କଲ୍ୟାଣପୁର ସପନେଶ୍ୱର ପୀଠରେ ଅଷ୍ଟପ୍ରହାର ନାମଯଜ୍ଞ

ମାହାଙ୍ଗା  :  କୁହୁଣ୍ଡା ପଂଚାୟତ କଲ୍ୟାଣପୁର ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସପନେଶ୍ୱର ମହାଦେବଙ୍କ ବିଜେସ୍ଥଳୀରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଅଧିବାସ, ପୂଜାର୍ଚ୍ଚନା, ସଂକୀର୍ତ୍ତନ, ଜାଗ ଯଜ୍ଞ ଭଳି ବିବିଧ କାର୍ଯ୍ୟକ୍ରମ ଭିତରେ ହରିହାଟ ଓ ନଗର କୀର୍ତ୍ତନ ଏବଂ ଦଧିହାଣ୍ଡି ଭଙ୍ଗା ଭଳି ବହୁ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଗ୍ରାମରେ ଶାନ୍ତି ମୈତ୍ରୀ, ସଦଭାବନା ଓ ଭାଇଚାରା ପ୍ରତିଷ୍ଠା ସାଙ୍ଗକୁ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା, ଏହି […]

ସଂପୂର୍ଣ୍ଣ ପଢନ୍ତୁ

ହରିଚନ୍ଦନପୁରର ଦୁର୍ଗମ ନୁଲୁ ଗ୍ରାମରେ ସେବା ଓ ସ୍ନେହର ମହାମିଳନ: ସାଧାରଣତନ୍ତ୍ର ଦିବସରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ

କେନ୍ଦୁଝର (ପ୍ରଦୀପ ଦାସ)   : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ପଳାସପାଳ ପଞ୍ଚାୟତର ଅପହଞ୍ଚ ତଥା ଦୁର୍ଗମ ପାହାଡ଼ିଆ ଅଞ୍ଚଳ ନୁଲୁ ଗ୍ରାମଠାରେ ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲ୍ୟାଣୀ ଫାଉଣ୍ଡେସନର ବରିଷ୍ଠ ସମାଜସେବୀ ଓମ୍ ଭାଇ, ଅଭିମନ୍ୟୁ ସାହୁ ଓ ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ସଦସ୍ୟ ଭକ୍ତ ବତ୍ସଳ ମହାନ୍ତିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ମାନବିକ ସେବା […]

ସଂପୂର୍ଣ୍ଣ ପଢନ୍ତୁ

ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ସଚେତନ ରାଲି 

କରଞ୍ଜିଆ  : କରଞ୍ଜିଆ କଚେରୀ ପରିସରରୁ ତାଲୁକ ଆଇନ ସେବା ସମିତି, କରଞ୍ଜିଆ ପକ୍ଷରୁ ଏକ ସଚେତନ ସାଇକେଲ ରାଲି ର ଆୟୋଜନ କରାଯାଇଛି | ତାଲୁକ ଆଇନ ସେବା ସମିତି ର ଅଧକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ଆଶିଷ କୁମାର ତ୍ରିପାଠୀ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସାଇକେଲ ରାଲି ରେ  ଏସ. ଡି. ଜେ. ଏମ. ପ୍ରଭାତ କୁମାର ସାମଲ, ବିଚାର ବିଭାଗ ର କର୍ମକର୍ତ୍ତା, ଓକିଲ, ଛାତ୍ର ଛାତ୍ରୀ ସାଧାରଣ […]

