ମା’ ସାରଳାଙ୍କ ପୀଠରେ ନାଟ୍ୟମଣ୍ଡପ ନିର୍ମାଣ ପାଇଁ ଦାବି: କ୍ଷୋଭ ପ୍ରକାଶ କଲେ ବରିଷ୍ଠ ଯାତ୍ରା କଳାକାର ଦୈତାରୀ ପଣ୍ଡା
ଝଙ୍କଡ଼, ୧୨/୦୧: କଳାର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ପୀଠରେ ଦୀର୍ଘ ବର୍ଷ ଧରି ନାଟ୍ୟମଣ୍ଡପ ନଥିବାରୁ କଳାକାରମାନେ ନିରାଶ ହେଉଛନ୍ତି। ଏନେଇ ଯାତ୍ରା ଜଗତର ଖ୍ୟାତନାମା ଖଳନାୟକ ତଥା ଉତ୍କଳ ଯାତ୍ରାଶିଳ୍ପୀ ସଙ୍ଘର ପ୍ରାକ୍ତନ ସଭାପତି ଦୈତାରୀ ପଣ୍ଡା ଗଭୀର କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ମଣ୍ଡପ ନିର୍ମାଣ ପାଇଁ ଦୃଢ଼ ଦାବି କରିଛନ୍ତି। ସୋମବାର ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଅବସରରେ ଶ୍ରୀ ପଣ୍ଡା ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। […]
ସଂପୂର୍ଣ୍ଣ ପଢନ୍ତୁ