଦେଶ ମାତୃକାର ସେବା ପାଇଁ ଶପଥ

ଝଙ୍କଡ଼: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ‘ଜାମିଆଅଲ ହବିବ’ ଅନୁଷ୍ଠାନ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବୀ ଗୁଲାମ ରବାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ, ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ। ଦେଶ ମାତୃକାର ସେବା […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପବ୍ଲିକ ସ୍କୁଲରେ ୭୭ତମ ଜନରାଜ୍ୟ ଦିବସ ପାଳନ

ଝଙ୍କଡ଼ :   ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକ ସ୍କୁଲ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ସ୍କୁଲ ପରିଚାଳନା କମିଟିର ସଭାପତି ଲକ୍ଷ୍ମୀଧର ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ଏହି ଅନୁଷ୍ଠାନ ର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଡାକ୍ତର, ଇଞ୍ଜିନିଅର ଠାରୁ ଆରମ୍ଭ କରି ବହୁ ବଡ଼ବଡ଼ ପଦପଦପି ରେ ନିଯୁକ୍ତି ପାଇ, ପ୍ରତିଷ୍ଠିତ ହୋଇ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଦାସଙ୍କ ଶ୍ରାଦ୍ଧ ଉତ୍ସବରେ ଝଙ୍କଡ଼ ସାହିତ୍ୟ ସଂସଦର କବିତା ଆସର

ଝଙ୍କଡ଼ :  ଆଦିକବି ଶୁଦ୍ରମୁନି ସାରଳା ଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ସ୍ଥିତ ମୁନିଗୋସେଇଁ ମଠ ର ସାରଳା ଦାସ ସ୍ମୃତି ଭବନରେ, ସାରଳାଦାସ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଓ ଝଙ୍କଡ଼ ସାହିତ୍ୟ ସଂସଦ ପ୍ରାୟୋଜିତ, ରାଜ୍ୟ ସ୍ତରୀୟ କବିତା ଆସର, ଗତ ଜାନୁଆରୀ 26 ତାରିଖ ଦିନ ପୂର୍ବାହ୍ନରେ, ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କଵୟତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ଜାତୀୟ ସାହିତ୍ୟ ମହୋତ୍ସବ ଉଦଯାପିତ

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ଠାରେ ଦୁଇଦିନିଆ ବାଣୀପର୍ବ ସାରସ୍ୱତ ସମ୍ମେଳନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଗତ ରବିବାର ମାଘସପ୍ତମୀ ଦିନ ଅପରାହ୍ନ ରେ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଯୋଗଦେଇ ସାରଳା ଦାସ ଙ୍କୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ରାଜନୈତିକ ମତବାଦ ରୁ ଉର୍ଧ୍ଵରେ ରହି ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l […]

ସଂପୂର୍ଣ୍ଣ ପଢନ୍ତୁ

ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ବାଣୀପର୍ବର ଉଦଘାଟନୀ ଉତ୍ସବ

ଝଙ୍କଡ଼ : ଆଦିକବି ଶୁଦ୍ରମୁନି ସାରଳାଦାସଙ୍କ ଓଡ଼ିଆ ଭାଷାସାହିତ୍ୟ ପ୍ରତି ଅନ୍ୟନ ଅବଦାନର ଛଅଶହବର୍ଷ ପୂର୍ତ୍ତି ଅବସରରେ ଜାତୀୟ ସାହିତ୍ୟ ମହୋତ୍ସବ, ବାଣୀପର୍ବ 2026-27 ର ଉଦଘାଟନ ଉତ୍ସବ ଗତ ଶନିବାର ଦିନ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡଃ ବୈଷ୍ଣବ ଚରଣ ସାମଲ ଯୋଗଦେଇ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ ରେ ଭିନ୍ନଭିନ୍ନ ସ୍ୱତନ୍ତ୍ର ଚରିତ୍ର ର ଅବତାରଣା କରାଯାଇଥିବା ବେଳେ ଆମ […]

ସଂପୂର୍ଣ୍ଣ ପଢନ୍ତୁ

ବସନ୍ତପଞ୍ଚମୀରେ ଝଙ୍କଡ଼ ସାରଳାଙ୍କ ସରସ୍ବତୀ ବେଶ : ସହସ୍ରାଧିକ ଭକ୍ତ ସମାବେଶ

ଝଙ୍କଡ଼ : ଶ୍ରୀପଞ୍ଚମୀ ସରସ୍ବତୀ ପୂଜା ଉପଲକ୍ଷେ, ଉତ୍କଳଭାରତୀ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ ପ୍ରତ୍ୟୁଷ ରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଝଙ୍କଡ଼ ସାରଳା ପୀଠ ଶହସ୍ରାଧିକ ଭକ୍ତସମାଗମ ପରିଲକ୍ଷିତ ହୋଇଥିଲା । ବିଶେଷ କରି ବିଦ୍ୟାର୍ଥୀ, କବି, ଲେଖକ ଓ ବହୁ କଳାକାର ମାନେ ମାଆଙ୍କ ପାଖରେ ଭୋଗରାଗ କରିବା ସହିତ କଲମ, ଖାତା ଆଦି ମଧ୍ୟ ପୂଜାକରିଥିଲେ । ସନ୍ଧ୍ୟା ଆରତୀ ସମୟ ରେ ଭକ୍ତମାନଙ୍କୁ ମା ସରସ୍ବତୀ […]

ସଂପୂର୍ଣ୍ଣ ପଢନ୍ତୁ

ଶାରୀରିକ ଓ ମାନସିକ ବିକାଶ ହିଁ ସ୍କାଉଟ ଗାଇଡର ମୂଳଲକ୍ଷ୍ୟ: ଜଗତସିଂହପୁର ଜିଲ୍ଲାସ୍ତରୀୟ ଶିବିର ‘ତେଜସ’ ଉଦଯାପିତ

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂହ ଆଦର୍ଶ ବିଦ୍ୟାଳୟ ପରିସରରେ ଚାଲିଥିବା ଅଷ୍ଟବିଂଶତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଆଣ୍ଡ ଗାଇଡ କ୍ୟାମ୍ପୋରୀ (ତେଜସ, ୨୦୨୫-୨୬) ଗୁରୁବାର ଦିନ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ତିନି ଦିନିଆ ଶିବିରରେ ଜିଲ୍ଲାର ୧୬୨ଟି ବିଦ୍ୟାଳୟରୁ ୪୦୩ ଜଣ ସ୍କାଉଟ, ୧୬୦ ଜଣ ଗାଇଡ ଏବଂ କ୍ରୀଡ଼ା ଶିକ୍ଷକମାନେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ଉଦଯାପନୀ ଉତ୍ସବରେ […]

ସଂପୂର୍ଣ୍ଣ ପଢନ୍ତୁ

ଗୋବିନ୍ଦପୁରରେ ନୂତନ ଧାନମଣ୍ଡି ଉଦଘାଟନ

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ରେ ଚଳିତବର୍ଷ, ଏକ ନୂତନ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପିଣ୍ଡି ଉପରେ ଗତ ବୁଧବାର ପୂର୍ବାହ୍ନ ରେ ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଓଜନ କଣ୍ଟା ରେ ପୁଷ୍ପାଞ୍ଜଳି ପ୍ରଦାନ ଓ ନଡ଼ିଆ ବାଡେଇ ଏହି ଧାନମଣ୍ଡି କୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ସୋସାଇଟିର ସଭାପତି […]

ସଂପୂର୍ଣ୍ଣ ପଢନ୍ତୁ