Images (2)

ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର, ଡାକ୍ତରଖାନାରେ ଭର୍ତ୍ତି

ଖଲ୍ଲିକୋଟ: ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର। ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋହୂ ଆରତୀ। ଖଲ୍ଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ସ୍ବାମୀ ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ […]

ସଂପୂର୍ଣ୍ଣ ପଢନ୍ତୁ
Fm College Principal

ଏଫ୍‌ଏମ୍ କଲେଜର ନିଲମ୍ବିତ ଅଧ୍ୟକ୍ଷ ଗିରଫ

ଭୁବନେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଗିରଫ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଅନ୍ତରୀଣ ରିପୋର୍ଟ ଆଧାରରେ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଛି। ରବିବାର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ […]

ସଂପୂର୍ଣ୍ଣ ପଢନ୍ତୁ
Singer Srikanta Das 200x258

ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି: ‘ଚାଲିଲା ଗାଡ଼ି ବାଦାମବାଡ଼ି’ର କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ ଆଉ ନାହାନ୍ତି

କଟକ ସଦର: ଯେଉଁ କଣ୍ଠରୁ ଝରିଥିଲା ‘ଚାଲିଲା ଗାଡ଼ି ବାଦାମବାଡ଼ି’, ‘ଲେ ଲବିନା’, ‘ବାବାରେ ଆଲୁଅ’, ‘ମାରିଦେଲି ଖପରକାତି’ ଏବଂ ‘ଆସୁଛି ଆମ ସାହି ମେଢ଼’ ଭଳି ଅଗଣିତ କାଳଜୟୀ ଗୀତ, ସେହି ସ୍ବର ଆଜି ସବୁଦିନ ପାଇଁ ନୀରବି ଯାଇଛି। ୮୦ ଦଶକରେ ଓଡ଼ିଆ ସଙ୍ଗୀତ ଜଗତରେ ନିଜର ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରି ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ସୃଷ୍ଟି କରିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ […]

ସଂପୂର୍ଣ୍ଣ ପଢନ୍ତୁ
32841cac Ded9 49da A740 D55bf813f975

ପରିବେଶ ସୁରକ୍ଷା ଦିଗରେ ମହତ ପ୍ରୟାସ: ୪୨ ମୌଜାରେ ‘ବିଷ୍ଣୁପ୍ରିୟା ସେବା ସମିତି’ ପକ୍ଷରୁ ବୃହତ ଚାରା ରୋପଣ

କଟକ ସଦର : ପରିବେଶ ସନ୍ତୁଳନ ରକ୍ଷା ଏବଂ ଆଗାମୀ ପିଢି ପାଇଁ ଏକ ସବୁଜ ଭବିଷ୍ୟତ ସୁନିଶ୍ଚିତ କରିବା ଲକ୍ଷ୍ୟରେ, କଟକ ସଦର ଅଞ୍ଚଳରେ ଏକ ବଡ଼ଧରଣର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ, ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ସେବା ସମିତି’ର ନେତୃତ୍ୱରେ ୪୨ ମୌଜା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର ଶ୍ରୀରାମ ଗ୍ରାମ ସ୍ଥିତ କାଠଯୋଡି ନଦୀ ତଟରେ ଥିବା ଭଗବତୀଙ୍କ ପୀଠରେ ଏହି ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ
D9488e1a 1a06 450c Bc90 57e289ab76f1

ଲକ୍ଷାଧିକ ଟଙ୍କାର ରାଜସ୍ୱ, ତଥାପି ଅବହେଳିତ ସର୍ବପୁରାତନ ସାରଳା ହାଟ: ବର୍ଷାରେ ବେପାରୀ ଓ ଗ୍ରାହକ ଉଭୟ ହିନସ୍ତା

ଜଗତସିଂହପୁ/ଝଙ୍କଡ଼ : ତିର୍ତ୍ତୋଲ ଅଞ୍ଚଳର ଐତିହାସିକ ତଥା ସର୍ବପୁରାତନ ଶାରଳାପୀଠ କନକପୁର ସ୍ଥିତ ସାରଳା ହାଟ ଏବେ ଅବ୍ୟବସ୍ଥା ଓ ପ୍ରଶାସନିକ ଉଦାସୀନତା ଭିତରେ ଗତି କରୁଛି। ମନ୍ଦିର ପ୍ରଶାସନ ଏହି ହାଟରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ଏହାର ଉନ୍ନତିକରଣ ଦିଗରେ ଦୃଷ୍ଟି ଦେଉନଥିବାରୁ ବର୍ଷାଦିନେ ବ୍ୟବସାୟୀ ଓ ଗ୍ରାହକ ଉଭୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତି ସପ୍ତାହର ରବିବାର ଓ ଗୁରୁବାର, ଏହି ଦୁଇ ଦିନ ଧରି […]

