ବର୍ଷକୁ ୧୦୦ କୋଟିର ଚୋରା ବାଲି କାରବାର: ଆନ୍ଧ୍ର, ଝାଡ଼ଖଣ୍ଡ, ଛତିଶଗଡ଼କୁ ହେଉଛି ଚାଲାଣ

ଜଗତସିଂହପୁର : ଜିଲ୍ଲାରେ ବଢ଼ି ଚାଲିଛି ଚୋରା ବାଲି କାରବାର। କୋଟି କୋଟି ଟଙ୍କାର ଚୋରା ବାଲିରେ ଖେଳୁଛନ୍ତି ମାଫିଆ, ରାଜନେତା, ଅସାଧୁ ଅଫିସର। ଜିଲ୍ଲାରେ ବାର୍ଷିକ ୧୦୦ କୋଟିରୁ ଅଧିକ ଟଙ୍କାର ଚୋରା ବାଲି କାରବାର ହେଉଥିବା ଆକଳନ କରାଯାଇଛି। ମହାନଦୀର କିଲିପାଳ ଓ ଜଇପୁର ଘାଟରେ ଚଢ଼ଉ ପରେ ଚୋରା ବାଲି କାରବାର ଆଖି ଖୋଲି ଦେଇଥିଲା। ଏହି ମାମଲାରେ ଖଣି ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି। କିନ୍ତୁ ବାଲି ମାଫିଆଙ୍କ କଳାଧନର ଏଯାଏଁ […]

ସଂପୂର୍ଣ୍ଣ ପଢନ୍ତୁ

ଯାତ୍ରା ମଞ୍ଚରେ ଅଭିନୟ କରିବେ ପୀୟୂଷ ତ୍ରିପାଠୀ, ଅନୁମତି ଦେଲେ ଭୁବନେଶ୍ବର ସିଭିଲ ଜଜ୍

ଭୁବନେଶ୍ବର: ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଉପୁଜିଥବା ବିବାଦରେ ପଡ଼ିଲା ବିବାଦ। ଏହି ମାମଲାରେ ରାୟ ଶୁଣାଇ ଭୁବନେଶ୍ବର ସିଭିଲ କୋର୍ଟ ପୀୟୂଷଙ୍କୁ ଯାତ୍ରା ‘ସିଂହବାହିନୀ’ରୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଇଛନ୍ତି।  ଆଉ କୋର୍ଟଙ୍କ ଏହି ରାୟ ପରେ ପୀୟୂଷଙ୍କର ଖଣ୍ଡଗିରିରେ ମଞ୍ଚ ଚଢ଼ିବା ପଥ ପରିଷ୍କାର ହୋଇଛି। ସେପଟେ ଏଖବର ଆସିବା ପରେ ପୀୟୂଷଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ସୂଚନାଥାଉକି, ଚୁକ୍ତି ଖିଲାପକୁ ନେଇ ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ଜାନୁଆରୀ ୨୪ରୁ ‘ବାଣୀପର୍ବ’: ପ୍ରସ୍ତୁତି ଚୂଡ଼ାନ୍ତ, ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ

ଝଙ୍କଡ଼, ୨୦/୦୧/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ଆସନ୍ତା ଜାନୁଆରୀ ୨୪ ଓ ୨୫ ତାରିଖରେ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ଭବ୍ୟ ‘ବାଣୀପର୍ବ’ ମହୋତ୍ସବ। ଏଥିପାଇଁ କନକପୁର ସ୍ଥିତ ବିଶ୍ରାମାଗାର ପରିସରରେ ଆବାହକ ଦେବେନ୍ଦ୍ରନାଥ ରାଉତଙ୍କ ସଭାପତିତ୍ୱରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବୈଠକରେ ମହୋତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବାଣୀପର୍ବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରାଇଟ୍ ଟୋପାଜ୍ ପ୍ରି-ସ୍କୁଲ୍‌ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ: ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାରମ୍ଭିକ ଶିକ୍ଷା ଅପରିହାର୍ଯ୍ୟ

କଟକ  : କଟକ ସାଆନ୍ତସାହିସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ “ବ୍ରାଇଟ୍ ଟୋପାଜ୍ ପ୍ରି-ସ୍କୁଲ୍ ଏଣ୍ଡ ଡେ’ କେୟାର”ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁନି କୁନି ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ପ୍ରାରମ୍ଭିକ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହ ଆଦର୍ଶ ସ୍କୁଲରେ ଭାରତ ସ୍କାଉଟ ଓ ଗାଇଡ଼ କ୍ୟାମ୍ପୋରୀ

ଝଙ୍କଡ଼  :  ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ ହରସିଂପୁର ସ୍ଥିତ ଆଦର୍ଶ ସ୍କୁଲ ପରିସରରେ, ଅଷ୍ଟବିଂଶତମ ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଗାଇଡ଼ କ୍ୟାମ୍ପୋରୀ (ତେଜସ,) 2025-26 ଗତ ମଙ୍ଗଳବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଶୁଭ ଉଦଘାଟିତ ହୋଇଯାଇଛି l ଜିଲ୍ଲା ଶିକ୍ଷାଅଧିକାରୀ ତଥା ବିଭାଗୀୟ ମୁଖ୍ୟ କମିଶନର କେଶବ ମେହେର ଙ୍କ ସଭାପତିତ୍ବ ରେ, ଏହି ଉପଲକ୍ଷେ ଆୟୋଜିତ ସଭାରେ ସୁଶ୍ରୀ ମନୀଷା ମିଶ୍ର ନିମନ୍ତ୍ରିତ ସମସ୍ତ ଅତିଥି ମାନଙ୍କୁ ମଞ୍ଚକୁ […]