ସଂପୂର୍ଣ୍ଣ ପଢନ୍ତୁ

ନିଶାମୁକ୍ତ ଭାରତ ଅଭିଯାନ; କରଞ୍ଜିଆରୁ ଶୁଭାରମ୍ଭ 

କରଞ୍ଜିଆ : କରଞ୍ଜିଆର ଆଧ୍ୟାତ୍ମିକ, ସାମାଜିକ ସଂସ୍କାର ଅନୁଷ୍ଠାନ ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କରଞ୍ଜିଆ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାଯ୍ୟକ୍ରମ ର  ଶୁଭାରମ୍ଭ ହୋଇଛି |ଲୋକଙ୍କୁ ସଚେତନ କରିବା ଉଦ୍ୟସରେ ଏକ ଭ୍ରାମ୍ୟମାନ ରଥ ର ମଧ୍ୟ ଉଦଘାଟନ କରାଯାଇଛି | ବ୍ରହ୍ମ କୁମାରୀ ଦମୟନ୍ତୀ, ମୁଖ୍ୟ ସଂଚାଳିକା ଙ୍କ ସଭାପତିତ୍ୱରେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ସାହୁ, ଏ. ବି. ଇ. ଓ. ସନ୍ତୋଷ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

କରଞ୍ଜିଆ ଅବକାରୀ ବିଭାଗର ଚଢ଼ାଉ, ୩ ମଦ ମାଫିଆ ଗିରଫ, ବାଇକ ସହିତ ୫୬ ଲିଟର ମଦ ଜବତ 

କରଞ୍ଜିଆ  : କରଞ୍ଜିଆ ଅବକାରୀ ବିଭାଗ ତରଫରୁ ବିଭିନ୍ନ ଅଂଚଳରେ ଅତର୍କିତ ଚଡାଉ କରାଯାଇ ମଦ ସହିତ ୫୬ଲିଟର ମଦ ଜବତ କରାଯାଇଛି | ଏଥି ସହିତ ତିନିଜଣକୁ ଗିରଫ କରାଯାଇଛି | କରଞ୍ଜିଆ ର ଅବକାରୀ ନିରୀକ୍ଷକ ଜୟନ୍ତୀ ଆଚାର୍ଯ୍ୟାଙ୍କ ନେତୃତ୍ୱରେ ଅବକାରୀ ଏସ. ଆଇ. ରଶ୍ମିରଂଜନ ନାୟକ, ଏ. ଏସ. ଆଇ ଫୁଲମଣୀ ନାୟକ  ଙ୍କ ସହିତ କର୍ମଚାରୀ ଆଜି ବିଭିନ୍ନ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମଦ କାରବାର କରୁଥିବା ମାଲଦେ ସୋରେନ […]

ସଂପୂର୍ଣ୍ଣ ପଢନ୍ତୁ

ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ

ଝଙ୍କଡ଼  :  ଗତ ପନ୍ଦର ଦିନ ହେଲା କଟକ ପାରାଦ୍ୱୀପ ରାସ୍ତାର ଜଇପୁର ନୂଆପଡା ଓମ ଫେଡ଼ ସମ୍ମୁଖରେ ବିପନ୍ନ ଅବସ୍ଥାରେ ରାସ୍ତା କଡରେ ପଡିରହିଥିବା ଜଣେ ଅପରିଚିତ ଅସହାୟ ଓ ନିରାଶ୍ରୟ ବୃଦ୍ଧଙ୍କ ଖବର ପାଇ, ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଆଜି ଅପରାହ୍ନ ୫ଟା ବେଳେ ସେଠାରେ ପହଂଚି, ଆମ୍ବୁଲାନ୍ସ ଡକାଇ ତାଙ୍କୁ ମୁମୂର୍ସ ଅବସ୍ଥାରେ ଉଦ୍ଧାର କରି, ପ୍ରଥମେ ମଣିଜଙ୍ଗା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶୁ ଚିକିତ୍ସା କରାଇବା ପରେ, ଡାକ୍ତରଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସଁଅରା ବାଲିପଡିଆରେ ମୂଳିସିଂହ ମଣ୍ଡଳର ହିନ୍ଦୁ ସମ୍ମିଳନୀ

