ଝିଙ୍କିରିଆ ବଜାରର ପୁରାତନ ବ୍ୟବସାୟୀଙ୍କ ପରଲୋକରେ ବଜାର ବନ୍ଦ; ଦୀପଦାନ

କଟକ ସଦର,୨୨/୧୧: ୪ ୨ ମୌଜା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ତଥା ଝିଙ୍କିରିଆ ବଜାରର ପୁରାତନ ବ୍ୟବସାୟୀ ଶିକାରୀ ପଣ୍ଡାଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ କାରଣରୁ ଅସୁସ୍ଥତା ଥାଇ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଚିକିତ୍ସିତ ହେଉଥିଲେ ।ସେ ଶାନ୍ତ,ସରଳ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ ।ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ ଓ ଝିଙ୍କୀରିଆ ଗ୍ରାମ୍ୟ ଉନ୍ନୟନ କମିଟିର ସଦସ୍ୟଙ୍କ ସହ […]

ସଂପୂର୍ଣ୍ଣ ପଢନ୍ତୁ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଡକ୍ଟର ହରେ କୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ ସଦର, ୨୧/୧୧: ୪୨ ମୌଜା ପାଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫ ରୁ ଉପଦେଷ୍ଟା ଶାନ୍ତି କମିଟି ର ସଭାପତି ଶରତ କୁମାର ରାୟ , ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ, ସାଧାରଣ ସଂପାଦକ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି,ଉତ୍କଳ କେଶରୀ ଡକ୍ଟର ହରେ କୃଷ୍ଣ ମହତାବ ଙ୍କ ୧୨୭ […]

ସଂପୂର୍ଣ୍ଣ ପଢନ୍ତୁ

ଡକ୍ଟର ହରେକୃଷ୍ଣ ମହତାବ ଙ୍କ 126 ତମ ଜୟନ୍ତୀ ପାଳନ

ଝଙ୍କଡ଼, ୨୧/୧୧: ଆଧୁନିକ ଓଡିଶା ର ନିର୍ମାତା, ମହାନ ଜନନାୟକ, ସାରସ୍ୱତସାଧକ, ବିଚକ୍ଷଣ ରାଜନୈତିକ ଓ 1948 ମସିହାରେ ଓଡିଶାର ପ୍ରଧାନମନ୍ତ୍ରୀ ଥିଲାବେଳେ, ଝଙ୍କଡ଼ ସାରଳା ମନ୍ଦିର ସମ୍ମୁଖରେ ଓଡ଼ିଆ ଭାଷା ସାହିତ୍ୟ ର ପ୍ରାଣପ୍ରତିଷ୍ଠାତା ଶୁଦ୍ରମୁନି ଆଦିକବି ସାରଳା ଦାସ ଙ୍କ ସ୍ମୃତିସ୍ତମ୍ଭ ପ୍ରତିଷ୍ଠାତା ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବ ଙ୍କ 126 ତମ ଜୟନ୍ତୀ, ମୁଲିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ପାଳିତ ହୋଇଯାଇଛି l ଜଗତସିଂହପୁର ସାରସ୍ୱତ ପରିଷଦ […]

ସଂପୂର୍ଣ୍ଣ ପଢନ୍ତୁ

ପାକ୍ସ ସଂପାଦକ ଗିରଫ

ଦେବଗଡ଼ ୨୧/୧୧: ଚାଷୀମାନଙ୍କ ‌ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଦିନ ଜଣେ ପାକ୍ସ ସଂପାଦକଙ୍କୁ ଗରିଫ କରିଛି। ଭିଜିଲାନ୍ସ ବିଭାଗ ପାକ୍ସ ସଂପାଦକ ସୁରେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି। ତାଙ୍କର ନାମରେ ୪୦ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ ରହିଛି। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ସାହୁ ଚାଷୀମାନଙ୍କର ୪୦ ଲକ୍ଷ ୭୧ ହଜାର ୬୪୪ ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

କୋଇଲା ମାଫିଆଙ୍କ କଳା ସାମ୍ରାଜ୍ୟର ବୁଢିଆଣୀ ଜାଲ ଛିଡ଼ାଉଛି ଇଡି

ନୂଆଦିଲ୍ଲୀ, ୨୧/୧୧: ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଘାଣ୍ଟୁଛି ଇଡି । କୋଇଲା ମାଫିଆଙ୍କ ଲିଙ୍କରେ ବିଭିନ୍ନ ସ୍ଥାନରେ ରେଡ କରୁଛି ଇଡି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୪୦ଟି ଠିକଣାରେ ଚାଲିଛି ଚଢାଉ । କୋଇଲା ମାଫିଆଙ୍କ କଳା ସାମ୍ରାଜ୍ୟର ବୁଢିଆଣୀ ଜାଲ ଛିଡେଇବାକୁ ଇଡି ଆଜି ସକାଳେ ସକାଳେ ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରି ପୁଳାପୁଳା ଟଙ୍କା, ସୁନା ଜବତ କରିଛି । କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ କୋଇଲା ମାଫିଆଙ୍କ ଘର, […]

