ବର୍ଷା ସାଜିଲା ବାଧକ, ପଏଣ୍ଟ ଭାଗ କଲେ ପାକିସ୍ତାନ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ବର୍ଷାରେ ଧୋଇଗଲା ଟି-୨୦ ବିଶ୍ବକପର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ। ଶ୍ରୀଲଙ୍କାର କଲମ୍ବୋରେ ହେବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା ଯୋଗୁ ରଦ୍ଦ କରାଯାଇଛି । ଫଳରେ ଦୁଇ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି । ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ଆସନ୍ତାକାଲି ଅର୍ଥାତ ରବିବାର ହେବ ସୁପର ଫାଇଟ । ଅର୍ଥାତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ସୁପର-୮ ର ଦ୍ବିତୀୟ ମ୍ୟାଚ […]

ସଂପୂର୍ଣ୍ଣ ପଢନ୍ତୁ

ଏଆଇ ଘୋଷଣାନାମାରେ ୮୬ ଦେଶର ସ୍ବାକ୍ଷର:ଏଆଇ ହେବ ମିଳିତ ଦାୟିତ୍ବ-ସମାଜ ମଙ୍ଗଳ, ବିକାଶ ଟୁଲ୍‌ ଭାବେ ବ୍ୟବହାର ହେବ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଶେଷ ହୋଇଛି। ଏହି ଅବସରରେ ଏଆଇ ଘୋଷଣାନାମାରେ ଆମେରିକା, ବ୍ରିଟେନ, କାନାଡା, ଚୀନ, ଡେନମାର୍କ ଓ ଜର୍ମାନୀ ଭଳି ୮୬ଟି ଦେଶ ଓ ଦୁଇଟି ଅନ୍ତର୍ଜାତୀୟ ସଂଗଠନ ସ୍ବାକ୍ଷର କରିଛନ୍ତି। ୟୁରୋପୀୟ ସଂଘ (ଇୟୁ) ଓ ଆଇଏଫ୍‌ଏଡି ଭଳି ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଘୋଷଣାନାମାରେ ସ୍ବାକ୍ଷର କରିଛନ୍ତି। ଏଆଇକୁ ବିକାଶମୂଳକ ଟୁଲ୍‌ ଭାବେ ବ୍ୟବହାର କରିବା ଏବଂ ଏହାକୁ ଏକ ମିଳିତ ଦାୟିତ୍ବ […]

ସଂପୂର୍ଣ୍ଣ ପଢନ୍ତୁ

ଘର କ୍ରେତାଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ

ନୂଆଦିଲ୍ଲୀ : ଦିଲ୍ଲୀରେ ନିଜ ଘର ଖୋଜୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ଗୃହ ଯୋଜନାଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବା ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଡିଡିଏ ଫ୍ଲାଟର ମୋଟ ମୂଲ୍ୟରୁ ପାର୍କିଂ ଚାର୍ଜକୁ ଏବେ ସମ୍ପୂର୍ଣ୍ଣ ଛାଡ଼ କରିଛି । ଯେତେବେଳେ ଆପଣ ଏକ ଡିଡିଏ ଫ୍ଲାଟ୍ କିଣୁଥିଲେ, ଆପଣଙ୍କୁ ଫ୍ଲାଟର ମୂଳ ମୂଲ୍ୟ ସହିତ ପାର୍କିଂ ସ୍ଥାନ […]

