Img 20240703 153611 750x430

କାର୍ଯ୍ୟରେ ଅବହେଳା କାରଣରୁ ସସପେଣ୍ଡ ହେଲେ ୩ ପୋଲିସ

ନୟାଗଡ଼: ନୟାଗଡ଼ ସଦର ଥାନାର ୩ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ଏସପି। ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସପେଣ୍ଡ କରିଥିବା ସୂଚନା।ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ବରୀ ନାୟକ,କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସସପେଣ୍ଡ କଲେ ଏସପି । ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା ମାମଲାରେ ହେଲେ ସସପେଣ୍ଡ। ସୂଚନା ଅନୁସାରେ, ଗୋଳାଶାଳା ଗାଁର ଚୋରି ହୋଇଥିବା ନେ଼ଇ କିଛି ଲୋକ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ । ମାତ୍ର ତୁରନ୍ତ ତାଙ୍କୁ ପୁଲିସ ସେବା ଯୋଗାଇ […]

ସଂପୂର୍ଣ୍ଣ ପଢନ୍ତୁ
Dcp

ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ: ଡିସିପି

ଭୁବନେଶ୍ୱର: ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ନାରକୀୟ କାଣ୍ଡ । ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ଋଣ ଟଙ୍କା ସୁଝିବାକୁ ବାପାଙ୍କ ସହ ପୁଅର ଗଣ୍ଡଗୋଳ ହୋଇଥିଲା ପୁଅ ମାଗିଥିବା ଟଙ୍କା ନଦେବାରୁ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ପୋଲିସ୍ ଛୁରି ଏବଂ ରକ୍ତଲଗା କପଡା ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି ଅଧିକ ଖୋଳତାଡ ଚାଲିଛି। ଭାରତୀୟ ନ୍ୟାୟ ସଂହିତା ଅନୁସାରେ ମାମଲା […]

ସଂପୂର୍ଣ୍ଣ ପଢନ୍ତୁ
Image 7 750x430

ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌

ନୟାଗଡ଼: ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌। ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ। ତହସିଲର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍‌। ନୟାଗଡ଼ ଭାପୁର ଓ ଭୁବନେଶ୍ବର ସ୍ଥିତ ବାସଭବନରେ ଚାଲିଛି ଚଢଉ। ମିଳିଥିବା ସୂଚନା ଅନୁସାରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଦଲାଲଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା ଆଦାୟ କରୁଥିଲେ। ଗତକାଲି ଦଲାଲ ପ୍ରସନ୍ନ ସାହୁଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Dhaba

ସିଲ୍ ହେଲା ବଲ୍ଲେ ବଲ୍ଲେ ଢ଼ାବା

ଯାଜପୁର: ତାଲା ପଡ଼ିଲା ଯାଜପୁର ଧର୍ମଶାଳାର ବଲେ ବଲେ ଢାବାରେ। ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ ହୋଇଥିଲା । ଢ଼ାବାକୁ ସିଲ କରିବାକୁ ନୋଟିସ୍ କରିଥିଲେ ବିଡ଼ିଓ । ଆଜି ବିଡିଓଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ଢ଼ାବାରେ ତାଲା ପକାଇଛନ୍ତି । ଯାଜପୁର ଜିଲ୍ଲା ନେଉଳପୁର ଠାରେ ଥିବା ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ବଲ୍ଲେ ବଲ୍ଲେ ଢ଼ାବାକୁ ବନ୍ଦ କରିବା ପାଇଁ ଧର୍ମଶାଳା ବ୍ଳକ […]

ସଂପୂର୍ଣ୍ଣ ପଢନ୍ତୁ
ିସତ୍ୀଦୗସଯୀଦସରୀଯଦସ 750x430

ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଅଢେଇ ବର୍ଷର ନାବାଳିକା ଝିଅଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରି ଫରାର ହେଲା ଅଭିଯୁକ୍ତ । କାବୁ କଲା କମିସନରେଟ୍ ପୋଲିସ୍ । ତେବେ ଜଟଣୀ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ବେଳେ ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇ ମାମଲା ରୁଜ୍ଜୁ ହୋଇଛି। ଅଭିଯୋଗକୁ ଭିତ୍ତି କରି ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଫେରାର ଥିବା ଅଭିଯୁକ୍ତଙ୍କୁ ମଙ୍ଗଳବାର କମିଶନରେଟ୍‌ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ
Image 1719831284

