ବିରିତୋଳ କୃଷି ସେବାସମବାୟ ସମିତିର ଧାନମଣ୍ଡି ଉଦଘାଟନ ଉତ୍ସବ
ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ବିରିତୋଳ କୃଷି ସେବାସମବାୟ ସମିତି ତରଫରୁ ଗତ ବୁଧବାର ପୂର୍ବାହ୍ନରେ, ଚଳିତବର୍ଷ ର ଖରିଫଧାନ କ୍ରୟ ନିମନ୍ତେ ଧାନମଣ୍ଡି ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଅଶ୍ୱିନୀ ଦାସ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ ରମାକାନ୍ତ ଭୋଇ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଓ ସମ୍ମାନିତଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, […]
ସଂପୂର୍ଣ୍ଣ ପଢନ୍ତୁ