ଝଙ୍କଡ଼ : ସନାତନ ହିନ୍ଦୁଧର୍ମ, ଆଜି ଘୋର ଶଙ୍କଟ ମଧ୍ୟରେ ଗତି କରୁଛି ।  ବିଶ୍ୱର ସର୍ବପୁରାତନ ଏହି ହିନ୍ଦୁଧର୍ମ ର ସୁରକ୍ଷା ଓ ବିକାଶ ନିମନ୍ତେ ଆମକୁ ଜାଗ୍ରତ ହେବାକୁ ପଡିବ ବୋଲି ତିର୍ତ୍ତୋଲ ବ୍ଲକ ସଁଅରା ପଞ୍ଚାୟତର ବାଲିପଡ଼ିଆ ଠାରେ, ଗତ ଜନରାଜ୍ୟ ଦିବସ ଦିନ, ମୂଳିସିଂହ ମଣ୍ଡଳ, ଆନୁକୂଲ୍ୟରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।  ଏହି ସମ୍ମିଳନୀ କୁ ସ୍ଥାନୀୟ ମହିଳା (ମାତୃଶକ୍ତି ) ପ୍ରଦୀପ ପ୍ରଜ୍ବଳନ କରି ଶୁଭ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘର ୭୭ତମ ଜନରାଜ୍ୟ ଦିବସ ପାଳନ

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ ସଁଅରା ପଞ୍ଚାୟତ ଅନ୍ତର୍ଗତ ବରୁଣପଡା ଗ୍ରାମର ସ୍ୱାମୀ ବିବେକାନନ୍ଦ ଯୁବକସଙ୍ଘ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।  ପ୍ରାକ୍ତନ ପ୍ରଧାନଶିକ୍ଷକ ବୀରକିଶୋର ମହାନ୍ତି ଜାତୀୟପତାକା ଉତ୍ତୋଳନ କରିଥିବା ବେଳେ, ସନ୍ଧ୍ୟାରେ ଗ୍ରାମର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧ ସଙ୍ଗୀତ, ବକ୍ତୃତା ଓ ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇ ବିଜେତା ମାନଙ୍କୁ ନିମନ୍ତ୍ରିତ ଅତିଥି ମାନେ, ପ୍ରଶଂସାପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନକରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ ।  […]

ସଂପୂର୍ଣ୍ଣ ପଢନ୍ତୁ

ମାହାଙ୍ଗାର କୋଳିଅଠା ଠାରେ ଜଳ ଅର୍ପଣ ଦିବସ ଉପଲକ୍ଷେ ୨୨୦ କିଲୋ ଲିଟର ପାଣି ଟାଙ୍କି ଉଦଘାଟିତ

ପ୍ରତ୍ୟେକ ପରିବାର ଦୈନିକ ପାଇବେ ୭୦ ଲିଟର ବିଶୁଦ୍ଧ ପିଇବା ପାଣି ମାହାଙ୍ଗା ( ଅଜୟ କୁମାର ମହାନ୍ତି ) : କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକର କୋଳିଅଠା ପଂଚାୟତ ଠାରେ ଜଳ ଅର୍ପଣ ଦିବସ ପାଳନ ଅବସରରେ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନିର୍ମିତ ଏକ ୨୨୦ କି.ଲି. ପାଣି ଟାଙ୍କିକୁ ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା କୋଳିଅଠା ପଂଚାୟତର […]

ସଂପୂର୍ଣ୍ଣ ପଢନ୍ତୁ

ରସୁଲପୁର ଜାମିଆଅଲ ହବିବରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ଦେଶ ମାତୃକାର ସେବା ପାଇଁ ଶପଥ

ଝଙ୍କଡ଼: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ‘ଜାମିଆଅଲ ହବିବ’ ଅନୁଷ୍ଠାନ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବୀ ଗୁଲାମ ରବାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ, ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ। ଦେଶ ମାତୃକାର ସେବା […]

ସଂପୂର୍ଣ୍ଣ ପଢନ୍ତୁ