ମାନହାନୀ କେସ୍‌: ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଟିଏମସି ସାଂସଦଙ୍କୁ ନିର୍ଦ୍ଦେଶ

ଟିଏମସିର ରାଜ୍ୟସଭା ସାଂସଦ ସାକେତ ଗୋଖଲେଙ୍କୁ ବଡ଼ ଝଟକା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍‌ରେ ଆବେଦନକାରୀଙ୍କ ବିଜୟ ହୋଇଛି। ଏଥିପାଇଁ ହାଇକୋର୍ଟ ସାଂସଦ ସାକେତଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଆବେଦନକାରୀ ଲକ୍ଷ୍ମୀ ପୁରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ତାଙ୍କୁ କୋର୍ଟ ନିଜର ସୋଶାଲ ମିଡିଆରେ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି। ଏହି କ୍ଷମା ପ୍ରାର୍ଥନା ପୋଷ୍ଟ ଅତିକମରେ ୬ ମାସ ତାଙ୍କ ସୋଶାଲ ମିଡିଆ […]

ସଂପୂର୍ଣ୍ଣ ପଢନ୍ତୁ
Image 1719838219

ହତ୍ୟା ପରେ କଟା ମୁଣ୍ଡ ଧରି ଗାଁରେ ବୁଲିଲା ନାତି

ବଣେଇ : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର କେ ବଲାଙ୍ଗ ଥାନା ପୁରୁଣା ପାଣି ଗାଁରେ ଘଟି ଯାଇଛି ବୀଭତ୍ସ ହତ୍ୟାକାଣ୍ଡ ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି ।  ହତ୍ୟା ପରେ କଟା ମୁଣ୍ଡ ଧରି ବୁଲିଲା ଗାଁରେ ଅଭିଯୁକ୍ତ ନାତି। କେ ବଲାଙ୍ଗ ପୋଲିସ ସୂଚନା ପାଇ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ନାତିକୁ ଗିରଫ କରି ପଚରା ଉଚରା କରୁଥିବା ସହ ଘଟଣାର ତଦନ୍ତ କରୁଥିବା ଜଣା […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2024 07 01 105152 750x430

ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର

ସୁବର୍ଣ୍ଣପୁର: ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗାଁର ସୁଦାମ ବାଗ ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ସ୍ତ୍ରୀ ଘରୁ ବାହାରି ସୌଚାଳୟକୁ ଯିବାବେଳେ ବାରଣ୍ଡାରେ ହଠାତ ପଡ଼ିଯାଇଥିଲେ। ଫଳରେ ଅଚେତ୍ ହେବାରୁ ଘର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେ଼ଇଥିଲେ। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାଙ୍ଗରେ ଆସିଥିବା ସ୍ୱାମୀ ନିଜର ସ୍ତ୍ରୀର ମୃତଦେହକୁ […]

ସଂପୂର୍ଣ୍ଣ ପଢନ୍ତୁ
Anugul

ଅନୁଗୁଳରେ ସେକ୍ସ ରାକେଟ ଠାବ, ଦୁଇ ରୁପଜୀବୀଙ୍କ ସହ ୪ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମଦନମୋହନ ପଡ଼ା ସ୍ଥିତ ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ବେଳେ ସେଠାରେ ଚାଲିଥିବା ଏକ ସେକ୍ସ ରାକେଟକୁ ଠାବ କରିଥିଲା । ଜାଞ୍ଚ କରି ପୁଲିସ ଦୁଇ ରୁପଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ […]

ସଂପୂର୍ଣ୍ଣ ପଢନ୍ତୁ

ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର । ରାୟଗଡା ସହରର ମଝିଘରିଆଣୀ ମନ୍ଦିର ନିକଟରେ  ଘଟିଯାଇଛି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।  ସଡ଼କ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଛନ୍ତି  ।  ଅଟୋ ରିକ୍ସା ସହିତ ବାଇକ୍ ଧକ୍କାରେ ଅଟୋ ଚାଳକ ସତ୍ୟମ୍ ମାଣ୍ଡାଙ୍ଗି ସହିତ ଗଣେଶ ମାଣ୍ଡଙ୍ଗି ଓ ଦେବରାଜ ମାଣ୍ଡାଙ୍ଗୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି  । ଏହାକୁ ନେଇ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ମୃତକଙ୍କ କ୍ଷତିପୁରଣ ଦାବିରେ […]

ସଂପୂର୍ଣ୍ଣ ପଢନ୍ତୁ