ସଂପୂର୍ଣ୍ଣ ପଢନ୍ତୁ
8eca09ea 86d2 4d5f B84d 86ca72952858

ସାରଳା ମନ୍ଦିର ସମ୍ମୁଖରେ ବିପଦଜନକ ବିଦ୍ୟୁତ୍ ଖୁଣ୍ଟ , ସୁଧାର ନହେଲେ ବିପଦ ଆଶଙ୍କା

ଜଗତସିଂହପୁର/ ଝଙ୍କଡ଼ :  ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ କୁ ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ଯାତ୍ରୀ ଓ ପର୍ଯ୍ୟଟକ ମାନେ ଆସିଥାନ୍ତି। ବିଶେଷ କରି ବାଲେଶ୍ଵର ଓ ପଶ୍ଚିମବଙ୍ଗ ରୁ ଦ୍ଵିତଳ ଟୁରିଷ୍ଟ ବସ ଗୁଡ଼ିକ ଆସିଲା ବେଳେ ଏହି ବିପଦଶଙ୍କୁଳ ବିଦ୍ୟୁତ୍ ଖୁଣ୍ଟ ରୁ ଯାଇଥିବା ରୋଡକ୍ରସ ଲାଇନ୍ ତାର ଟି ପ୍ରତିବନ୍ଧକ ହୋଇଥାଏ। ବିଶେଷ କରି ଏହି ଖୁଣ୍ଟର ମୂଳ ଖାଇଯାଇ ଥିବାରୁ, କେତେବେଳେ ବି ଭାଙ୍ଗିଯିବାର ଆଶଙ୍କା ରହିଛି। ଭାଇ ଭାଇ […]

ସଂପୂର୍ଣ୍ଣ ପଢନ୍ତୁ
09ad35b4 7670 43af Bdde E8b235929809

ମୂଳିସିଂ ସହରହାଟରେ କର୍ମବୀର ଗୌରୀଶଙ୍କର ରାୟଙ୍କୁ ସ୍ମରଣ, ୧୮୭ତମ ଜୟନ୍ତୀ ପାଳିତ

ଜଗତସିଂହପୁର/ଝଙ୍କଡ : ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତାର ପ୍ରବାଦ ପୁରୁଷ, କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୭ତମ ପବିତ୍ର ଜନ୍ମ ଜୟନ୍ତୀ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂ ପଞ୍ଚାୟତର ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶିକ୍ଷାବିତ୍ ଯୋଗ ଦେଇ କର୍ମବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍କୁଲର ଚେୟାରମ୍ୟାନ୍ ଶ୍ରୀ ବିକ୍ରମ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ
ଳ

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମୂରଲୀଧର ରଥଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ଜନ୍ମମାଟିରେ ସ୍ମୃତିସଭା

ଜଗତସିଂହପୁର/ଝଙ୍କଡ଼ : ବିଶିଷ୍ଟ ସମାଜସେବୀ, ପ୍ରବୀଣ ରାଜନେତା ତଥା କ୍ରାନ୍ତୀକାରୀ ଜନନେତା ସ୍ବର୍ଗତ ମୂରଲୀଧର ରଥଙ୍କ ଚତୁର୍ଦ୍ଦଶାହ ଅବସରରେ ତାଙ୍କ ଜନ୍ମମାଟି ଚାନ୍ଦପୁର ଗ୍ରାମରେ ଗତ ଶୁକ୍ରବାର ଦିନ ଏକ ଭାବଗମ୍ଭୀର ପରିବେଶ ମଧ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଆଧ୍ୟାତ୍ମିକ ଓ ସାରସ୍ଵତ କାର୍ଯ୍ୟକ୍ରମରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଜଣେ ସ୍ପଷ୍ଟବାଦୀ, ନିର୍ଭିକ, ପରୋପକାରୀ ଓ ଆଦର୍ଶ ସମାଜସେବୀ ଭାବରେ ବର୍ଣ୍ଣନା କରିଥିଲେ। ସ୍ବର୍ଗତ ରଥଙ୍କ ଜୀବନଦର୍ଶନ ବର୍ତ୍ତମାନର ଯୁବସମାଜ […]

ସଂପୂର୍ଣ୍ଣ ପଢନ୍ତୁ
2 170 1752409872649

ରେଭେନ୍ସା ଛାତ୍ର ମାନେ ଝାଡାବାନ୍ତିରେ ଆକ୍ରାନ୍ତ : ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଏହା ହଇଜା ନୁହେଁ, ଖାଦ୍ୟ ଯୋଗାଉଥିବା ଭେଣ୍ଡରକୁ ବରଖାସ୍ତ

କଟକ ୧୩।୭: କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନ୍ୟୁ ପିଜି ହଷ୍ଟେଲରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଛାତ୍ର ମାନେ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ସରକାରଙ୍କ ନିଦ ଭାଙ୍ଗିଲା । ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ନିୟୋଜିତ ହେଲେ ସାନିଟାରୀ ଇନ୍ସପେକ୍ଟର । ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସମସ୍ତ ଛାତ୍ର ମାନଙ୍କୁ ଭେଟିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ରାତି ସୁଦ୍ଧା ସମସ୍ତଙ୍କୁ ମେଡ଼ିକାଲରୁ ଡିସଚାର୍ଜ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ଗତ […]

ସଂପୂର୍ଣ୍ଣ ପଢନ୍ତୁ
Bhaktad

ନୈତିକତା ଦୃଷ୍ଟିରୁ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: କଂଗ୍ରେସ

ଭୁବନେଶ୍ବର: ଆତ୍ମାହୁତି ଉଦ୍ୟମ କରି ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ରବିବାର ସନ୍ଧ୍ୟାରେ ଭେଟିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସାଙ୍ଗକୁ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ଡାକ୍ତରଙ୍କ ସହ କଥା ହୋଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଆଉ ଦୁଇଘଣ୍ଟା ବିଳମ୍ବ ହୋଇଥିଲେ ଅନେକ […]

ସଂପୂର୍ଣ୍ଣ ପଢନ୍ତୁ