ସଂପୂର୍ଣ୍ଣ ପଢନ୍ତୁ

ଡକାୟତି ଯୋଜନା ପଣ୍ଡ ଫସିଲେ ୧୦ ଅପରାଧୀ, ୩ ମାଉଜର, ୪ ଗୁଳି, ୩ ମାଗାଜିନ୍‌ ଓ ୨ କଟୁରି ଜବତ

ପୁରୀ, ୨୧/୧୧: ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଡକାୟତି ଯୋଜନା କରୁଥିବା ବେଳେ ପୁରୀ ସହରାଞ୍ଚଳ ପୁଲିସ ସେମାନଙ୍କୁ ଧରିଛି। ସେମାନଙ୍କ ନିକଟରୁ ତିନିଟି ମାଉଜର, ତିନିଟି ମାଗାଜିନ, ଚାରିଟି ଅଫୁଟା ଗୁଳି, ତିନିଟି କଟୁରି, ଲୁହାଛଡ଼, ମୋବାଇଲ ଫୋନ୍‌, ୮ଶହ ଟଙ୍କା ଓ ଗୋଟିଏ ବାଈକ୍‌ ଜବତ କରାଯାଇଛି। ଟାଉନ ଥାନା ଓ ତାଳବଣିଆ ଥାନାରେ ଏ ନେଇ ଦୁଇଟି ମାମଲା ରୁଜୁ ସହ ଗିରଫ ଡକାୟତଙ୍କୁ କୋର୍ଟଚାଲାଣ କରାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶଶ୍ଵର, ୨୧/୧୧: କ୍ୟାବିନେଟ୍‌ ବୈଠକରେ ୯ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ।ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ।ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହିତ ଅନ୍ୟ ମନ୍ତ୍ରୀଗଣ ଏବଂ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ […]

ସଂପୂର୍ଣ୍ଣ ପଢନ୍ତୁ

ଶସ୍ତାରେ ଘର ବିକ୍ରି କରିବେ ସରକାର

ଭୁବନେଶ୍ବର, ୨୧/୧୧: ରାଜ୍ୟ ସରକାର ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ। ଭୁବନେଶ୍ବରରେ ପ୍ରାଥମିକ ଭାବେ ୯୦ଟି ଘର ନିର୍ମାଣ ହୋଇଛି। ଏହି ଘରଗୁଡ଼ିକୁ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ କିଣିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୧୪ରୁ ୫୦ଲକ୍ଷ ଟଙ୍କା ଭିତରେ ଘର ବିକ୍ରି କରାଯିବ। ଏହି ଲକ୍ଷ୍ୟ ପୂରଣ ହେଲେ ଆଗାମୀ ଦିନରେ ରାଜ୍ୟର ସବୁ ସହରାଞ୍ଚଳରେ ସରକାର ଘର ତିଆରି କରି ଯୋଗାଇବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ସୋର କୋର୍ଟ ମାଲଖାନା ଲୁଟ ଘଟଣାରେ ତିନି ଗିରଫ

ସୋର, ୨୧/୧୧ : ବାଲେଶ୍ୱର ଜିଲା ସୋର କୋର୍ଟ ମାଲଖାନା ଲୁଟ ଘଟଣାରେ ସୋର ପୁଲିସ ଆଜି ୫୦୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହା ବଜାରରେ ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟାଙ୍କର ହେବ । ଏହା ସହିତ ୪ଟି ମୋବାଇଲ ପୁଲିସ ଜବତ କରିଛି । ବ୍ରାଉନସୁଗାର ରଖିବା ଅଭିଯୋଗରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତିନି ଅଭିଯୁକ୍ତ ହେଲେ ମଙ୍ଗଳପୁର ରଘୁନାଥ ପୁର […]

ସଂପୂର୍ଣ୍ଣ ପଢନ୍ତୁ

ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୧୧: ଆଜି ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ । ଏହି ଅବସରରେ ଓଡ଼ିଶା ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ଏବଂ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ଗଣ ।ଏକ୍ସରେ ମୁଖ୍ୟମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ‘ଉତ୍କଳ […]

ସଂପୂର୍ଣ୍ଣ ପଢନ୍ତୁ