ସଂପୂର୍ଣ୍ଣ ପଢନ୍ତୁ

ଗ୍ରେଟ୍ ନିକୋବର ମେଗା ପ୍ରକଳ୍ପକୁ NGT ର ସବୁଜ ସଙ୍କେତ: ୯୨,୦୦୦ କୋଟି ଟଙ୍କାର ଭିତ୍ତିଭୂମିକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ଭାରତର ରଣନୈତିକ ସୁରକ୍ଷା ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ କାର୍ଯ୍ୟକାରୀ ହେବାକୁ ଥିବା ୯୨,୦୦୦ କୋଟି ଟଙ୍କାର “ଗ୍ରେଟ୍ ନିକୋବର ମେଗା ପ୍ରକଳ୍ପ” (Great Nicobar Mega Project) କୁ ଜାତୀୟ ହରିତ ଟ୍ରିବ୍ୟୁନାଲ (NGT) ଅନୁମୋଦନ କରିଛନ୍ତି। ପରିବେଶ ସୁରକ୍ଷାକୁ ନେଇ ଦାୟର ହୋଇଥିବା ସମସ୍ତ ପିଟିସନକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି। କ’ଣ ଏହି ପ୍ରକଳ୍ପ? ଏହି ବିଶାଳ ପ୍ରକଳ୍ପ ଭାରତର ଦକ୍ଷିଣତମ […]

ସଂପୂର୍ଣ୍ଣ ପଢନ୍ତୁ

ତାରିକ ରହମାନ ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ; ୨୫ ମନ୍ତ୍ରୀ ଓ ୨୪ରାଜ୍ୟମନ୍ତ୍ରୀ ନେଲେ ଶପଥ

ଢାକା: ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ସାଧାରଣ ନିର୍ବାଚନରେ ଏକ ବିରାଟ ବିଜୟ ସହିତ, ସେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନ ୪ଟାରେ ଢାକାର ସଂସଦ ଭବନର ଦକ୍ଷିଣ […]

ସଂପୂର୍ଣ୍ଣ ପଢନ୍ତୁ

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି। ଅଷ୍ଟ୍ରେଲିଆ ଭଳି ଟିମ୍‌ ସୁପର ୮ ରାଉଣ୍ଡରେ ପ୍ରବେଶ କରିନପାରିବା ସତରେ ଲଜ୍ଜାଜନକ । ଭାଗ୍ୟ ମଧ୍ୟ ଅଷ୍ଟ୍ରେଲିଆ ଦଳର ସାତ୍‌ ଦେଇନାହିଁ। ଆଜି ବର୍ଷା ଯୋଗୁଁ ଆୟରଲ୍ୟାଣ୍ଡ-ଜିମ୍ବାୱେ ମ୍ୟାଚ୍ ବାତିଲ ହେବା ପରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି । ଜିମ୍ବାୱେ ଏବେ ତିନୋଟି ମ୍ୟାଚ୍ ରୁ ପାଞ୍ଚ ପଏଣ୍ଟ ପାଇଛି, ଯଦିଓ ଅଷ୍ଟ୍ରେଲିଆ ପରବର୍ତ୍ତୀ ମ୍ୟାଚ୍ ଜିତିଯାଏ, ତଥାପି ଏହାର […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ AI ଭିଡିଓ କରିବା କଂଗ୍ରେସକୁ ପଡ଼ିଲା ମହଙ୍ଗା, ୯ ନେତାଙ୍କୁ ନୋଟିସ୍ ଜାରି

ନୂଆଦିଲ୍ଲୀ ୧୬।୨: କୁତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା ତିଆରି କରାଯାଇଥିବା କଥିତ ଭିଡିଓକୁ ନେଇ ରାଜନୈତିକ ବିବାଦ ଏବେ ଜଟିଳ ରୂପ ଧାରଣ କରିଛି। ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତିଙ୍କ ସମ୍ପର୍କିତ ସାମଗ୍ରୀ ସେୟାର କରିବା ଅଭିଯୋଗରେ ଲୋକସଭା ସଚିବାଳୟ କଂଗ୍ରେସର ୯ ଜଣ ନେତାଙ୍କୁ ନୋଟିସ୍ ଜାରି କରିଛି। ନେତାମାନଙ୍କୁ ବିଶେଷାଧିକାର ଭଙ୍ଗ ଓ ସଦନ ଅବମାନନା ଅଭିଯୋଗରେ ୩ ଦିନ ମଧ୍ୟରେ ସ୍ପଷ୍ଟିକରଣ ଦେବାକୁ କୁହାଯାଇଛି। ଏହି ନୋଟିସ୍ ପାଇଥିବା ନେତାଙ୍କ ମଧ୍ୟରେ ଜୟାରାମ ରମେଶ, […]