ସଂପୂର୍ଣ୍ଣ ପଢନ୍ତୁ

ଫାଟିଲା ଏଲପିଜି ଗ୍ୟାସ୍ ପାଇପଲାଇନ୍, ଲୋକେ ଆତଙ୍କିତ

କଟକ: କଟକର ସିଡିଏ ସେକ୍ଟର-୯ରେ ସୋମବାର ଦିନ ନିର୍ମାଣ କାର୍ଯ୍ୟ ସମୟରେ ଦୁର୍ଘଟଣାବଶତଃ ଗେଲ୍ (ଇଣ୍ଡିଆ) ଲିମିଟେଡ୍‌ର ଏକ ଏଲପିଜି ଗ୍ୟାସ୍ ପାଇପଲାଇନ୍ ଫାଟି ଯାଇଛି। ସୂଚନା ଅନୁଯାୟୀ, ସିଡିଏ ସେକ୍ଟର-୯ରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରୀ ଯନ୍ତ୍ରପାତି ବ୍ୟବହାର କରାଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖନନ ସମୟରେ ଭୂତଳ ପାଇପଲାଇନରେ ଏହା ବାଜି ଯାଇଥିଲା, ଯାହା ଫଳରେ ହଠାତ୍ ଏଲପିଜି ଗ୍ୟାସ୍ ଲାଇନ୍ ଫାଟି ଲିକେଜ୍ ହୋଇଥିଲା। ତେବେ ସ୍ଥାନୀୟ ଲୋକେ ଗ୍ୟାସର […]

ସଂପୂର୍ଣ୍ଣ ପଢନ୍ତୁ

ଭିଡ଼ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରୁ କନ୍ଦରପୁରକୁ ସଂଯୋଗ ହେବ ନୂଆ ରାସ୍ତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ରୋଡ୍‌ ନେଟ୍‌ୱାର୍କକୁ ସୁଦୃଢ଼ କରି ରାଜ୍ୟର ବିକାଶକୁ ଆଗେଇ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସ୍ପଷ୍ଟ ଆଭିମୁଖ୍ୟ ରହିଛି । ଏହି ଲକ୍ଷ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ସହିତ ରାଜ୍ୟର ସବୁ ପ୍ରମୁଖ ଅଞ୍ଚଳକୁ ଭଲ ରୋଡ୍‌ ନେଟ୍‌ୱାର୍କ ଯୋଗାଇ ଦେବା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନାମାଙ୍କନ କଲେ ନୀତିନ ନବୀନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଭାପତି ପଦ ପାଇଁ କାର୍ଯ୍ୟକାରୀ ସଭାପତି ଥିବା ନୀତିନ ନବୀନ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରସ୍ତାବକ ରହି ନୀତିନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର କେ.ଲକ୍ଷ୍ମଣଙ୍କୁ ପ୍ରଦାନ କରିଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପୃଥକ ତିନୋଟି ସେଟ୍‌ ଦାଖଲ କରିଛନ୍ତି । ନୀତିନ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ପାଳନ

କଟକ  : କଟକସଦର ୪୨ ମୌଜାସ୍ଥିତ ବରାଳ ଗ୍ରାମର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ବାମିଜୀ ଯୁବକ ସଂଘ ତାର ୨୯ ତମ ବାର୍ଷିକ ଉତ୍ସବ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣ (ବରାଳ) ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଅଛି । ଉଦଘାଟନ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସମରେନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଡ଼ଃ ବିଶ୍ୱଜିତ୍ ରାୟ,ସମାଜସେବୀ ଅଜୟ କୁମାର ଭୂୟାଁ,ସମାଜସେବୀ ବିଜୟ କୁମାର ନାୟକ,ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣ ପ୍ରମିଳା ଦେବୀଙ୍କ ଦ୍ଵାଦଶାହ ତିଥିରେ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା  :  କୁହୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶଙ୍ଖପୁର ଗ୍ରାମର ଧର୍ମପ୍ରାଣା ମହିଳା ପ୍ରମିଳା ମହାନ୍ତିଙ୍କ ଦ୍ଵାଦଶାହ ତିଥିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସୁରେନ୍ଦ୍ର ମହାନ୍ତିଙ୍କ ସହଧର୍ମିଣୀ ପ୍ରମିଳା ମହାନ୍ତି ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପ୍ରାଣା ମହିଳା ଥିଲେ | ତାଙ୍କ ସ୍ମୁତିରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶଙ୍ଖପୁର ଠାରେ ପହଂଚି ସ୍ବର୍ଗୀୟା ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଶିକ୍ଷାବିତ ବଟ କିଶୋର ପଣ୍ଡା, […]

ସଂପୂର୍ଣ୍ଣ ପଢନ୍ତୁ