ଦିନରେ ଶ୍ରମିକ, ରାତିରେ ଡକାୟତି ଗ୍ୟାଙ୍ଗର ଡ୍ରାଇଭର
କୋଇଡ଼ା, ୨୪/୧୧: ପୁଲିସ ଏନ୍କାଉଣ୍ଟରବେଳେ ଗିରଫ କେ. ବଲାଙ୍ଗ ରକ୍ସିର ସନିଆ କେର୍କେଟା (୨୨)। ଡକାୟତିରେ ବ୍ୟବହାର ହେଉଥିବା ସ୍କର୍ପିଓ (ଓଡି ୦୨ଟି-୫୪୦୦)ର ମାଲିକ। ରାତାରାତି ଲକ୍ଷପତି ହେବାର ଲୋଭରେ ବଶବର୍ତ୍ତୀ ହୋଇ ସାମିଲ ହୋଇଥିଲା ଅପରାଧୀ ଗ୍ୟାଙ୍ଗରେ। ଦିନରେ ରେଳସାଇଡିଂରେ ଶ୍ରମିକ ଭାବେ କାମ କରୁଥିଲା। ରାତିରେ ଡକାୟତି ଗ୍ୟାଙ୍ଗକୁ ନିଜ ସ୍କର୍ପିଓରେ ବସାଇ ଠିକଣା ଜାଗାରେ ପହଞ୍ଚାଉଥିଲା। ନିର୍ଦ୍ଧାରିତ ଠିକଣାରେ ପହଞ୍ଚିବାର ଭଡ଼ା ମାତ୍ର ଦେଢ଼ ହଜାର ଥିଲେ। ଡକାୟତି ଗ୍ୟାଙ୍ଗଠୁ ଭଡ଼ା ବାବଦରେ […]
ସଂପୂର୍ଣ୍ଣ ପଢନ୍ତୁ