ସଂପୂର୍ଣ୍ଣ ପଢନ୍ତୁ

ଟି-୨୦ ବିଶ୍ବକପ୍‌: ପାକିସ୍ତାନ ଚିତ୍‌ପଟାଙ୍ଗ୍‌; ୬୧ ରନ୍‌ରେ ଭାରତ ବିଜୟୀ

ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ। ଆଜିର ହାଇଭୋଲ୍ଟେଜ ମ୍ୟାଚରେ ପାକିସ୍ତାନକୁ ୬୧ରନରେ ହରାଇଲା ଭାରତ। ୨୦୨୬ ଟି-୨୦ ବିଶ୍ୱକପର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ୍ ଦୁଇ ପାରମ୍ପରିକ କ୍ରିକେଟ ପ୍ରତିଯୋଗୀ ଭାରତ ଓ ପାକିସ୍ତାନ ପରସ୍ପରକୁ ସାମ୍ନା କରିଛନ୍ତି। ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଛି। ଏହାସହ ଭାରତ ଲଗାତାର ୩ଟି ମ୍ୟାଚ ଜିତି ବିଜୟ ଧାରା ଆଗକୁ ନେଇଛି। ପ୍ରଥମ ଇନିଂସରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ […]

ସଂପୂର୍ଣ୍ଣ ପଢନ୍ତୁ

ରେଷ୍ଟୁରାଣ୍ଟରେ ‘ସର୍ଭିସ୍ ଚାର୍ଜ’ ଆଉ ବାଧ୍ୟତାମୂଳକ ନୁହେଁ; ୨୭ଟି ରେଷ୍ଟୁରାଣ୍ଟକୁ ୫୦,୦୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ/ଭୁବନେଶ୍ୱର: ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ସୁଖବର ଆସିଛି। ଏବେ ଭାରତର କୌଣସି ବି ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ଜବରଦସ୍ତି ‘ସର୍ଭିସ୍ ଚାର୍ଜ’ ମାଗି ପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ସ୍ପଷ୍ଟ କରିଛନ୍ତି। ଏହି ନିୟମକୁ ଉଲ୍ଲଂଘନ କରି ଗ୍ରାହକଙ୍କଠାରୁ ଜବରଦସ୍ତି ସର୍ଭିସ୍ ଚାର୍ଜ ନେଉଥିବା ୨୭ଟି ରେଷ୍ଟୁରାଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। CCPA ଏହି ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ୫୦,୦୦୦ ଟଙ୍କା ଲେଖାଏଁ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରହ୍ମପୁତ୍ର ନଦୀ ମଧ୍ୟରେ ନିର୍ମାଣ ହେବ ଦେଶର ପ୍ରଥମ ଅଣ୍ଡର-ୱାଟର ଟୁଇନ୍-ଟ୍ୟୁବ୍ ଟନେଲ୍ : ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ

​ନୂଆଦିଲ୍ଲୀ: ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମୋଦୀ ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆସାମର ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଏକ ବିଶାଳ ‘ଅଣ୍ଡର-ୱାଟର ଟୁଇନ୍-ଟ୍ୟୁବ୍ ଟନେଲ୍’ (ଜଳମଗ୍ନ ସୁଡ଼ଙ୍ଗ) ପ୍ରକଳ୍ପ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ୧୮,୫୦୦ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପକୁ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବାକୁ ଯାଉଛି। ​ପ୍ରକଳ୍ପର ମୁଖ୍ୟ ବିଶେଷତ୍ୱ: ​ଉତ୍ତର-ପୂର୍ବ ଭାରତର ବିକାଶ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ଏକ ଗେମ୍-ଚେଞ୍ଜର […]

ସଂପୂର୍ଣ୍ଣ ପଢନ୍ତୁ